ପିସିସି ସଭାପତିଙ୍କ ନେତୃତ୍ୱ ରେ କାଶୀପୁର ବ୍ଲକର ଝାଡା ବାନ୍ତି ଆକ୍ରାନ୍ତ ଅଞ୍ଚଳ ଗସ୍ତ କଲେ କଂଗ୍ରେସ ପ୍ରତିନିଧି ଦଳ
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ : ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଙ୍କ ନେତୃତ୍ୱ ରେ କାଶୀପୁର ବ୍ଲକ ର ଝାଡା ବାନ୍ତି ଆକ୍ରାନ୍ତ ଅଞ୍ଚଳ ଗୁଡିକ ବୁଲି ଲୋକଙ୍କ ମତାମତ ନେଇଛନ୍ତି |ଗତ କିଛି ଦିନ ତଳରେ କାଶୀପୁର ବ୍ଳକର ବିଭିନ୍ନ ଅଞ୍ଚଳରେ ଝାଡା ବାନ୍ତିରେ 7ଜଣ…