ଟାଟା ଷ୍ଟିଲ୍ ପକ୍ଷରୁ କଳିଙ୍ଗନଗର କାରଖାନାକୁ ମେସିନ ପରିବହନ ପାଇଁ ଅନ୍ତର୍ଦେଶୀୟ ଜଳପଥର ବ୍ୟବହାର

 ପରିବହନ ପାଇଁ ଅନ୍ତର୍ଦେଶୀୟ ଜଳପଥକୁ ବ୍ୟବହାର କରିବାରେ ଓଡ଼ିଶାରେ ଟାଟା ଷ୍ଟିଲ୍ ପ୍ରଥମ କଂପାନି କଳିଙ୍ଗନଗର / ଭୁବନେଶ୍ୱର: ଏକ କାର୍ବନ୍ ନିଉଟ୍ରାଲ୍ ଭବିଷ୍ୟତ ସୃଷ୍ଟି କରିବା ଲାଗି ରହିଥିବା ନିଜର ପ୍ରତିବଦ୍ଧତାକୁ ଦୋହରାଇ ଏହାର କଳିଙ୍ଗନଗର ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ପ୍ରଥମ ଲାଗି ଭାରି…

ଶ୍ରୀମନ୍ଦିରର ସୁରକ୍ଷା ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟସରକାରଙ୍କ ଭୂମିକା ସନ୍ଦେହଜନକ: ଲେଖାଶ୍ରୀ

ଭୁବନେଶ୍ୱର:ଶାସନ ଅହଂକାରରେ ଚାଲେ ନାହିଁ ଜନତାଙ୍କ ଆର୍ଶୀବାଦରେ ଚାଲେ । ଓଡିଶାବାସୀଙ୍କ ଗର୍ବ ଓ ଗୌରବ ଶ୍ରୀମନ୍ଦିରର ରତ୍ନଭଣ୍ଡାରର ଚାବି ଏପର୍ଯ୍ୟନ୍ତ ମିଳିପାରିଲା ନାହିଁ । ଶୌଚାଳୟ ନିର୍ମାଣ ନାମରେ ଗଭୀର ଖନନ କରାଯାଇ କ’ଣ ଚାଲିଛି ତାହା ମଧ୍ୟ ସନ୍ଦେହ ଘେରରେ । ବିକାଶରେ ବାଧା ଦେଉନାହୁଁ…

“ମୋଦିଙ୍କୁ ଚୁଡ଼ି ପିନ୍ଧାଇବେ କି ସ୍ମୃତି ଇରାନୀ ?”

କୁଆଡ଼େ ଗଲେ ବାବା ରାମ ଦେବ? ୪୦ ଟଙ୍କାରେ ପେଟ୍ରୋଲ ଦେବାପାଇଁ ମୋଦିଙ୍କୁ କହିବେ କି? ଜନତାଙ୍କ ଉପରେ ମହଙ୍ଗା ମାଡ଼ ଅସହ୍ୟ, ମହଙ୍ଗାଇ ମୁକ୍ତ ଭାରତ ଅଭିଯାନର ଜନଗଣ ସାମିଲ ହେବାକୁ କଂଗ୍ରେସର ଡାକରା ଭୁବନେଶ୍ୱର- କେନ୍ଦ୍ରର ବିଜେପି ସରକାର ଦେଶବାସୀଙ୍କୁ ଏକ ଭୟଙ୍କର ପରିସ୍ଥିତିକୁ ଠେଲି…

ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଅଗ୍ନି ବିପନ୍ନ ପରିବାର କୁ ସହାୟତା ପ୍ରଦାନ ।

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ)- ନିଶ୍ଚିନ୍ତକୋଇଲି ବ୍ଲକ ବଡ଼କ୍ଷୀର ପଞ୍ଚାୟତ ଗୋପପୁର ଗ୍ରାମର ବାବାଜୀ ସ୍ୱାଇଁ ଓ ବଳରାମ ସ୍ବାଇଁ ଙ୍କ ଘରେ ସୋମବାର ଦିନ ବିଳମ୍ବିତ ରାତ୍ରରେ ଅଗ୍ନିକାଣ୍ଡ ଘଟି ୪ ବଖରା ଗୃହ ସମେତ ଲକ୍ଷାଧିକ ଟଙ୍କା ର ସମ୍ପତି ଭସ୍ମୀଭୂତ ହୋଇଯାଇଥିଲା । ଏହି ଖବର…

କଳିଙ୍ଗ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବିର

ଘୁ.ଉଦୟଗିରି (ଗଗନ କୁମାର ପ୍ରଧାନ): ନାରୀ ଓ ପୁରୁଷ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ I ସମାଜ ଗଠନ ଏବଂ ସାମାଜିକ ସହାବସ୍ଥାନ କ୍ଷେତ୍ରରେ ଉଭୟଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ I ଯୁଗେ ଯୁଗେ ନାରୀମାନଙ୍କୁ ଦୁର୍ବଳ ମନେ କରାଯାଉଥିବା ହେତୁ ଦିନକୁ ଦିନ ତାଙ୍କ ଉପରେ ଦିନକୁ ଦିନ ଅତ୍ୟାଚାର…

ସଡକ ଦୁର୍ଘଟଣା ରେ ଜଣେ ମୃତ ଦୁଇଜଣ ଗୁରୁତର

ନୂଆପଡାରୁ ଯଶୋବନ୍ତ କୁମାର- ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ର କେନ୍ଦୁ ପାଟି ଗ୍ରାମର ତିନି ଜଣ ଯୁବକ ଏକ ମୋଟର ସାଇକେଲ ଯୋଗେ କଣ୍ଟାବାଞ୍ଜି ରେଲୱେ ଷ୍ଟେସନ କୁ କୌଣସି କାମରେ ଯାଉଥିବା ବେଳେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ନିକଟସ୍ଥ ଦନ୍ଦ୍ରା ଗ୍ରାମ ପାଖରେ ଏକ ଅଜଣା ଟ୍ରକ ଧକ୍କା ଦେଇ ଚାଲି…

ଆଖୁ କିଆରୀ ସ୍ଥିତ କୂଅରେ ଯୁବକଙ୍କ ଆତ୍ମହତ୍ୟା

ନୂଆପଡାରୁ ଯଶୋବନ୍ତ କୁମାର- ନୂଆପଡା ଜିଲ୍ଲା ଖଡିଆଳ ଥାନା ଅନ୍ତର୍ଗତ ଚନାବେଡା ଗ୍ରାମର କବିରାଜ ବେହେରା (୪୫) ନିଜ ଆଖୁ କିଆରୀ ସ୍ଥିତ କୂଅରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡିଛି । ଏ ନେଇ ଖବର ପାଇ ଖଡିଆଳ ପୋଲିସ ଘଟଣା ସ୍ଥଳରେ ପହଞ୍ôଚ ଶବ ଜବତ କରି ଶବ ବ୍ୟବଛେଦ ପାଇ ପଠାଇ ଥିବା…

କୋମନା ବ୍ଲକ ସରପଞ୍ଚ ସଂଘ ଗଠିତ- ମୃତ୍ୟୁଞ୍ଜୟ ହେଲେ ସଭାପତି

ନୂଆପଡାରୁ ଯଶୋବନ୍ତ କୁମାର- ନୂଆପଡା ଜିଲ୍ଲା ବରନ୍ଦାପାଟ କେନ୍ଦ୍ରୀୟ ନର୍ସରୀଠାରେ କୋମନା ବ୍ଲକ ସ୍ତରୀୟ ସରପଞ୍ଚ ସଂଘ ଗଠିତ ହୋଇ ଯାଇଛି । ଏଥିରେ କୋମନା ବ୍ଲକର ୩୨ ଟି ପଞ୍ଚାୟତର ସରପଞ୍ଚମାନେ ଯୋଗଦାନ କରି ଥିଲେ । କାମନା ସରପଞ୍ଚ ମୃତ୍ୟୁଞ୍ଜୟ ପାଣିଗ୍ରାହୀ ସଭାପତି, ରାୟଧର ଗଘେଲ ଉପ…

କୋଭିଡ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ରାଉରକେଲା ର ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି…

ରାଉରକେଲା, (ବସନ୍ତ କୁମାର ଜେନା): କୋଭିଡ୍‌ ମହାମାରୀରେ ପ୍ରାଣ ହରାଇଥିବା ରାଉରକେଲାର ସାମ୍ବାଦିକ ଅଦ୍ୱୈତ ପ୍ରସାଦ ବିଶ୍ଵାଳଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ଅନଲାଇନ ମାଧ୍ୟମରେ ଦିଆଯାଇଥିବା ସହାୟତା ରାଶିର ପ୍ରମାଣପତ୍ରକୁ…

ଜୁନାଗଡ଼ରେ ଅସହ୍ୟ ତାତି,ପାରଦ ୪୦ ଡିଗ୍ରୀ ଉପରକୁ

ଜନ କଲ୍ୟାଣ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ମାଟି ହାଣ୍ଡି ବଣ୍ଟନ ଜୁନାଗଡ଼/ଆଦିତ୍ୟ ମହାନ୍ତି-କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକ ରେ ଅସହ୍ୟ ତାତି ସହିତ ପାରଦ ୪୦ ଡିଗ୍ରୀ ରୁ ଉପର ମୁହାଁ ହୋଇଛି । ଦିନ ୧୦ ଟା ପରେ ଲୋକେ ବାହାରକୁ ବାହାରିବା କଷ୍ଟ କର ହୋଇପଡ଼ିଛି । ବର୍ତ୍ତମାନ ଉଭୟ ସହର ଓ…