ପଦ୍ମପୁର ବଜାରରେ ନକଲି ଧାନ ବିହନ, କୁମ୍ଭକର୍ଣ୍ଣ ନିଦ୍ରାରେ କୄଷି ବିଭାଗ !
ପଦ୍ମପୁର- ବର୍ତ୍ତମାନ ଚାଷ ସମୟ,ଚାଷୀ ତତ୍ପରତା ଦେଖାଇ ପାଗ ଅନୁକୁଳ ଦେଖି ଧାନ ବୁଣିବା କାମ ଆରମ୍ଭ କରିଛି । ଚାଷୀ ଧାନ ବିହନ ଦୋକାନରୁ କିଣି ବୁଣୁଥିବା ଦେଖିବାକୁ ମିଲୁଛି । ଅଧିକ ଅମଳ ହେବ, କେଣ୍ଡାରେ ଅଧିକ ଫଳ ଫଲିବ ତଥା ଓଜନ ମଧ୍ୟ ଅଧିକ ହେବ କହି ବିଭିନ୍ନ କମ୍ପାନୀର ଧାନ ମଞ୍ଜି ଗୁଡିକ…