ଶୁକଲିପାହାଡ଼ ଗ୍ରାମ ରେ ମ୍ୟାଲେରିଆ ରୋଗୀ ଚି଼ହ୍ନଟ
ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ସରେକେଲା ପଞ୍ଚାୟତ ର ଶୁକଲିପାହାଡ଼ ଗ୍ରାମରେ ଘରେ ଘରେ ଜ୍ଵର ରେ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛିl ଆଶା, ଏନ ଏମ, ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଶତାଧିକ ଜ୍ଵର ଆକ୍ରାନ୍ତ ରୋଗୀ ରକ୍ତ…