ଏବିଏସ୍‌ଏସ୍‌ପଡାରେ ଶୀତଳ ଷଷ୍ଠୀ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର: ବଲାଙ୍ଗିର ଏବିଏସ୍‌ଏସ୍‌ପଡାରେ ଶ୍ରୀ ଶ୍ରୀ ସିଦ୍ଧେଶ୍ଵର ବାବାଙ୍କ ଶୀତଳ ଷଷ୍ଠୀ ମହୋତ୍ସବ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ଦୁଇ ବର୍ଷ ହେଲା କରୋନା ପାଇଁ କେବଳ ବିବାହ ନୀତି କରାଯାଉଥିଲା । ହେଲେ ଆଉ କଟକଣା ନ ଥିବାରୁ ମହା ଆଡମ୍ବରରେ ଶିବ ପାର୍ବତୀଙ୍କ ବିବାହ…

ବାଚସ୍ପତିଙ୍କୁ ବିଜୁବାବୁଙ୍କ ସ୍ୱତନ୍ତ୍ର ଚିତ୍ର ଉପହାର

ଭୁବନେଶ୍ୱର(ଶାସକ ପ୍ରଶାସକ):ପ୍ରବାଦ ପୁରୁଷ ବିଜୁବାବୁଙ୍କ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଏବଂ ଜୀବନୀ ଉପରେ ପର୍ଯ୍ୟବସିତ ପାଞ୍ଚଟି ସ୍ୱତନ୍ତ୍ର ଚିତ୍ର ଓଡ଼ିଶା ଲାଇଭ୍‌ ମେଡ଼ିଆ ନେଟ୍‌ୱାର୍କ ପକ୍ଷରୁ ଓଡ଼ିଶା ବିଧାନସଭାର ବାଚସ୍ପତି ଡଃ. ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ପ୍ରଦାନ କରାଯାଇଛି । ଏହି…

ପ୍ରଶାନ୍ତଙ୍କ ସ୍ୱାସ୍ଥ୍ୟ ଲୋଡୁଛି ଅଧିକ ଚିକିତ୍ସା : ହାଇକୋର୍ଟ ବଢ଼ାଇଲେ ଜାମିନ ଅବଧି

ଚିଲିକା (ସେକ କୌଶର ) ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ବାଣପୁରଙ୍କ ନିକଟରେ ପିଟିସନ ଦାଖଲ କଲେ ବିଧାୟକ ପ୍ରଶାନ୍ତ କୁମାର ଜଗଦେଵଙ୍କ ଓକିଲ । ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ୭ଦିନ ପାଇଁ ମାନ୍ୟବର ହାଇକୋର୍ଟ ଜାମିନି ଦେଇଥିବା ବେଳେ ଆଜି ଅଦାଲତରେ ଆତ୍ମ ସମର୍ପଣ କରିବାକୁ ଦିନ ଧାର୍ଯ୍ୟ…

ରୌଦ୍ର ତାପରୁ ସାମାନ୍ୟ ଆଶ୍ୱସ୍ତି ପାଇଁ ସ୍ବେଚ୍ଛାସେବୀ ଙ୍କ ଦ୍ଵାରା ଜଳ ଦାନ

ସିମୁଳିଆ(ଅକ୍ଷୟ କୁମାର ଜେନା) ବାଲେଶ୍ଵର ଜିଲ୍ଲାର ର ସିମୁଳିଆ ବ୍ଲକର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ହ୍ୟୁମାନ କେୟାର ଫାଉଣ୍ଡେସନ ସିମୁଳିଆ ର କର୍ମକର୍ତ୍ତା ଙ୍କ ଦ୍ଵାରା ଗ୍ରୀଷ୍ମ ପ୍ରବାହ କୁ ଆଖି ଆଗରେ ରଖି ଗାଁ ମାର୍କୋଣା ମୁଖ୍ୟ ରାସ୍ତା ନିକଟରେ ଏକ ଜଳଛତ୍ର ଶିବିର ଆୟୋଜନ କରି ବାଟୋଇ,…

ମୁଖ୍ୟମନ୍ତ୍ରୀ ଙ୍କ ନିଷ୍ପତ୍ତି : ସହୀଦ ପରିବାରଙ୍କୁ ଅନୁକମ୍ପା ମୂଳକ ସହାୟତା ରାଶି ଦଶ ଲକ୍ଷ ଟଙ୍କା କୁ ବୃଦ୍ଧି.

ଭୁବନେଶ୍ୱର: ଯୁଦ୍ଧ ତଥା ଉଗ୍ର ବାଦ ର ମୁକାବିଲା ସମୟରେ ବୀରଗତି ପ୍ରାପ୍ତ ହେଉଥିବା ସହୀଦ ଓଡ଼ିଆ ଯବାନ ମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ସହାୟତା ରାଶି ପରିମାଣ କୁ ପାଞ୍ଚ ଲକ୍ଷ ଟଙ୍କା ରୁ ଦଶ ଲକ୍ଷ ଟଙ୍କା କୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଶ୍ରୀ ନବୀନ ପଟନାୟକ ନିର୍ଦେଶ ଦେଇଛନ୍ତି.…

ଭାରତୀୟ ରେଳବାଇ ଦ୍ୱାରା ପଣ୍ୟ ବୋଝେଇରେ ଅଭିବୃଦ୍ଧି

ଭୁବନେଶ୍ୱର (ଶାସକ ପ୍ରଶାସକ): 2021-22 ମସିହାରେ ମାଲ ପରିବହନରେ ସର୍ବଶ୍ରେଷ୍ଠ ପ୍ରଦର୍ଶନକୁ ପଞ୍ଜୀକୃତ କରିଥିବା ଭାରତୀୟ ରେଳବାଇ ଏପ୍ରିଲ୍ ମାସରେ ପୂର୍ବ ବର୍ଷର ଗତିକୁ ଆଗକୁ ବଢ଼ାଇ ଦେଇଛି | 2021 ଏପ୍ରିଲ୍ ମାସରେ ଭାରତୀୟ ରେଳବାଇ 111.64 ନିୟୁତ ଟନ ପଣ୍ୟ ପରିବହନ କରିଥିବା ବେଳେ 2022…

ଧରଣୀଙ୍କ ମୂର୍ତ୍ତିରେ ଫୁଲମାଳ , କିନ୍ତୁ ଧରଣୀ କୁଳକୁ ଛଳ !!!

ଭୁବନେଶ୍ୱର : ଆସନ୍ତା କାଲି ରାଜ୍ୟ ସରକାର ରାଜଧାନୀରେ ଉନବିଂଶ ଶତାଦ୍ଦୀର ମହାନ ବିପ୍ଳବୀ ,ଆଦିବାସୀ ନେତା ଧରଣୀଧର ଭୂୟାଁଙ୍କ ୧୫୮ ତମ ଜନ୍ମ ଜୟନ୍ତୀ ପାଳନ କରିବାକୁ ଯାଉଛନ୍ତି । ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ…

କଫସିରପ ଜବତ ଜଣେ ଗିରଫ।

ଝାରବନ୍ଧ/ମନୋହର ଦାଶ- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଧିକାରୀ ଶ୍ରୀମତୀ ସୁଷମା କୁଅଁର ଙ୍କ ନିର୍ଦେଶ ରେ ଜଗଦଲପୁର ଥାନା ଲହଣ୍ଡିପୁର ଗ୍ରାମ ର ରୂପାନନ୍ଦ ପଟେଲ ବାଇକ ରେ ରଖି ବିକ୍ରି କରୁଥିବା ୪୦ଟି ଏସକଫ ସିରପ ବୋତଲ ଓ ୨୬ଟି ନାଇଟ୍ରୋ ,୧୦ଟି ନିଶା ଟେବଲେଟ ଜବତ…

“ପାରଳାର ଲଲାମ : ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ” ପୁସ୍ତକର ଶୁଭ ଉନ୍ମୋଚନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ପାରଳା ଅସ୍ମିତାର ସର୍ବୋତ୍ତମ ସନ୍ତକ “ପାରଳାର ଲଲାମ : ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ” ପୁସ୍ତକର ଶୁଭ ଉନ୍ମୋଚନ ଓ ଆଲୋଚନା ଉତ୍ସବ କାର୍ଯ୍ୟକ୍ରମ ପାରାଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତେଇଷିଣୀ ସମାଜର ସଭାଗୃହ ଠାରେ ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ…

ଜାଗରଣ ତରଫରୁ ରାଷ୍ଟ୍ରବାଦୀ ଯୁବ ସମ୍ମିଳନୀ ଅନୁଷ୍ଠିତ

ବାସୁଦେବପୁର/ପ୍ରତାପ ପାଢ଼ୀ : ସମାଜରେ ସେବା ରେ ନିଜ କୁ ନିୟୋଜିତ କରିବା ପାଇଁ ଭିନ୍ନ ଭିନ୍ନ କ୍ଷେତ୍ର ମଧ୍ୟରୁ ରାଜନୀତି ବି ଗୋଟେ ମାଧ୍ୟମ । ରାଜନୀତି ମାଧ୍ୟମରେ ସମାଜସେବା କରିବା ପାଇଁ ଅନେକ ଶିକ୍ଷିତ ଯୁବପୀଢ଼ି ଆଗ୍ରହ ପ୍ରକାଶ କରୁଥିବାବେଳେ ଯୁବନେତା ଟେ ନିଜକୁ ରାଷ୍ଟ୍ରହିତରେ ସମର୍ପ ଣ…