କନିମୁଳ ପଞ୍ଚାୟତ ରେ ମୋ ସେବା କେନ୍ଦ୍ର କମ୍ପୁଟର ଶିକ୍ଷାକେନ୍ଦ୍ର ଉଦଘାଟନ
ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜ଼ିଲ୍ଲା ତିର୍ତ୍ତୋଲ ବ୍ଲକ କନିମୁକ ପଞ୍ଚାୟତ ତାରୋତଲ - କୃଷ୍ଣାନନ୍ଦପୁର ରାସ୍ତା କୋଲଟା - ବେରହମପୁର ଛକ ଠାରେ ପ୍ରୋପ୍ରାଇଟର ବିଶ୍ଵନାଥ ପଲାଇ ଙ୍କ ନେତୃତ୍ୱ ରେ ସରକାରୀ ସ୍ୱୀକୃତି ପ୍ରାପ୍ତ ମୋ ସେବାକେନ୍ଦ୍ର ଓ ବିନାୟକ କମ୍ପୁଟର ଏକାଡେମୀ…