କୋଭିଡ ହସ୍ପିଟାଲ ବାହାରେ ରୋଗୀ ମରିବାକୁ ବର୍ଷେ ହେଲା : ମିଳିନି ସହାୟତା ଅର୍ଥ ରାଶି ।

କେନ୍ଦୁଝର : ଗଲା ବର୍ଷ ଆଜି ଦିନରେ କେନ୍ଦୁଝର ରାଙ୍କିସ୍ଥ କୋଭିଡ ହସ୍ପିଟାଲ ବାହାରେ ଜଣେ ରୋଗୀ ମରି ପଡିଥିଲେ । ସେହି ହତଭାଗ୍ୟ ରୋଗୀ ହେଲେ କେନ୍ଦୁଝର ତେଲକୋଇ ବ୍ଲକ ଭୀମକାଣ୍ଡ ଅଂଚଳର ଗୋଧୂଳି ଗ୍ରାମର ହୃଷିକେଶ ସାହୁ । ତାଙ୍କୁ କେନ୍ଦୁଝର କୋଭିଡ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ସେ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ: ମାମଲା ରୁଜୁ ପାଇଁ ସିଂହଦ୍ୱାର ଥାନାକୁ ନିର୍ଦ୍ଦେଶ ଦେଲେ କୋର୍ଟ

ପୁରୀ/ଅନିମେଶ ପଟ୍ଟନାୟକ : ଦିନକୁ ଦିନ ବିବାଦୀୟ ହୋଇପଡୁଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ବେଆଇନ ପ୍ରକଳ୍ପ ଖନନ ଅଭିଯୋଗକୁ  ନେଇ ଆଇନଜୀବୀଙ୍କ ବିରୋଧ ନୂଆ ମୋଡ଼ ନେଇଛି । ଅଇନଜୀବୀଙ୍କ ପକ୍ଷରୁ ଦାଏର ମାମଲାର ଶୁଣାଣି ହୋଇଛି ପୁରୀ ଏସଡିଜେଏମ୍‌ କୋର୍ଟରେ । ରାୟରେ ଘଟଣାର ଗୁରୁତ୍ବକୁ ନେଇ…

ପୀୟୁଷଙ୍କୁ ପତ୍ର ଲେଖିଲେ ରଣେନ୍ଦ୍ର ପ୍ରତାପ

"ତୁରନ୍ତ ବକେୟା ସବ୍‌ସିଡି ଅର୍ଥ ପ୍ରଦାନ ସହ ବଳକା ଚାଉଳ ଉଠାଣ କରନ୍ତୁ" ଭୁବନେଶ୍ୱର: ଧାନସଂଗ୍ରହ ବାବଦରେ ବକେୟା ସବ୍‌ସିଡି ଅର୍ଥ ପ୍ରଦାନ, ବଳକା ଚାଉଳ ଉଠାଣ, ଭାରତୀୟ ଖାଦ୍ୟ ନିଗମରୁ ଗହମ ଉଠାଣ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଶତପ୍ରତିଶତ ଚାଉଳ ଯୋଗାଣ ଆଦି ସମସ୍ୟାର ତୁରନ୍ତ ସମାଧାନ…

ନୂଆ ମୋଡ଼ରେ ରାଉରକେଲା ସିଭିଲ ଟାଉନସିପ୍ ରାହୁଲ ଅଗ୍ରୱାଲ ମୃତ୍ୟୁ ମାମଲା

ଘରେ ପହଞ୍ଚିଲା ମୃତ୍ୟୁ ପୂର୍ବରୁ ରାହୁଲ ପଠାଇଥିବା ପାର୍ସଲ। ରାଉରକେଲା(ବସନ୍ତ କୁମାର ଜେନା); ରାଉରକେଲା ର ଯୁବ ବ୍ୟବସାୟୀ ରାହୁଲ ଅଗ୍ରୱାଲ ଙ୍କ ଜାମସେଦପୁର ରେ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଦିନକୁ ଦିନ ନୂଆ ମୋଡ ଆସୁଛି।ରାହୁଲ ମୃତ୍ୟୁ ପୂର୍ବରୁ ଏକ ଭିଡିଓ ବାର୍ତ୍ତା ରେ ତାଙ୍କ ଶ୍ୱଶୁର ଘର…

ରାଜ୍ୟ କାଜୁ ଊନୟନ ନିଗମ ଅଧ୍ୟକ୍ଷ ଙ୍କ ଢେଙ୍କାନାଳ ମଣ୍ଡଳ ପରିଦର୍ଶନ

ଜଗତସିଂହପୁର/ସୁମନ୍ତ କୁମାର ଦାସ:ଓଡିଶା ରାଜ୍ୟ କାଜୁ ଊନୟନ ନିଗମ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମରେନ୍ଦ୍ର ଦାସ ଢେଙ୍କାନାଳ ମଣ୍ଡଳ ଅଧିନସ୍ଥ କାଜୁ କଲମୀ ଚାରା ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିଛନ୍ତି l ପ୍ରଥମେ ଶ୍ରୀ ଦାସ ଭଙ୍ଗlମାଳ କଲମୀ କାଜୁ ଚାରା ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିଥିଲେ l…

୪୪ ଟିକସ ଆଦାୟ ଅଧିକାରୀ ହେଲେ ପୌରାଞ୍ଚଳ ରାଜସ୍ୱ ଅଧିକାରୀ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ କାର୍ଯ୍ୟରତ ୪୪ଜଣ ଟିକସ ଆଦାୟ ଅଧିକାରୀଙ୍କୁ ରାଜ୍ୟ ସରକାର ପଦୋନ୍ନତି ଦେଇଛନ୍ତି । ଏଣିକି ସେମାନେ ରାଜସ୍ୱ ଅଧିକାରୀଭାବେ ବିଭିନ୍ନ ପୌରାଞ୍ଚଳରେ କାର୍ଯ୍ୟକରିବେ । ପଦୋନ୍ନତି ସହିତ ସେମାନଙ୍କ ବେତନହାରରେ ମଧ୍ୟ ସଂଶୋଧନ କରାଯାଇଛି । ରାଜ୍ୟ ଗୃହ ଓ…

ରାୟଗଡ ସହରର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଦାବି

ରାୟଗଡ ଜିଲ୍ଲା ବିକାଶ ମଞ୍ଚ ତରଫରୁ ରାୟଗଡ ପୌର ପରିଷଦ ଅଧ୍ୟକ୍ଷଙ୍କୁ ଏକ ସ୍ମାରକପତ୍ର ପ୍ରଦାନ ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ସହରର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଆଜି ରାୟଗଡ ଜିଲ୍ଲା ବିକାଶ ମଞ୍ଚର ସଭାପତି ଶ୍ରୀ ଦୟାନନ୍ଦ ଖାଡାଙ୍ଗାଙ୍କ ନେତୃତ୍ୱରେ ରାୟଗଡ ପୌର ପରିଷଦ…

ମାନସିଂହ ସାହିତ୍ୟ ସଂସଦର ରାଜ୍ୟସ୍ତରୀୟ ସପ୍ତଦଶ କବିତା ଆସର ଅନୁଷ୍ଠିତ

 ମାନସିଂହ ସାହିତ୍ୟ ସଂସଦ ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ସପ୍ତଦଶ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଉପଦେଷ୍ଟା ଶ୍ରୀଯୁକ୍ତ ବନବିହାରୀ ପଟ୍ଟନାୟକ ଆନୁଷ୍ଠାନିକ ଭାବରେ ପ୍ରାରମ୍ଭ କରିଥିଲେ ।ଏହି ଆସରରେ ମୁଖ୍ୟ ଅତିଥି ଭାବେ ସୁସାହିତ୍ୟିକ ଶ୍ରୀଯୁକ୍ତ ଦୁର୍ଗାଚରଣ ଷଢଙ୍ଗୀ ଯୋଗ ଦେଇ…

ସମ୍ଭାବ୍ୟ ରାସାୟନିକ ଦୁର୍ଘଟଣା ମୁକାବିଲା ନିମନ୍ତେ ଜିଲ୍ଲା ଆପତକାଳୀନ ବୈଠକ

ଜଗତସିଂହପୁର /ସୁମନ୍ତ କୁମାର ଦାସ-ଆଜି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ ସଦ ଭାବନା ସଭା ଗୃହ ଠାରେ ଜିଲ୍ଲା ପ୍ରଶାସନ ଓ କାରଖାନା ଏବଂ ବାଷ୍ପୀତ ବିଭାଗ ମିଳିତ ଆନୁକୂଲ୍ୟରେ ସମ୍ଭାବ୍ୟ ରାସାୟନିକ ଦୁର୍ଘଟଣା ମୁକାବିଲା ନିମନ୍ତେ ଜିଲ୍ଲା ଆପାତ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ…

ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ଏମ୍ଏସ୍ଏମ୍ଇ ଓ ଷ୍ଟାର୍ଟଅପ ଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି- ଅସିତ୍…

‘ଆଡଭାଣ୍ଟେଜ୍ ଅନୁଗୋଳ’ କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସ  ଅଧିକରୁ ଅଧିକ ଯୁବବର୍ଗ ଆନୁଷଙ୍ଗିକ ଶିଳ୍ପ ସ୍ଥାପନର ସୁଯୋଗ ନେବାକୁ ଆହ୍ୱାନ । ଭୁବନେଶ୍ୱର/ଅନୁଗୋଳ- ଅନୁଗୋଳ ଜିଲ୍ଲାସ୍ତରୀୟ ପୁଂଜିନିବେଶ ପ୍ରୋତ୍ସାହନ କର୍ମଶାଳା( ଆଡ୍ ଭାଣ୍ଟେଜ୍-ଅନୁଗୋଳ) ର ଆଜି ଦ୍ୱିତୀୟ ଦିବସ କର୍ମଶାଳା…