ପଦ୍ମପୁର ତାଲୁକା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

ପଦ୍ମପୁର(ଶାସକପ୍ରଶାସକ) - ପଦ୍ମପୁର ତାଲୁକା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ପଦ୍ମପୁର ସିଭିଲ୍ କୋଟ ପରିସରରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହେବା ସହ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଏହି ସଚେତନତା ଶିବିରରେ ଅତିରିକ୍ତ ଜିଲ୍ଲା ବିଚାରପତି ତଥା ତାଲୁକ ଆଇନସେବା…

ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୨ର ରାଜ୍ୟସ୍ତରୀୟ ସମାରୋହ

ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜ୍ୟ ସରକାରଙ୍କ ଶ୍ରମ ଓ କମର୍ଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ମଇ ୧ ତାରିଖରେ ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ପାଳିତ ହୋଇଯାଇଛି । ଏହି ସମାରୋହକୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ…

ଶ୍ରମିକ ଦିବସ ପାଳନ କଲେ ଚାଳକ ସଂଘ

 କଲ୍ୟାଣସିଂହପୁର- ପ୍ରଦୀପ ଦଲାଇ : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେ (ଡ୍ରାଇଭର ) ଚାଳକ ସଂଘ ପକ୍ଷରୁ ଶ୍ରମିକ ଦିବସ ପାଳନ କରାଯାଇଛି । ମେ ମାସ ପହିଲା ରେ ଡ୍ରାଇଭର ସଂଘର ସଭାପତି ଗଜେନ୍ଦ୍ର ଗରଡ଼ିଆ ଙ୍କ ନିର୍ଦ୍ଦେଶ  କ୍ରମେ ସ୍ଥାନୀୟ କାଳୀସୁନ୍ଦରୀ ମନ୍ଦିର ନିକଟରେ ବ୍ଲକ ସମସ୍ତ…

ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହ ଠାରେ ଜିଲ୍ଲା ସଡକ ସୁରକ୍ଷା କମିଟିର ଏକ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା…

ରାଜ୍ୟରେ ବଢିଲା ଦିନମଜୁରିଆଙ୍କ ପାରିଶ୍ରମିକ: ଶ୍ରମିକଙ୍କ ମହଙ୍ଗା ଭତ୍ତା ବଢିଲା ୧୧ ଟଙ୍କା

ଭୁବନେଶ୍ୱର : ରାଜ୍ୟରେ ଦିନମଜୁରିଆଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଶ୍ରମିକଙ୍କ ମହଙ୍ଗା ଭତ୍ତା ୧୧ ଟଙ୍କା ବୃଦ୍ଧି କରିବାକୁ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଛି । ଶ୍ରମିକ ଦିବସ ଅର୍ଥାତ ଆଜିଠାରୁ ଲାଗୁ ହେବ ନୂଆ ମଜୁରୀ ତଥା ମହଙ୍ଗା ଭତ୍ତା । ଅଣକୁଶଳୀ ଶ୍ରମିକଙ୍କ…

ଭୁବନେଶ୍ୱରର ୧୫ଟି ପ୍ରମୁଖ ସ୍ଥାନରେ ଜଳସେବା କେନ୍ଦ୍ର ଆରମ୍ଭ କଲା ବେଦାନ୍ତ

ଭୁବନେଶ୍ୱର: ସଂପ୍ରତି ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଉତାପ ସାଙ୍ଗକୁ ତାପମାତ୍ରା ୪୨ ଡିଗ୍ରୀରୁ ଅଧିକ ହୋଇଥିବା ସମୟରେ ଗରମରୁ ମୁକ୍ତି ପାଇବା ପାଇଁ ଶୀତଳ ଜଳ,ଲେମ୍ବୁ,ପାଣି ଓ ବଟର ମିଲ୍କ ଆବଶ୍ୟକତା , ଗରିବ ଲୋକମାନେ ଗ୍ରୀଷ୍ମ ତାତିରୁ ରକ୍ଷା ପାଇବା ଲାଗି ସୁରକ୍ଷା ଖୋଜୁଥିଲାବେଳେ ବେଦାନ୍ତ…

ଦୁଇ ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ସୁନ୍ଦରଗଡ/ରାଉରକେଲା(ବସନ୍ତ କୁମାର ଜେନା); ୨୦୧୯ ମସିହା ଏପ୍ରିଲ ମାସ ୨୧ ତାରିଖ କିଞ୍ଜିରକେଲା ଅଞ୍ଚଳ ର ଏକ ହତ୍ୟାକାଣ୍ଡ ଘଟଣାର ଶୁଣାଣୀ କରି ଦୁଇ ହତ୍ୟା ଅଭିଯୁକ୍ତ ଙ୍କୁ ଶନିବାର ଦିନ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି ସୁନ୍ଦରଗଡ ଜିଲ୍ଲା ସେସନ କୋର୍ଟ ।ସୂଚନା ଅନୁସାରେ…

ଆଜିଠୁ ଟ୍ରାଫିକ ନିୟମ କଡାକଡି।।

ନିୟମ ଉଲଙ୍ଘନ କଲେ କଟିବ ଇ- ଚାଲାଣ,  ନଜର ରଖିବ କ୍ୟାମେରା। ସୁନ୍ଦରଗଡ଼, (ରାଉରକେଲା ରୁ ବସନ୍ତ କୁମାର ଜେନା): ସଡ଼କ ସୁରକ୍ଷା, ଜୀବନ ରକ୍ଷା। ଏହାକୁ ସୁନିଶ୍ଚିତ କରିବା ପାଇଁ ମେ’ ୧ ତାରିଖରୁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ନିୟମ କଡ଼ାକଡ଼ି ଭାବେ ଲାଗୁ କରାଯାଉଛି। ତେଣୁ…

ପଦ୍ମପୁର ଲୋକ ମହୋତ୍ସବର ୨ୟ ସନ୍ଧ୍ୟା

ପଦ୍ମପୁର : ୨ୟ ପଦ୍ମପୁର ଲୋକ ମହୋତ୍ସବ ର ଆଜି ୨ୟ ସନ୍ଧ୍ୟାରେ ଅତିଥି ଭାବରେ ସାଂସଦ ସୁରେଶ ପୂଜାରୀ, ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ସିଂ ବରିହା,ଡି ମୁରଲୀ କ୍ରିଷ୍ଣାନ, ପ୍ରତାପ ମିଶ୍ର, ଶିରୀଶ ବହିଦାର, ସୁରେଶ୍ୱର ଶତପଥୀ, କୁନାଲ ପାଣିଗ୍ରାହୀ ଅତିଥି ଭାବରେ ଯୋଗ ଦେଇଥିଲେ | ଏହି…

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଅଦଳ ବଦଳ

ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଳକ ର ପଞ୍ଚାୟତ କାର୍ଯ୍ୟାଳୟ ମାନଙ୍କୁ ଝାରବନ୍ଧ ବିଡ଼ିଓ କାର୍ଯ୍ୟରତ ନିର୍ବାହୀ ଅଧିକାରୀ ଙ୍କୁ ବଦଳି କରିଛନ୍ତି।ବାସୁଦେବ ପ୍ରଧାନ ଅମଠି ଏବଂ ଝାରବନ୍ଧ ଦୁଇଟି ପଞ୍ଚାୟତ ଦାୟିତ୍ୱ ମିଳିଛି।ବୁଦ୍ଧଦେବ ଝାଣ୍ଟ ଗୋଠୁଗୁଡା ଏବଂ…