ୱାର୍ଲଡ୍ଷ୍ଟିଲ୍ ପକ୍ଷରୁ ଟାଟା ଷ୍ଟିଲ୍ ଲିମିଟେଡ୍ ଓ ଟାଟା ଷ୍ଟିଲ୍ ୟୁରୋପକୁ ୨୦୨୨ ଷ୍ଟିଲ୍ ସଷ୍ଟେନେବିଲିଟି…
ଭୁବନେଶ୍ୱର: ବିଶ୍ୱ ଇସ୍ପାତ ସଂଘ ପକ୍ଷରୁ ଟାଟା ଷ୍ଟିଲ୍ ଲିମିଟେଡ୍ ଓ ଟାଟା ଷ୍ଟିଲ ୟୁରୋପକୁ ୨୦୨୨ ଷ୍ଟିଲ୍ ସଷ୍ଟେନେବିଲିଟି ଚାମ୍ପିଆନ୍ସିପ୍ ମାନ୍ୟତା ଦିଆଯାଇଛି । ଲଗାତାର ପଂଚମ ବର୍ଷ ପାଇଁ ଏହି ମାନ୍ୟତା ମିଳିଛି । ୨୦୧୮ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ପରଠାରୁ ପ୍ରତିବର୍ଷ…