ମାହାଙ୍ଗା ଅଞ୍ଚଳରେ ଘନ ଘନ ଚୋରି ।
ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ)-ମାହାଙ୍ଗା ରେ ହୋଇଛି ସିରିଜ ଚୋରି,କଟକ ଜିଲ୍ଲା ମାହାଙ୍ଗା ଗୌଡ଼ଗୋପ ବଜାର ର ୫ ଟି ଦୋକାନ ଓ ଇଟାମୁଣ୍ଡଳି ରେ ଗୋଟିଏ ଦୋକାନ ରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ ମାନେ ଲକ୍ଷାଧିକ ଟଙ୍କା ଓ ବିଭିନ୍ନ ସାମଗ୍ରୀ ଚୋରି କରିଥିବା ନେଇ ବଜାର କମିଟି ପକ୍ଷରୁ…