ଓଡ଼ିଶାରୁ ବାହାରିବେ ବିଶ୍ୱସ୍ତରୀୟ ସନ୍ତରଣକାରୀ !

ସନ୍ତରଣର ବିକାଶ ନେଇ କିସ୍‍ ଓ ଗ୍ଲେନ୍‍ମାର୍କ ଫାଉଣ୍ଡେସନ୍‍ ମଧ୍ୟରେ ବୁଝାମଣା ଭୁବନେଶ୍ୱର: ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସନ୍ତରଣ ପ୍ରତିଯୋଗିତା ନିମନ୍ତେ ତୃଣମୂଳସ୍ତରରୁ ସନ୍ତରଣକାରୀ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଗ୍ଲେନ୍‍ମାର୍କ ଫାର୍ମାସିଉଟିକାଲ୍‍ ଲିମିଟେଡ୍‍ର ସିଏସ୍‍ଆର୍‍…

ଶିବ ମାଣ୍ଡାଙ୍ଗଙ୍କ ଘର ଭାଙ୍ଗି ଯିବା ଖବର ଶାସକ ପ୍ରଶାସକ ରେ ପ୍ରକାଶ ପାଇବା ପରେ…..

ପରିବାର ଙ୍କୁ ମିଳିଲା,ସେବା ସେନା ପକ୍ଷରୁ ଆର୍ଥିକ ସହଯୋଗ ରାଶି। କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ/ଗତ କିଛି ଦିନ ତଳେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ କରପା ପଞ୍ଚାୟତର ସୁଳିପଦର ଗ୍ରାମର ମାଳି ସାହି ବାସିନ୍ଦା ଶିବ ମାଣ୍ଡାଙ୍ଗଙ୍କ ଘରର କାନ୍ଥ ଭାଙ୍ଗି ଯାଇଥିବା ଖବର…

ଜଗଦୀପ ଧନକର ଏନଡ଼ିଏର ଉପରାଷ୍ଟ୍ରପତି ପ୍ରାର୍ଥୀ

ନୂଆ ଦିଲ୍ଲୀ : ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ଏନଡ଼ିଏର ଉପରାଷ୍ଟ୍ରପତି ପ୍ରାର୍ଥୀ  ହେବେ ବୋଲି ସୂଚନା ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା |

କାଶୀପୁରରେ ଝାଡାବାନ୍ତି ଘଟଣା ,ସ୍ଥିତି ଉପରେ ପ୍ରଶାସନର ନଜର

ପ୍ରଭାବିତ ଅଂଚଳରେ ପହଁଚିଲେ ଜିଲ୍ଲା ପ୍ରଶାସନ ଓ ରାଜ୍ୟସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀ କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେ ଗତ ପାଞ୍ଚ ଦିନ ମଧ୍ୟରେ ଛଅ ଜଣଙ୍କ ଝାଡାବାନ୍ତି ରେ ମୃତ୍ୟୁ ଅଭିଯୋଗ ପରେ ପୁଣି ଆଜି ପଂଚାଲି ଗ୍ରାମ ଅଗାଧୁ ଗରଡାଙ୍କ ଝାଡା…

ବିପ୍ଳବୀ ବୀର ଚକ୍ରଧର ବେହେରାଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ସମାରୋହ ପାଳିତ

ଭଦ୍ରକ/ସୀତାକାନ୍ତ ପାଢ଼ୀ-:ଭଦ୍ରକ ଜିଲ୍ଲାର ବରପୁତ୍ର ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ଚକ୍ରଧର ବେହେରାଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ପ୍ରଶାସନର ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ,ସୂଚନା ଓ ଲୋକ ସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଙ୍କ…

ସବୁଦିନ କିଛି ନା କିଛି କାହାର ହେଉଛି ଚୋରି।

ବାଲେଶ୍ଵର,ସିମୁଳିଆ (ଅକ୍ଷୟ କୁମାର ଜେନା):ଦୁର୍ବୃତ୍ତଙ୍କ ପାଦୃଭାବ ରେ ଅତିଷ୍ଠ ବାଲେଶ୍ଵର ଜିଲ୍ଲାର ସିମୁଳିଆ ବ୍ଲକ ଅନ୍ତର୍ଗତ ମଇତା ପୁର ଅଞ୍ଚଳବାସୀ। ପୋଲିସରେ ଅଭିଯୋଗ କଲେ ବି କିଛି ହେଉନାହିଁ ଆଖି ଦେଖିଲା ପରି କାର୍ଯ୍ୟାନୁଷ୍ଠାନ।କେତେ ବେଳେ ଛକ ମୋବାଇଲ ଦୋକାନ ରୁ ଚୋରୀ ତ କେବେ ଲୁଗା…

ନବ ନିର୍ବାଚିତ ସରପଞ୍ଚମାନଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

https://youtu.be/3ulTGxlKmbE ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ର ଠାରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ , ପଞ୍ଚାୟତିରାଜ ବିଭାଗ ଓ ଜିଲ୍ଲା ଡି ଆର୍ ଡି ଏର ମିଳିତ ଆନୁକୂଲ୍ୟରର…

ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ଟାସ୍କ ଫୋର୍ସ ଏଫ୍ ଉଘାଟନୀ ସମାରୋହ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ ଓଡ଼ିଶା ସରକାରଙ୍କ ପିଲାଙ୍କ ପାଇଁ ଦକ୍ଷତା ( ଶିକ୍ଷା) ଭିତ୍ତିକ ନୂତନ ଟାସ୍କ ଫୋର୍ସ ଏଫ୍ ଯୋଜନାର ଉଦଘାଟନୀ ମହୋତ୍ସବ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ପାରଳା ପୌର ପରିଷଦ ଅଧ୍ୟକ୍ଷା…

ଗୃହ ଓ ନଗର ଉନ୍ନୟନ ବିଭାଗର ଜିରୋ ଟଲେରାନ୍ସ ପ୍ରତିଫଳନ

ପାଣିମିଟର ପାଇଁ ବେଆଇନ୍‍ ଭାବେ ଟଙ୍କା ନେଇ ବନ୍ଧା ହେଲେ ଯୁବକ ଭୁବନେଶ୍ୱର : ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ‘ଜିରୋ ଟଲେରାନ୍ସ’ ଯୋଗୁଁ ୱାଟକୋ ନାଁରେ ବେଆଇନ୍‍ ଭାବେ ଅର୍ଥ ଆଦାୟ କରୁଥିବା ଜଣେ ଯୁବକକୁ ଗିରଫ କରିଛି ଚନ୍ଦ୍ରଶେଖରପୁର ପୁଲିସ୍‍ । ସମ୍ପୃକ୍ତ ଯୁବକ ଏଭଳି ଅର୍ଥ ଆଦାୟ…

ଅଣଧାନ ଚାଷ ଓ କୃଷି ଉଦ୍ୟୋଗ ସ୍ଥାପନ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ବାରୋପ

ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ ସୁବର୍ଣ୍ଣପୁର, (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ ଜିଲ୍ଲାପାଳ ଅଵୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଙ୍କ ସମ୍ମିଳନୀ…