କୃଷକମାନେ ଏକତ୍ରିତ ଭାବେ ଉତ୍ପାଦିତ ଫସଲକୁ ବଜାରକୁ ଆଣିଲେ ହିଁ କୃଷି କ୍ଷେତ୍ରରେ ଉନ୍ନତି ଘଟିବ: ଡବ୍ଲୁଓଡିସି ଅଧ୍ୟକ୍ଷ

ଭୁବନେଶ୍ୱର: ଆମ ଦେଶରେ କୃଷକମାନେ ବଜାରକୁ ଦୃଷ୍ଟିରେ ରଖି ଫସଲ ଉତ୍ପାଦନ କରିବା ଉଚିତ୍ । ସେମାନେ ନିଜର ପଡୋଶୀ ସହର, ରାଜ୍ୟ ଓ ବିଦେଶକୁ ନଜରରେ ରଖି ଫସଲ ଉତ୍ପାଦନ କଲେ ହିଁ କୃଷି କ୍ଷେତ୍ରରେ ଉନ୍ନତି ଘଟିବ ବୋଲି କହିଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କର…

ଉତ୍କଳ ଆଲୁମିନା ଆଇନ ବିଭାଗ ଅଧିକାରୀଙ୍କ ଓକିଲ ସଙ୍ଘ ପ୍ରତି ଅସୌଜନ୍ୟ ଆଚରଣ ଅଭିଯୋଗ !

କାଶୀପୁର ରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜିଲ୍ଲା କାଶୀପୁର ସ୍ଥିତ ଉତ୍କଳ ଆଲୁମିନା ଆଇନ ବିଭାଗ ଅଧିକାରୀ ସ୍ତୁପ୍ତି ବାନାର୍ଜୀ ଙ୍କ ଅଶୋଭନୀୟ ଆଚରଣ ଦିନକୁ ଦିନ ଉଗ୍ରତାର ସୀମା ଉଲଂଘନ ହେବାରେ ଲାଗିଛି ଓ ସେ ଉତ୍କଳ ଆଲୁମିନାରେ ଯୋଗଦେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଓକିଲ ସଙ୍ଘ (କାଶୀପୁର)…

ମାହାଙ୍ଗା ବ୍ଲକରେ 14 ଟି କେନ୍ଦ୍ରରେ 2185 ପରୀକ୍ଷାର୍ଥୀ

ମାହାଙ୍ଗା(ଦେବେନ୍ଦ୍ର ଷଡ଼ଙ୍ଗୀ):- କଟକ ଜିଲ୍ଲା ମାହାଙ୍ଗା ବ୍ଲକର 14 ଟି ହାଇସ୍କୁଲରେ ମେଟ୍ରିକ ପରୀକ୍ଷା ପିଲାଙ୍କ ପାଇଁ ପରୀକ୍ଷା କେନ୍ଦ୍ର କରାଯାଇଛି । ସମୁଦାୟ 2259 ରେଗୁଲାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ 2185 ପିଲା ଚଳିତ ବର୍ଷ ପରୀକ୍ଷା ଦେଇଥିବା ବେଳେ, ସେମାନଙ୍କ ଭିତରୁ 74 ପିଲା…

କଟକ ସାଇବର ଥାନା ଜଣେ ସାଇବର ଅପରାଧୀ କୁ ଧରିବାରେ ସଫଳ ।

କଟକ /ଶାସକ ପ୍ରଶାସକ: କଟକ ସାଇବର ଥାନା ଜଣେ   ସାଇବର ଅପରାଧୀ କୁ ଧରିବାରେ ସଫଳତା ହାସଲ କରିଛି ।  ସାଇବର ଅପରାଧୀ ଜଣକ ବିଭିନ୍ନ ସ୍କୁଲର ଛାତ୍ରୀଙ୍କ ଫଟୋକୁ ବିକୃତ କରିବା ସହ, ସେହି ଅଶ୍ଳୀଳ  ଭିଡିଓ ଗୁଡିକୁ  ଭାଇରାଲ କରି ଝିଅ ମାନଙ୍କୁ ଅସୁବିଧାରେ ପକାଇ, ବେଶ ମଜ୍ଜା ନେଉଥିଲା. ମାତ୍ର…

ଚିକିତ୍ସା ରେ ଅର୍ଥ ସାଜିଛି ବାଧକ ଭୋଳା କୁ ସାହାଯ୍ୟ ଓ ସହଯୋଗର ହାତ ବଢ଼େଇଲା ସେବା ଫାଉଣ୍ଡେସନ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ମରିଚିପୁର ପଂଚାୟତ ମରିଚିପୁର ଗ୍ରାମ ର ବାପ ଛେଉଣ୍ଡ ଭୋଳାଶଙ୍କର ବୟସ (10 ବର୍ଷ)ଭୋଳା ର ବାପା ମୃତ୍ୟୁ ବରଣ କରିଥିବା ବେଳେ ମା ଏବେ ଅଜଣା ରୋଗରେ ଆକ୍ରାନ୍ତ |ଏଥି ପାଇଁ ଭୋଳା କୁ ଏକ ଅନାଥ ଆଶ୍ରମ ରେ ରଖାଯାଇଥିଲା ,…

ମିସେସ୍ ଇଣ୍ଡିଆ ମୁକୁଟ ପିନ୍ଧିଲେ ସୋଆର ପୁରାତନ ଛାତ୍ରୀ ରୁପ୍‌ସା

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ ର ପୂର୍ବତନ ଛାତ୍ରୀ ରୂପସା ନାୟକ ମିସେସ୍ ଇଣ୍ଡିଆ କ୍ରାଉନ୍ ହାସଲ କରି ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଛନ୍ତି। ମୁମ୍ବାଇ ଠାରେ ଗ୍ଲାମର ୱାର୍ଲ୍ଡ ପକ୍ଷରୁ ନିକଟରେ ଆୟୋଜିତ ମିସେସ୍ ଇଣ୍ଡିଆ ପ୍ରତିଯୋଗିତାରେ ରୂପସା ବିଜୟୀ…

ଜଗତସିଂହପୁର ଜିଲ୍ଲାରେ ବିଶ୍ବ ପ୍ରାଣୀ ଚିକିତ୍ସା ଦିବସ-୨୦୨୨ ମହାସମାରୋହରେ ଅନୁଷ୍ଠିତ

ଜଗତସିଂହପୁର/ସୁମନ୍ତ କୁମାର ଦାସ; ଆମ ଜୀବନ ଓ ଜୀବିକା ସହିତ ପ୍ରାଣୀ ପାଳନ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । କୃଷି ସହିତ ପ୍ରାଣୀ ପାଳନ ପରସ୍ପର ପରିପୂରକ ଓ ନିର୍ଭରଶୀଳ । ଗୋଟିଏର ବ୍ୟତିରକେରେ ଅନ୍ୟଟିର ବିକାଶ ଅସମ୍ଭବ । କୃଷିବର୍ଯ୍ୟ ପଦାର୍ଥ ଖାଦ୍ୟରୂପେ ବ୍ୟବହାର କରି ପ୍ରାଣୀମାନେ ଆମକୁ…

ଲୋକ ଡହଳ ବିକଳ : ବାସଙ୍ଗମାଳି ଗ୍ରାମବାସୀଙ୍କ ପାଇଁ ସାତସପନ ପାନୀୟ ଜଳ

କାଶୀପୁର ରୁ ବୈକୁଣ୍ଠ ଦୁରିଆ : ଟାଇଁ ଟାଇଁ ଖରାରେ ପାଣିର ଅଭାବ। ପିଇବାକୁ ନାହିଁ ବିଶୁଦ୍ଧ ଜଳ l ଏଭଳି ସ୍ଥିତିରେ ବାସଙ୍ଗମାଳି ଗ୍ରାମରେ ଦେଖାଦେଇଛି ଉତ୍କଟ ଜଳ ସଙ୍କଟ। ଏଭଳି ଉତ୍କଟ ଜଳ ସଙ୍କଟ ଦେଖିବାକୁ ମିଳିଛି ରାୟଗଡା ଜିଲା କାଶୀପୁର ବ୍ଳକ ଦୁର୍ଗମ ଜନଜାତି ବସବାସ କରୁଥିବା ସିରିପାଇ…

ମଇ ୧ ରୁ ଭଞ୍ଜକଳା ମଣ୍ଡପରେ ‘ନାଟ୍ୟଧାରା’ ମହୋତ୍ସବ

ଭୁବନେଶ୍ୱର,: କରୋନା ମହାମାରୀର ପ୍ରକୋପ କମିଆସିବା ପରେ ପୁଣିଥରେ ଭୁବନେଶ୍ୱରରେ ନାଟକ କାର୍ଯ୍ୟକ୍ରମ ପୁରା ଦମ୍‌ରେ ଗତ ଜାନୁଆରୀ ମାସରୁ ଆରମ୍ଭ ହୋଇ ଦର୍ଶକମାନଙ୍କ ଭିତରେ ରୋମାଞ୍ଚ ସୃଷ୍ଟି କରିଛି । ଏହିକ୍ରମରେ ଗତ ୨୦୨୧ ଅପ୍ରେଲ ମାସରୁ ବନ୍ଦ ଥିବା ମାସିକ ନାଟକ କାର୍ଯ୍ୟକ୍ରମ ‘ନାଟ୍ୟଧାରା’,…

ଛ ବର୍ଷ ବିତିଗଲାଣି, ଆଉ କେତେ ବର୍ଷରେ ପୂର୍ଣ୍ଣାଙ୍ଗ ହେବ ଗୁଦେରପାଲି କଲ୍ୟାଣ ମଣ୍ଡପ !!

ଗାଇସିଲାଟ: ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗାଁ ରେ ୨୦୧୬ ମସିହା ରୁ କାମ ଆରମ୍ଭ ହୋଇଥିବା ଏକ ମାତ୍ର ନିମ୍ନ ମାନର ଅର୍ଦ୍ଧ ନିର୍ମିତ ଦୁଇ ମହଲା ବିଶିଷ୍ଟ କଲ୍ୟାଣ ମଣ୍ଡପ ଅର୍ଦ୍ଧ ନିର୍ମିତ ହୋଇ ଅଧାରେ ପଡ଼ିରହିଛି। ସ୍ଥାନୀୟ ଜନ ପ୍ରତିନିଧିଙ୍କ ଅଣଦେଖା ଗାଁ ର ବିକାଶ କୁ ଅଙ୍ଗୁଳି…