“ପ୍ରଥମେ ମହାନଦୀ ସମସ୍ୟାର ସ୍ଥାୟୀ ସମାଧାନ, ତାପରେ ବିଜେପି ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ”

ପ୍ରଧାନମନ୍ତ୍ରୀଙ୍କ ପାଖେ ଏହି ଦାବି ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲା ସମାଜବାଦୀ ପାର୍ଟି ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ତଥା ଅପରାହ୍ନ ୪ଟା ବେଳେ ପ୍ରଧାନମନ୍ତ୍ରୀଙ୍କ ସହିତ ବୈଠକ ସମୟରେ ମହାନଦୀ ସମସ୍ୟାର ସ୍ଥାୟୀ ସମାଧାନ ଦାବି କରି ସମାଜବାଦୀ ଓଡ଼ିଶା…

ସ୍ୱାଧୀନତାର ଅମୃତ ମହୋତ୍ସବ: ରାଜଭବନରେ ଚିତ୍ରଶିଳ୍ପୀ ସମାବେଶ

ଭୁବନେଶ୍ୱର:ସ୍ୱାଧୀନତାର ଅମୃତ ମହୋତ୍ସବ ଉପଲକ୍ଷେ ରାଜଭବନରେ ଦୁଇଦିନିଆ ଚିତ୍ରଶିଳ୍ପୀ ଶିବିର ଆୟୋଜିତ ହୋଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଚିତ୍ରଶିଳ୍ପୀମାନଙ୍କ ସହ ଭାବବିନିମୟ କରି ଓଡ଼ିଶା ଉତ୍କୃଷ୍ଟ କଳାର ଦେଶ ଏବଂ ସୃଜନର ପରମ୍ପରା ଆହୁରି ପ୍ରକାଶିତ ଓ ପରିବ୍ୟାପ୍ତ ହୋଇଥିବା ପ୍ରକାଶ…

ଗଜପତି ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଭାଶାଳୀ ଦକ୍ଷତା ଚିହ୍ନଟ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ଠାରେ ରାଜ୍ୟ କ୍ରୀଡା ବିଭାଗ ତରଫରୁ ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକରେ କ୍ରୀଡା ଛାତ୍ରଛାତ୍ରୀ ମାନଙ୍କୁ ନେଇ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ…

ଯୁବତୀଙ୍କ ଛାତିରୁ ୩ କେଜିର ଟ୍ୟୁମର ବାହାର କଲେ ଡାକ୍ତର

 ସମ୍ ହସ୍ପିଟାଲ୍‌ର ପୁଣି ଏକ ସଫଳତା: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ହେଲା ସମ୍ଭବପର  ଭୁବନେଶ୍ୱର: “ହସ୍ପିଟାଲ୍‌କୁ ଆସିବା ବେଳେ ମୁଁ ଆଉ ବଂଚିବି ବୋଲି ଭାବି ନଥିଲି । ଏବେ କିନ୍ତୁ ସୁସ୍ଥ ହୋଇ ଘରକୁ ଫେରୁଛି” । ଆନନ୍ଦଭରା କଣ୍ଠରେ ଏଭଳି କହିଛନ୍ତି ସମ୍ ହସ୍ପିଟାଲ୍‌ରୁ…

ଚାଷୀଙ୍କ ଠାରୁ ବନ୍ଧୁକ ମୁନରେ ଲକ୍ଷେ ଟଙ୍କା ଲୁଟିବା ସହ ଭୁଜାଲିରେ ହାଣିଲେ

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ଥାନ ଅନ୍ତର୍ଗତ ସମରଖାଇ ଗ୍ରାମ ନିକଟସ୍ଥ ୪୯ନମ୍ବର ଜାତୀୟ ରାଜପଥ ରେ ସ୍ପଷ୍ଟ ଦିବାଲୋକରେ ଜଣେ ଚାଷୀଙ୍କ ଠାରୁ ୩ଜଣ ଦୁର୍ବୃତ୍ତ ୧ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣା ପଡ଼ିଛି। ଚାଷୀ ଜଣକ ହେଲେ ସୁନ୍ଦରଗଡ ଜିଲ୍ଲାର ବଣାଇ ଥାନ ଅନ୍ତର୍ଗତ କେନ୍ଦ୍ରୀକଳା…

ନିଆଁ ଆଁରେ ହୁତ ହୁତ ହୋଇ ଜଲିଗଲା ଚଳନ୍ତା ଚାଉଲ ବୋଝେଇ ଟ୍ରକ

ପଦ୍ମପୁର(ଶାସକପ୍ରଶାସକ)-ନିଆଁ ଆଁରେ ହୁତ ହୁତ  ହୋଇ ଜଲିଗଲା ଚାଉଲ ବୋଝେଇ ଟ୍ରକ । ପାଇକମାଲ ରୁ ପଦ୍ମପୁର ପଟକୁ ଆସୁଥିବା ଏକ ଚାଉଲ ବୋଝେଇ ଟ୍ରକ (OD03R2916) ପାଇକମାଲ ଥାନା ବିଜାଡିହ ଛକ ଠାରେ ନିଆଁ ଲାଗି ଯାଇଥିଲା । ସୂଚନା ଅନୁସାରେ ଏହି ଟ୍ରକଟି ପାଇକମାଲ ଅଞ୍ଚଳରୁ ଚାଉଲ ବୋଝେଇ କରି…

ଜଗତସିଂହପୁର ଜିଲ୍ଲାର ଦୁଇ ଜଣ ପିଲା ପି.ଏମ୍.କେୟାର ଫର ଚିଲ୍ ଡ୍ରେନ୍ ରେ ସାମିଲ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନରେ ଭାରତର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କୋଭିଡ଼ ମହାମାରୀ ସମୟରେ କୋଭିଡ଼ ସଂକ୍ରମଣ ରେ ଉଭୟ ପିତା ମାତା ଙ୍କୁ ହରାଇ ପିତୃମାତୃ ହୀନ ହୋଇଥିବା ସମସ୍ତ ଦେଶର ପିଲାମାନଙ୍କ ର ପ୍ରତି ପାଳନ ,ସୁରକ୍ଷା ଓ ଶିକ୍ଷା ଦ୍ୱାରା…

ଚୋରା ମଦ ବିକ୍ରି କରି ସ୍ବାମୀ ପଛେ ପଛେ ଜେଲ ଗଲେ ସ୍ବୀ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଆଜିର ସମୟରେ ନିଶା କାରବାର ଗାଁ ଗହଳିରେ ମହାମାରୀ ସଦୃଶ ମାଡ଼ି ଗଲାଣି, ପ୍ରାୟତଃ ପ୍ରତ୍ୟେକ ଗାଁ ରେ ଚୋରା ମଦ, ଗଞ୍ଜେଇ ଏବଂ ଅନ୍ୟାନ୍ୟ ନିଶା ଦ୍ରବ୍ୟ ଖୁଲମଖୁଲା ବିକ୍ରି ହେଉଥିବା ଦେଖାଯାଉଛି । ଏମାନଙ୍କ ମଧ୍ୟରୁ ଅନେକ ବ୍ୟବସାୟୀ ଥରେ ଅବକାରୀ ବିଭାଗ…

ହୋଟେଲ ମାଲିକଙ୍କ ସହ ପୁରୀ ପୋଲିସର ସମନ୍ଵୟ ବୈଠକ

ଟୁରିଷ୍ଟଙ୍କ ପାଇଁ ଯାରି ହେଲା ୨୪×୭ ହେଲ୍ପଲାଇନ ନମ୍ବର ପୁରୀ (ଅନିମେଶ ପଟ୍ଟନାୟକ): ରଥଯାତ୍ରାରେ ଟୁରିଷ୍ଟ ମାନଙ୍କ ଆଗମନକୁ ଦୃଷ୍ଟିରେ ରଖି ସୋମବାର ପୁରୀ ପୋଲିସ ଓ ହୋଟେଲ ମାଲିକଙ୍କ ମଧ୍ଯରେ ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଟୁରିଷ୍ଟ ମାନଙ୍କ ସୁରକ୍ଷା ଓ ନିରାପତ୍ତା…