“ଆମେ ଲୋକଙ୍କ ସହିତ ନୁହେଁ ବରଂ ଲୋକଙ୍କ ମନ ସହିତ ମିଶିବା ଦରକାର”
ଆରମ୍ଭ ହେଲା ଦୁଇଦିନିଆ “ଶତାଦ୍ଦୀର ଓଡିଶା” କନ୍କ୍ଲେଭ
ଭୁବନେଶ୍ୱର:- ସ୍ଥାନୀୟ ସଂକଳ୍ପ କନ୍ଭେସନ୍ଠାରେ ଦୁଇଦିନିଆ କାର୍ଯ୍ୟକ୍ରମ ‘ଶତାଦ୍ଦୀର ଓଡିଶା’ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥିଭାବେ ମାନ୍ୟବର ଗଣେଷୀ ଲାଲ ଉଦ୍ଘାଟନ କରିଥିଲେ । ତତ୍ ସହିତ ପୂର୍ବତନ ରାଜ୍ୟ…