ଡ୍ରାଇଭର ଦିବସ ପାଳନ କଲେ ବାଣପୁର ବ୍ଲକ ଶାଖା ଡ୍ରାଇଭର ମହାସଂଘ !!
ଖୋର୍ଦ୍ଧା/ବାଣପୁର (ସେକ କୌଶର):-ଆଜି ସେପ୍ଟେମ୍ବର ୧ତାରିଖ ଡ୍ରାଇଭର ଦିବସ ହୋଇଥିବା ବେଳେ ଓଡ଼ିଶାର ସମସ୍ତ ଜିଲ୍ଲା ଓ ବ୍ଲକର ସମସ୍ତ ଡ୍ରାଇଭର ମାନେ ଡ୍ରାଇଭର ଦିବସ ପାଳନ କରୁଥିବା ବେଳେ ଏହି ପରିପେଖିରେ ଓଡିଶା ଡ୍ରାଇଭର ମହାସଂଘ ର ବାଣପୁର ବ୍ଲକ ଶାଖା ଡ୍ରାଇଭର ମହାସଙ୍ଗ ତରଫରୁ ଡ୍ରାଇଭର…