ମତ୍ସ୍ୟ ଓ ପଶୁସଂପଦ ବିକାଶ ବିଭାଗରେ ୮୦୪ କର୍ମଚାରୀ ନିଯୁକ୍ତ

୧୪୬ ପ୍ରାଣୀ ଚିକିତ୍ସକ, ୫୮୮ ପ୍ରାଣୀଧନ ନିରୀକ୍ଷକ, ୬୭ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଓ ୩ କନିଷ୍ଠ ଯନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀସଂପଦ କ୍ଷେତ୍ର ଗ୍ରାମାଞ୍ଚଳ ପାଇଁ ଅଭିବୃଦ୍ଧିର ଇଞ୍ଜିନ ୫-ଟି ଉପକ୍ରମ ଅବଲମ୍ବନ କରି ତୃଣମୂଳ ସ୍ତରରେ ପରିବର୍ତ୍ତନ ପାଇଁ କାମ କରନ୍ତୁ –…

କାର ମଧ୍ୟରୁ ୧୨୦ କେଜି ଗଞ୍ଜେଇ ଜବତ କଲା ଅବକାରୀ ଗୁଇନ୍ଦା ବିଭାଗ

ଭଞ୍ଜନଗର: ବୁଧବାର ଭୋର ସକାଳ ସମୟରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଗୋଚ୍ଛାବାଡ଼ି ଗ୍ରାମରୁ ଏକ ହୋଣ୍ଡା ସିଟି କାର ମଧ୍ୟରୁ ୧୨୦ କେନି ଗଞ୍ଜେଇ ଜବତ କରିଛି। ଘଟଣା ପ୍ରକାରେ,ଭଞ୍ଜନଗର ରୁ ହୋଣ୍ଡା ସିଟି କାର ଟି ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ…

ବିଶିଷ୍ଟ ଭIସ୍କର୍ଯ୍ୟ ଶିଳ୍ପୀ ରବି ନାରାୟଣ ରଥଙ୍କ ନିଆରା ପ୍ରୟାସ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ସ୍ୱାଧୀନତାକୁ ୭୫ ବର୍ଷ ପୂର୍ତ୍ତି ଓ ଗାନ୍ଧୀଜିଙ୍କ ୧୫୦ ତମ ଜୟନ୍ତୀ ଅବସରରେ ପାଳିତ ହେଉଥିବା ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ଓଡିଶାର ବିଶିଷ୍ଟ ଭIସ୍କର୍ଯ୍ୟ ଶିଳ୍ପୀ ରବି ନାରାୟଣ ରଥଙ୍କ ଦ୍ୱାରା ୧୫୦ ଟି ସ୍କୁଲରେ ଲାଇଭ ପ୍ରୋଟେଟ ଅଫ ଗାନ୍ଧିଜୀ…

ରାନ୍ଦିଆ ଶ୍ରୀରାମ ଟ୍ରକ ମାଲିକ ସଂଘର ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

ଭଦ୍ରକ( ସୀତାକାନ୍ତ ପାଢ଼ୀ)-:ଭଦ୍ରକ ରାନ୍ଦିଆ ସ୍ଥିତ ଶ୍ରୀରାମ ଟ୍ରକ ମାଲିକ ସଂଘ ର ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ସଂଘ କାର୍ଯ୍ୟାଳୟ ରେ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି ! ଶ୍ରୀରାମ ଟ୍ରକ ମାଲିକ ସଂଘ ର ନବ ନିର୍ବାଚିତ ସଭାପତି ଭାବେ ପ୍ରଶାନ୍ତ କୁମାର ପରିଡା.ଉପ ସଭାପତି…

ଝାରବନ୍ଧ ବ୍ଳକ ସରପଞ୍ଚ ସଙ୍ଗଠନ ଗଠିତ

ଝାରବନ୍ଧ-ମନୋହର ଦାଶ: ପଶ୍ଚିମ ଓଡ଼ିଶାର ପବିତ୍ର ଶ୍ରୀଶ୍ରୀ ନୃସିଂହନାଥ ପୀଠ ସ୍ଥଳୀ ଠାରେ ବରଗଡ ଜିଲ୍ଲା ଝାରବନ୍ଧ ବ୍ଳକ ର ସମସ୍ତ ସରପଞ୍ଚ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟତଃ ସରପଞ୍ଚ ଭାଇ,ଭଉଣୀ ମାନଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି ଉଦ୍ଦେଶ୍ୟ ରେ ସମସ୍ତ ସରପଞ୍ଚ ମାନଙ୍କୁ…

ରାୟଗଡ଼ ନିର୍ବାଚନ ମଣ୍ଡଳୀରେ ବୁଲିଲା ଭୋଟର ସଚେତନତା ରଥ

ରାୟଗଡ଼ରୁ ସରୋଜ କୁମାର ସାହୁ: ରାୟଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ପରିସରରୁ ବୁଧବାର ଗଡିଲା ଭୋଟର ସଚେତନତା ରଥ । ଏହାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ଓ ଉପ ଜଲ୍ଲାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ ଶ୍ରୀ ଭୀମସେନ ଶବର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।…

ସମ୍ ହସ୍ପିଟାଲ୍‌ରେ ସୁସ୍ଥ ହେଲା ଗୁରୁତର ଭାବେ ପୋଡି ହୋଇଯାଇଥିବା ଶିଶୁ

ଭୁବନେଶ୍ୱର, ୨୧/୦୯: ଏକ ଦୁର୍ଘଟଣାର ଶିକାର ହୋଇ ଶରୀରର ୩୦ ପ୍ରତିଶତ ପୋଡି ହୋଇଯାଇଥିବା ଏକ ୪ ବର୍ଷର ଶିଶୁ କନ୍ୟା ସମ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଛି । ହସ୍ପିଟାଲ୍‌ର ବର୍ନ ଆଣ୍ଡ ପ୍ଲାଷ୍ଟିକ ସର୍ଜରୀ ବିଭାଗର ସଫଳ ଚିକିତ୍ସା ଯୋଗୁଁ ଶିଶୁଟି ସୁ୍‌ସ୍ଥ ହୋଇ ଘରକୁ…

ବିଳାସପୂର୍ଣ୍ଣ ଡୁପ୍ଲେକ୍ସ ସୋସାଇଟିରେ ବିଦ୍ୟୁତ ଚୋରି ଧରାପଡ଼ିଲା

ଭୁବନେଶ୍ୱର: ଏକ ଅବିଶ୍ୱସନୀୟ ଘଟଣାକ୍ରମରେ ଟିପିସିଓଡିଏଲ୍ର ଅଧିକାରୀମାନେ ଏକ ବଡ଼ ଧରଣର ବିଦ୍ୟୁତ ଚୋରି ମାମଲା ଠାବ କରିଛନ୍ତି । ଏକ ଯାଂଚ ସମୟରେ ବାରଙ୍ଗ ଇଲେକ୍ଟ୍ରିକାଲ୍ ସେକ୍ସନ୍ ଅଧୀନସ୍ଥ ପଦସାହିରେ ଥିବା ଏକ ବିଳାସପୂର୍ଣ୍ଣ ଡୁପ୍ଲେକ୍ସ ସୋସାଇଟିର ୧୮ଟି ଘରେ ବିଦ୍ୟୁତ ଚୋରି ପାଇଁ ସ୍ଥାୟୀ…

ଗ୍ରାମିଣ ଡାକ ସେବକ ଙ୍କ ଅକାଳ ବିୟୋଗରେ,ମର୍ମାହତ ଗେଡମା ପଞ୍ଚାୟତବାସୀ

ହାଟଡିହି ମକରଧ୍ବଜ ଯେନା: କେଉଁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ଗେଡମା ପଞ୍ଚାୟତର ଗେଡମା ଗ୍ରାମିଣ ଡାକ ବ୍ରାଞ୍ଚ୍ ପୋଷ୍ଟ ମାଷ୍ଟର ଗୋଲକ ବିହାରୀ ଦାସ ବୟସ (୫୫) ଙ୍କ ଅକାଳ ବିୟୋଗ ଘଟିଛି।ସେ ଗତ ଛଅ ମାସ ପୂର୍ବରୁ ଶ୍ରୀରାମ ହସ୍ପିଟାଲ୍, ବାଲେଶ୍ବର ଘରୋଇ କ୍ଲିନିକ୍ ରେ କିଡିନ୍ ଷ୍ଟୋନ୍…

ରକ୍ତ ଦାନ ଶିବିର ଆୟୋଜିତ

ବାସୁଦେବପୁର- ଓଡ଼ିଶା ମୋ ପରିବାର ଆନୁକଲ୍ୟରେ ସେଚ୍ଛାକୃତ ରକ୍ତଦାନ ଶିବିର ବାରପୁର ମହାବିଦ୍ୟାଳୟ  ପରିସରରେ ଅନୁଷ୍ଟିତ ହୋଇଯାଇଛି ll ଏଠାରେ ମୁଖ୍ୟ ଅତିଥି ଭାବେ ଏହି ଶିବିରକୁ ଉଦଘାଟନ କରିଥିଲେ ବିଧାୟକ ବ୍ରିଷ୍ଣୁବ୍ରତ ରାଉତରାୟ । ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ଏହି ରକ୍ତ…