ବିଭାଗୀୟ ଅଧିକାରୀଙ୍କ ସହ ପ୍ରଥମ ବୈଠକ ନେଲେ ରାଜ୍ୟ ଯୋଜନା ଓ ସଂଯୋଜନ ମନ୍ତ୍ରୀ

ଭୁବନେଶ୍ୱର(ଶାସକ ପ୍ରଶାସକ):ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ନୂତନ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଶ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ନେଇ ବିଭାଗୀୟ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବିଭାଗ ତରଫରୁ ସର୍ବପ୍ରଥମେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର…

କଂସାରିଗୁଡା ଆଲୁମିନା କମ୍ପାନୀ ପ୍ରକଳ୍ପ ବିସ୍ଥାପିତଙ୍କୁ ନେଇ ସାଧାରଣ ବୈଠକ : କମିଟି ଗଠିତ

କାଶୀପୁର ରୁ ବୈକୁଣ୍ଠ ଦୁରିଆ : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ପୋଡାପାଡ଼ି ଗ୍ରାମପଞ୍ଚାୟତ ର କଂସାରୀଗୁଡା ଗ୍ରାମ ଛକ ନିକଟ ଆମ୍ବ ତଟା ଠାରେ ଆଜି କଂସାରିଗୁଡ଼ା ଆଲୁମିନିୟମ ପ୍ରକଳ୍ପ ଦ୍ବାରା ବିସ୍ଥାପିତ ଓ ପ୍ରଭାବିତ ଗ୍ରାମବାସୀ ମାନଙ୍କ ଦ୍ଵାରା ଏକ ସାଧାରଣ ବୈଠକ ଅନୁଷ୍ଠିତ…

ଓଡିଶା ସରକାରଙ୍କ ପଦକ୍ଷେପକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ

ଲଖମରା ଚର୍ଦାପାଲି ଅଙ୍ଗ ନଦୀରେ ନିର୍ମାଣ ଡକା ହେଲା ଟେଣ୍ଡର file photo ବରଗଡ :- ବହୁ ପ୍ରତୀକ୍ଷିତ ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଲଖମରା ଚର୍ଦାପାଲି ମଝିରେ ଯାଇଥିବା ଅଙ୍ଗ ନଦୀରେ ପୋଲ ନିର୍ମାଣ ପାଇଁ ଟେଣ୍ତର ଆହ୍ବାନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ଏହି ପୋଲ ନିର୍ମାଣ ପାଇଁ…

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଷ୍ଟେଟ୍ ଆନିମଲ୍‌ ହେଲ୍ପ ଲାଇନ, ଟେଲି ଭେଟେରିନାରୀ ସେବା ଓ ମତ୍ସ୍ୟ ଓ ପ୍ରାଣୀସଂପଦ ମ୍ୟାପିଂ…

ଅସହାୟ ପ୍ରାଣୀମାନଙ୍କୁ ସେବା ଯୋଗାଇ ଦେବାପାଇଁ ଟୋଲ୍ ଫ୍ରି ନମ୍ବର ୧୯୬୨ ଜାରୀ ବୁଲା, ଅସହାୟ ଓ ପରିତ୍ୟକ୍ତ ପ୍ରାଣୀ ମାନଙ୍କୁ ସହାୟତା ଦେବାପାଇଁ ଆଗେଇ ଆସିବାକୁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନ୍ଲାଇନ…

ଶିଶୁ ଶ୍ରମ ନିରାକରଣ ନିମନ୍ତେ ଜିଲ୍ଲା ଶ୍ରମ ବିଭଗ ତରଫରୁ ସଚେତନତା ଶୋଭାଯାତ୍ରା

ଶୋଭାଯାତ୍ରାର ଶୁଭାରମ୍ଭ କଲେ ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁର  ସୁବର୍ଣ୍ଣପୁର, (ପ୍ରକାଶ ହାତୀ): ରାଜ୍ୟ ତଥା ଜିଲ୍ଲା ଗୁଡିକରେ ଶିଶୁ ଶ୍ରମିକ ଓ ଶିଶୁନିର୍ଯାତନା କୁ ପ୍ରତିହତ କରି ଶିଶୁ ଶ୍ରମ ମୁକ୍ତ ଓଡିଶା ଗଠନ ନିମନ୍ତେ ଓଡିଶା ସରକାର ଙ୍କ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ତରଫରୁ…

ଜିଲ୍ଲା ଅବକାରୀ ଅଧିକ୍ଷକ ସାମୁଏଲ ଏକ୍କା ଙ୍କ ଅକାଳ ବିୟୋଗ

ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ତରଫରୁ ସ୍ମୃତି ଚାରଣ ସହ ନିରବ ପ୍ରାର୍ଥନା ସଭା ସୁବର୍ଣ୍ଣ ପୁର (ପ୍ରକାଶ ହାତୀ) ସୁବର୍ଣ୍ଣପୁର ଜଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଅବକାରୀ ଅଧିକ୍ଷକ ଙ୍କ ଅକାଳ ବିୟୋଗରେ ଆଜି ସକାଳେ ଏକ ସ୍ମୃତି…

ବାଲ୍ୟ ବିବାହ ବନ୍ଦ ନିମନ୍ତେ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଜିଲ୍ଲାପ୍ରଶାସନ ଓ ଏକ୍ସନଏଡ଼ର ମିଳିତ ଉଦ୍ୟମରେ ବାଲ୍ୟ ବିବାହ ବନ୍ଦ କରିବା ନିମନ୍ତେ ଦୁଇ ଗୋଟି ସଚେତନତା କାର୍ଯ୍ୟକ୍ରମ ପଞ୍ଚାୟତର ଉଚ୍ଚ ବିଦ୍ୟାଳୟରେ , ଯଥା ରାୟଗଡା ଓ ଜିରାଙ୍ଗରେ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ଦୁଇଗୋଟି…

ପକ୍ଷାଘାତ ରୋଗୀଙ୍କୁ ସହଯୋଗର ହାତ ବଢାଇଲେ ସମାଜସେବୀ ଗୌତମ ସିଂ ।

ପଦ୍ମପୁର(ଶାସକପ୍ରଶାସକ)-ଦୀର୍ଘଦିନ ଅସୁସ୍ଥ ଥିବା ତଥା ପକ୍ଷାଘାତ ରୋଗରେ ଆକ୍ରାନ୍ତ ଥିବା ମାଣ୍ଡିଆଢିପା ପଞ୍ଚାୟତ ବଇଦପାଲି ଗାଁର ଅମ୍ବିକା ଭୋଇଙ୍କୁ ହ୍ବିଳଚେୟାର ପ୍ରଦାନ କରି ସହଯୋଗର ହାତ ବଢାଇଲେ ପାଇକମାଲର ଯୁବସମାଜସେବୀ ତଥା ପାଇକମାଲ ବ୍ଳକ ବିଜେଡି ଯୁବସଭାପତି ଗୌତମ ସିଂ । ଆଜି ଗୌତମ…

5ଟି ରୂପାନ୍ତରିତ କାର୍ଯ୍ୟକ୍ରମ ଦ୍ବାରା ସରକାରୀ ଉଚ୍ଚ ବିଦ୍ୟାଳୟ ପରିବେଶ ଅତ୍ୟନ୍ତ ଉଚ୍ଚ କୋଟିର

 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଧାୟକ ପ୍ରତାପ ଜେନାଙ୍କୁ କୃତଜ୍ଞତା ଜଣାଇଲେ ଶିକ୍ଷକ, ଅଭିଭାବକ,ଛାତ୍ର ଛାତ୍ରୀ ଓ ଜନ ପ୍ରତିନିଧି ।  ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ:  କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ଗ୍ରାମ ପଞ୍ଚାୟତ ବାଳକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟ ,…

ବିରିଡି ବ୍ଲକ୍ ରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିରିଡି ବ୍ଲକ୍ କାର୍ଯ୍ୟାଳୟ ଠାରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି l ଏହି ଶିବିରରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟୱରୀ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଖିଳେଶ୍ଵର୍ ସିଂହ ଯୋଗଦେଇ ଜନ…