ବହୁରୂପୀ ଏଣ୍ଡୁଅ ମୋଦି ନବୀନଙ୍କ ଜନ୍ମଦିନ

ଅନୁଗୁଳ : ମୋଦି ଓ ନବୀନ, ପୁଣି ବହୁରୂପୀ ଏଣ୍ଡୁଅ ! ଶୁଣି ଟିକେ ଅଖାଡୁଆ ଲାଗିପାରେ | ହେଲେ ବହୁରୂପୀ ଏଣ୍ଡୁଅ ମୋଦି ନବୀନଙ୍କ ଜନ୍ମଦିନ ଆଜି ପାଳିତ ହୋଇଛି | ଅନୁଗୁଳ ମାନବ ସେବାଶ୍ରମ ରେ ପ୍ରତିଷ୍ଠାତା ଚିନ୍ମୟୀ ଦାସଙ୍କ ଉପସ୍ତିତିରେ ପାଳିତ ହୋଇଛି ବହୁରୂପୀ ଏଣ୍ଡୁଅ ମୋଦି ଓ ନବୀନଙ୍କ ଜନ୍ମ…

ବୁଧବାର ଦିନ ଗଜପତି ଜିଲ୍ଲାରେ ପହଞ୍ଚିବ ଅହିଂସା ରଥ

ପାରଳାଖମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିକୁ ସ୍ମରଣ ଊଦ୍ଦେଶ୍ୟରେ ସାରା ରାଜ୍ୟରେ ଗତ ୧୫ ଅଗଷ୍ଟରୁ ଅହିଂସା ରଥ ପରିକ୍ରମା କରୁଚ୍ଥି। ଏହି କ୍ରମରେ ବୁଧବାର ପୂର୍ବାହ୍ନରେ ୨ ଗୋଟି ଅହିଂସା ରଥ ଗଜପତି ଜିଲ୍ଲାରେ…

“୪୦ ବର୍ଷର ସମସ୍ୟାର ୪୦ ମିନିଟ୍‌ରେ ସମାଧାନ କଲେ ପାଣ୍ଡିଆନ”

୫-ଟି ସଚିବଙ୍କ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଗସ୍ତ ୩ ମାସ ମଧ୍ୟରେ ଶିଳ୍ପାଞ୍ଚଳର ସମସ୍ତ ସମସ୍ୟା ସମାଧାନ ପାଇଁ ପରାମର୍ଶ କୋଭିଡ କ୍ଷତିଗ୍ରସ୍ତ ଶିଳ୍ପାନୁଷ୍ଠାନ ପାଇଁ ସ୍ବତନ୍ତ୍ର ନୀତି ଆସିବ ସବୁ ଇଡ୍‌କୋ ଶିଳ୍ପାଞ୍ଚଳରେ ଶ୍ରମିକ ମାନଙ୍କ ରହିବା ପାଇଁ ହଷ୍ଟେଲ ନିର୍ମାଣ ହେବ…

ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଜେଲ ଆଇନ ସଚେତନତା ଶିବିର

ଭୁବନେଶ୍ୱର/ଖୋର୍ଦ୍ଧା :ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ସଚିବ ଶ୍ରୀମତୀ ସୌଦାମିନୀ ସିଂ, ଖୋର୍ଦ୍ଧା ଜିଲ୍ଲା ଜଜ୍ ଶ୍ରୀ ନିଶିଥ ନିଶାକଙ୍କ ନିର୍ଦ୍ଦେଶକ୍ରମେ ଆଜି ଖୋର୍ଦ୍ଧା ସବଜେଲ ଓ ବାଣପୁର ସବଜେଲ ପରିଦର୍ଶନ କରି ଜେଲ ଅନ୍ତେବାସୀମାନଙ୍କର ବିଭିନ୍ନ ଅଭାବ ଅସୁବିଧା, ସେମାନଙ୍କ…

ଜଳସେଚନ, ଜଳ ସଂରକ୍ଷଣର ଫମ୍ଫା ପ୍ରତିଶ୍ରୁତିରେ ଚାଲିଛି ବିଜେଡି ସରକାର: ପ୍ରଦୀପ ପୁରୋହିତ

 ୨୦୦୭ ମସିହା ‘ଜଳ ନୀତି’ର ସ୍ଥିତି ସ୍ପଷ୍ଟ କରନ୍ତୁ ରାଜ୍ୟ ସରକାର  କେନ୍ଦ୍ର ସରକାରଙ୍କ ବାରମ୍ବାର ତାଗିଦ ସତ୍ୱେ ଆଜି ପର୍ଯ୍ୟନ୍ତ ଓଡିଶା ସରକାର ଜଳ ନିୟାମକ କର୍ତୃପକ୍ଷ ଗଠନ କଲେ ନାହିଁ  ଜଳ ସଂରକ୍ଷଣ ନାମରେ କୋଟି କୋଟି ଟଙ୍କାର ଚେକ୍ ଡେମ୍ ନିର୍ମାଣ ଆଳରେ କେବଳ ଦଳୀୟ…

ଶିଶୁ ମଙ୍ଗଳ ଓ ଶିଶୁ ସୁରକ୍ଷା କମିଟି ଭାବରେ କାର୍ଯ୍ୟ କରିବ ଗାଁ କଲ୍ୟାଣ ସମିତି

ନବରଙ୍ଗପୁର /ଅଶୋକ ସାହୁ : ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଆଜି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି । ଏହି ଉଦ୍ଦେଶ୍ୟରେ ଜିଲ୍ଲାରେ ଶିଶୁମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟ କରୁ…

ଓଡିଶା ମୋ ପରିବାରର ସହାୟତା: ଘରକୁ ଫେରିଲା ଦୁଇ ବର୍ଷ ଶିଶୁର ମୃତ ଶରୀର

ଭୁବନେଶ୍ୱର : ଅର୍ଥ ଅଭାବରୁ ନିଜ ଘରକୁ ଫେରି ପାରୁନଥିଲା ଦୁଇ ବର୍ଷ ଶିଶୁର ମୃତ ଶରୀର । ବାପା ମା’ ଦୁହିଁଙ୍କର ଅସହାୟତାକୁ ଦେଖି ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳର ବାସିନ୍ଦା ଗୋପାଳ ଭୁଏଙ୍କର ଦୁଇ ବର୍ଷର ପୁଅ ରୋଷନ ଭୁଏ ଲିଭର ଟ୍ୟୁମର୍ ରୋଗରେ…

ଆସନ୍ତା ପହିଲା ସୁଦ୍ଧା ପାକ୍ସ ଗୁଡିକୁ କମ୍ପ୍ୟୁଟରୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ

ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) କମ୍ପ୍ୟୁଟରୀକରଣ ସଂପର୍କରେ ସମୀକ୍ଷା ବୈଠକ   ବିଭାଗରେ ୫ଟି ଆଧାରରେ ସମସ୍ତ କାର୍ଯ୍ୟ ସମ୍ପାଦନ ଉପରେ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ଗୁରୁତ୍ୱ ଆରୋପ ଭୁବନେଶ୍ୱର : ସମବାୟ ବିଭାଗରେ ୫ଟି ଆଧାରରେ ସମସ୍ତ କାର୍ଯ୍ୟ ସମ୍ପାଦନ ଉପରେ ଖାଦ୍ୟ ଯୋଗାଣ , ଖାଉଟି…

ଥାଲାସେମିଆ ଆକ୍ରାନ୍ତ ଶିଶୁଙ୍କୁ ମିଳୁନି ସୁବିଧାରେ ରକ୍ତ : ହେଉଛନ୍ତି ହନ୍ତସନ୍ତ

ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ୨୫ ଶିଶୁ ନୟାଗଡ଼/ବିଶ୍ୱଜିତ ନାୟକ : ନୟାଗଡ଼ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ୨୫ ଜଣ ଶିଶୁ ଏବଂ ସେମାନଙ୍କ ଅଭିଭାବକମାନେ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବାକୁ ଆସିଛନ୍ତି । ଶିଶୁମାନେ ଥାଲାସେମିଆ ଭଳି ଦୂରାରୋଗ୍ୟରେ ଆକ୍ରାନ୍ତ ଥିବା ବେଳେ ଜିଲ୍ଲା…

ଭାରତୀୟ ସ୍ୱଚ୍ଛତା ଲିଗ୍‌ରେ ଦେଶର ଲକ୍ଷାଧିକ ଯୁବକଙ୍କ ଯୋଗଦାନରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ

ଭୁବନେଶ୍ୱର: ଭାରତରେ ଏପର୍ଯ୍ୟନ୍ତ କ୍ରିକେଟ, ଫୁଟବଲ, ହକି ଏବଂ କବାଡି ଭଳି ଖେଳର ଲିଗ୍ ଆୟୋଜିତ ହେବା ଦେଖିଥିବେ, କିନ୍ତୁ ଦେଶର ୧୮୫୦ରୁ ଉର୍ଦ୍ଧ ସହରରେ ଏକ ସ୍ୱତନ୍ତ୍ର ଲିଗ୍‌ର ଆରମ୍ଭ ହୋଇଛି, ଯାହାର ଉଦ୍ଦେଶ୍ୟ ଖେଳ ନୁହେଁ ବରଂ ଆବର୍ଜନା ମୁକ୍ତ ସହର । ଦେଶର ସବୁଠାରୁ ବଡ଼ ସ୍ୱଚ୍ଛତା…