ମାଟ୍ରିକ ଟପ୍ପର ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କଲେ କଂଗ୍ରେସ ର ପୂର୍ବତନ ସାଂସଦ

ବାଲେଶ୍ଵର ଖଇରା ବୁଲୁ ଲେଙ୍କା ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅନ୍ତରା ମହତୀପୁର ଉଚ୍ଚ ବିଦ୍ୟାଳୟ ୬୦୦ରୁ ୫୮୯ ସର୍ବାଧିକ ନମ୍ବର ରଖି । ଖଇରା ବ୍ଲକ ରେ ଟପ୍ପର ହୋଇ ଥିବା ବର୍ଷା ରାଣୀ ମହାପାତ୍ର ଚର୍ଚ୍ଚା ର ବିଷୟ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ପୂର୍ବତନ ଭଦ୍ରକ ଲୋକ ସଭା ସାଂସଦ ତଥା…

ହାତୀ ଆକ୍ରମଣ ରେ ଚାଲିଗଲା ନିରିହ ଆଦିବାସୀ ମହିଳାଙ୍କ ଜୀବନ ।

ବାଲେଶ୍ଵର ଖଇରା( ବୁଲୁ ଲେଙ୍କା) ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବାଉଁଶ ଗଡିଆ ପଞ୍ଚାୟତ ୩ ନମ୍ବର ୱାର୍ଡରେ ହାତୀ ଆକ୍ରମଣ ରେ ଜଣେ ମହିଳା ଙ୍କ ମୃତ୍ୟୁ ଘଟିଛି । ସୂଚନା ରୁ ଜଣାପଡିଛି ଯେ ଉକ୍ତ ଗ୍ରାମର କିଛି ଲୋକ ମାନେ ମିଳିମିଶି ନିକଟସ୍ଥ ମହୁଲ ପଙ୍ଖା କୁ ବାହୁଡ଼ା ଯାତ୍ରା ଦେଖିବାକୁ…

ରାୟଗଡ଼ା ଜିଲ୍ଲା ଜେମାଦେଇପେଣ୍ଠ ମା ମଝିଘରିଆଣି ମନ୍ଦିର ପ୍ରାଙ୍ଗଣରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡ଼ାରୁ ସରୋଜ କୁମାର ସାହୁ:ରାୟଗଡା ଜିଲ୍ଲା ଅନ୍ତର୍ଗତ ଜେମାଦେଇପେଣ୍ଠ ଷ୍ଟେସନ ନିକଟ( ଗୋଡାମ ) ଠାରେ ଅବସ୍ଥିତ ମା ମଝିଘରିଆଣି ମନ୍ଦିର ପରିଚାଳନା କମିଟି ଏବଂ ଭାରତୀୟ ମଜଦୁର ସଂଘର ମିଳିତ ଆନୁକୁଲ୍ୟରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି l ପରିଚାଳନା କମିଟିର କେ.…

ଜିଗ୍ନିପୁର ସ୍ଥିତ ବ୍ରହ୍ମକ୍ଷେତ୍ର ପୀଠରେ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ସୁନାବେଶ ଦେଖିବା ନିମନ୍ତେ ଶ୍ରଦ୍ଧାଳୁ ଭକ୍ତଙ୍କ…

 (ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)-କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ସ୍ଥିତ ବ୍ରହ୍ମକ୍ଷେତ୍ର ପୀଠରେ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ସୁନାବେଶ ଦେଖିବା ନିମନ୍ତେ ସମଗ୍ର ଅଞ୍ଚଳ ଲୋକାରଣ୍ୟରେ ପରିଣତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମନ୍ଦିର ଟ୍ରଷ୍ଟି , ନାଜିମନ୍ତ , ସେବାୟତ…

ବଡ଼ ଭାଇ ର ଧାରୁଆ ଅସ୍ତ୍ରରେ ଆକ୍ରମଣ ରେ ସାନ ଭାଇ ମୃତ ।

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ସଦର ମହକୁମା ଖୁଣ୍ଟିଆ ସାହିରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପିତା ଙ୍କର ଶ୍ରାଦ୍ଧ ସମୟରେ କୌଣସି କାରଣ ନେଇ ଦୁଇଭାଇ ମଧ୍ୟରେ ବଚସା ପୁଣି ହାତାହାତି ପରବର୍ତ୍ତୀ ସମୟରେ ଘଟଣା ଟି ଉଗ୍ରରୂପ ହେବାପରେ…

ଉଦୟନାଥ ଫର୍ଣ୍ଣିଚରର ମାସିକ କିସ୍ତି ଯୋଜନାର ୧୩ତମ ଲକି ଡ୍ର’ ଉଠାଣ

ପଦ୍ମପୁର :- ଉଦୟନାଥ ଫର୍ଣ୍ଣିଚରର ମାସିକ କିସ୍ତି ଯୋଜନାର ୧୩ତମ ଲକି ଡ୍ର' ଆଜି ସନ୍ଧ୍ୟାରେ ଉଠାଣ ହୋଇଯାଇଛି । ଏହି ଉଠାଣର ବିଜେତା ହେଉଛନ୍ତି ନୂଆପଡ଼ା ନିବାସୀ ସୌମ୍ୟରଞ୍ଜନ ସାହୁ । ଏହି ଉଠାଣ କାର୍ଯ୍ୟକ୍ରମରେ ଦେବାଶିଷ ପଟ୍ଟନାୟକ, ସୁକାନ୍ତ ବହିଦାର, ପଦ୍ମଲୋଚନ ବେହେରା, ଅନୀଲ ବେହେରା,…

ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ

ମାର୍ଶାଘାଇ (ଶାସକ ପ୍ରଶାସକ) : ଚଳିତ ମାଟ୍ରିକ ପରୀକ୍ଷାରେ ଏ-୧ପାଇଥିବା ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକର ସମସ୍ତ ମେଧାବୀ ଛାତ୍ର ଓ ଛାତ୍ରୀ ମାନଙ୍କୁ ଆଜି ସମ୍ବର୍ଦ୍ଧିତ କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅତନୁ…

ଉସ୍କୀ ଆଶ୍ରମ ବିଦ୍ୟାଳୟରେ ପିତାମାତା ଶିକ୍ଷକ ସମ୍ମେଳନ ଓ ବୃକ୍ଷରୋପଣ

ଯଶିପୁର(ଶାସକ ପ୍ରଶାସକ) : ଉସ୍କି ଆଶ୍ରମ ବିଦ୍ୟାଳୟ ଠାରେ ପିତାମାତା ଓ ଶିକ୍ଷକ ସମ୍ମିଳନୀ ସହ ବୃ୍କ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ର ଚେୟାରମେନ ଶ୍ରୀମତୀ ଲେତ ଜେରାଇ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମସ୍ତ ପିତାମାତା ତଥା…

ବିଜେଡିରେ ଯୋଗଦାନ କଲେ ବହୁ ବିଜେପି ଓ କଂଗ୍ରେସ କର୍ମୀ

ମାହାଙ୍ଗା(ଦେବେନ୍ଦ୍ର ଷଡ଼ଙ୍ଗୀ):-  ମାହାଙ୍ଗା ବ୍ଲକ୍ କଇଥା ପଞ୍ଚାୟତର ୭୦ ରୁ ଉର୍ଦ୍ଧ୍ବ ବିଜେପି କଂଗ୍ରେସ ଦଳର ମହିଳା ଓ ପୁରୁଷ କର୍ମୀ ଦଳ ପରିତ୍ୟାଗ କରି ବିଧିବଦ୍ଧ ଭାବେ ମାହାଙ୍ଗା ସ୍ଥିତ ବିଧାୟକ ଙ୍କ ବାସଭବନ ପରିସରରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଓଡ଼ିଶାର ୪ କୋଟି ଜନତା ଙ୍କ…

ପାଇକମାଳ ବ୍ଲକ୍ ସରପଞ୍ଚ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ

ପଦ୍ମପୁର  : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ବ୍ଲକ୍ ସରପଞ୍ଚ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ବରତୁଣ୍ଡା ଠାରେ ଅନୁଷ୍ଠିତ ହୋଇଯାଇଅଛି।ପାଇକମାଳ ବ୍ଲକର ସଂଘ ସଭାପତି ଆର୍ତ୍ତତ୍ରାଣ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ସରପଞ୍ଚ ମାନଙ୍କ ଭୂମିକା,କାର୍ଯ୍ଯ,କ୍ଷମତା ଉପରେ ଆଲୋଚନା…