ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧୋତ୍ସଵ ପାଳିତ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ମିଳିତ ଆନୁକୁଲ୍ୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧୋତ୍ସଵ ପାଳିତ ହୋଇଯାଇଛି l ଉତ୍କଳମଣି ଗୋପବନ୍ଧୁ ଦାସ ଏକାଧାରରେ ଜଣେ ସମାଜସେବୀ ,ରାଜନୀତିଜ୍ଞ ,କବି,ପ୍ରାବନ୍ଧିକ, ସଂସ୍କାରକ ,ସାମ୍ବାଦିକ ଥିଲେ…

ଜଗତସିଂହପୁର ରେ ଅଚାନକ କେଦ୍ରାଞ୍ଚଳ ରାଜସ୍ବ କମିଶନର

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଆଜି କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଅନିଲ ସାମଲ ଅଚାନକ ଭାବେ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ସରକାରୀ ବୁଲି କାର୍ଯ୍ୟ ତଦାରଖ କରିବା ସହିତ ସାଧାରଣ ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ l ତହସିଲ ଓ ବ୍ଲକ ରେ ସାଧାରଣ ଲୋକଙ୍କ କାମ ଠିକ…

ଶ୍ରୀ ବିଶ୍ୱନାଥ ଚନ୍ଦ୍ରଶେଖର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ମା ବଟେଶ୍ୱରୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା

ଜଗତସିଂହପୁର/ ସୁମନ୍ତ ଦାସ ; ଜଗତସିଂହପୁର ଜ଼ିଲ୍ଲା ର ସଦର ବ୍ଲକ କୁଳତରତଙ୍ଗ ଗ୍ରାମର ଶ୍ରୀ ବିଶ୍ୱନାଥ ଚନ୍ଦ୍ରଶେଖର ମହାଦେବ ଙ୍କ ମନ୍ଦିର ପ୍ରାଙ୍ଗଣରେ ମା ବଟେଶ୍ୱରୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ପ୍ରବେଶ ଉସବ ଓ ଜଜ୍ଞ କାର୍ଯ୍ୟକ୍ରମ ରୀତି ନୀତି ଅନୁସାରେ ତିନି ଦିନ ଧରି ଅନୁଷ୍ଠିତ…

ଆଜି ହେଇପାରିଲାନି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ କୋର୍ଟ ମ୍ୟାରେଜ

ଜଗତସିଂହପୁର,/ସୁମନ୍ତ କୁମାର ଦାସ:ବିଜୟ ଶଙ୍କର ଦାସ ଯେ ହେଉଛନ୍ତି ତିର୍ତ୍ତୋଲ ବିଧାୟକ ଯେ ତାଙ୍କ ପ୍ରେମିକା ଓ ତାଙ୍କ ପରିବାରକୁ ପ୍ରତିଶୃତି ଦେଇଥିଲେ ଯେ ସେ ସୋନାଲିକା ଦାଶ ଙ୍କୁ ବିଭାହ କରିବା ପାଇଁ l କିନ୍ତୁ ବିଜୟ ଶଙ୍କର ନ ଆସିବାରୁ ପ୍ରାୟ ୩ ଘଣ୍ଟା ଅପେକ୍ଷା କରି ଜଗତସିଂହପୁର ସବ୍…

ବିଜେପି ସରକାର ଙ୍କ ଦମନ ରାଜନୀତି ବିରୁଦ୍ଧରେ କେନ୍ଦୁଝର ଜିଲ୍ଲା କଂଗ୍ରେସ ର ବିକ୍ଷୋଭ ll

କେନ୍ଦୁଝର/ସିଦ୍ଧେଶ୍ୱର ସାହୁ: ବିଜେପି ଶାସିତ କେନ୍ଦ୍ର ସରକାରଙ୍କ ପ୍ରତିଶୋଧ ପରାୟଣ ସ୍ୱରୂପ ଅଖିଳ ଭାରତୀୟ କଂଗ୍ରେସ କମିଟି କାର୍ଯ୍ୟାଳୟରେ ପଶି ପୋଲିସର ଅମାନୁଷିକ ଲାଠି ଚାଳନା ଓ ଆକ୍ରମଣ ସହ 144 ଧାରା ଜାରି କରି କାର୍ଯ୍ୟାଳୟକୁ ଅଚଳ କରିବା ର ହୀନ ପ୍ରଚେଷ୍ଟା ଏବଂ ଆମର ପ୍ରିୟ ନେତା…

ପୋଷାକ ଉତ୍ପାଦନ କ୍ଷେତ୍ରରେ କ୍ଷୁଦ୍ର ଉଦ୍ୟୋଗ ସ୍ଥାପନ: ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ଦେଖାଇବେ ବାଟ

ଭୁବନେଶ୍ୱର,(ଶାସକ ପ୍ରଶାସକ): ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା କରିବା ନିମନ୍ତେ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ । ମିଶନ ଶକ୍ତି ବିଭାଗ ଓ ଆପାରେଲ ମେଡ୍‌-ଅପ୍‌ସ ଆଣ୍ଡ ହୋମ୍‌ ଫର୍ଣ୍ଣିସିଂ ସେକ୍ଟର ସ୍କିଲ୍‌ କାଉନ୍‌ସିଲ୍‌ (ଏଏମ୍‌ଏଚ୍‌…

ଭବାନୀପାଟଣାରେ କିସ୍‌ ପକ୍ଷରୁ ପ୍ରତିଷ୍ଠିତ ସ୍କୁଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

୧୨୦୦ ପିଲା ମାଗଣାରେ ପାଠ ପଢିବେ ଜନଜାତି ପିଲାଙ୍କ ଶିକ୍ଷା ପାଇଁ କିସ୍‌ର ଉଦ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କଳାହାଣ୍ଡି ଏବେ ଶିକ୍ଷା କ୍ଷେତ୍ରରେ ଦ୍ରୁତ ଅଗ୍ରଗତି କରୁଛି, ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ୧୨୯ଟି ସ୍କୁଲ ରୂପାନ୍ତରିତ କରାଯାଇଛି - ମୁଖ୍ୟମନ୍ତ୍ରୀ…

ଜୁନରୁ ଅକ୍ଟୋବର ମାସ ଗୁରୁତ୍ବପୂର୍ଣ୍ଣ, ଏହି ସମୟ ଉପରେ ନଜର ରଖ – ମୁଖ୍ୟମନ୍ତ୍ରୀ

 ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ପ୍ରତ୍ୟେକ ଜୀବନ ମୂଲ୍ୟବାନ :ଏହି ନୀତିରେ ସବୁ ସମ୍ଭାବ୍ୟ ବିପର୍ଯ୍ୟୟ ପାଇଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ…

ଉଦ୍ଦେଶ୍ୟମୂଳକ ଇଡି ତଦନ୍ତକୁ ବିରୋଧ କରି ଜିଲ୍ଲା କଂଗ୍ରେସ କମିଟିର ପ୍ରତିବାଦ

ଆୟକର ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ ରାୟଗଡରୁ ସରୋଜ କୁମାର ସାହୁ : ରାୟଗଡ ଜିଲ୍ଲା କଂଗ୍ରେସ କମିଟି କେନ୍ଦ୍ର ସରକାରଙ୍କ ଆକ୍ରେଶ ମୂଳକ ରାଜନୀତିକୁ ବିରୋଧ କରି ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ରାୟଗଡ ଆୟକର ଭବନ କାର୍ଯ୍ୟାଳୟ ସମ୍ମଖରେ କେନ୍ଦ୍ର ସରକାରଙ୍କ ଆକ୍ରୋଶମୂଳକ ରାଜନୀତି ଓ…

ନୂଆଗାଁ ବ୍ଲକ୍ ରେ ବୁଲିଲା ଶିକ୍ଷା ସଚେତନତା ରଥ

ନୂଆଗାଁ/ ସୁବ୍ରତ ପରିଡ଼ା: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟରୁ ବାହାରିଛି ଶିକ୍ଷା ସଚେତନତା ରଥ। ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ପଣ୍ଡା ଯୋଗଦେଇ ଶିକ୍ଷା ସଚେତନତା ରଥ କୁ ପତାକା ହଲାଇ ଉଦ୍ଘାଟନ କରିଥିଲେ।ତତ୍ ସହିତ ଶିକ୍ଷା…