ଏସୟୁଯେ ନବରଙ୍ଗପୁର ଜିଲା ସଙ୍ଘ ପକ୍ଷରୁ ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ଚୟନ
ନବରଙ୍ଗପୁର,/ ଅଶୋକ ସାହୁ : ଏସୟୁଯେ ନବରଙ୍ଗପୁର ଜିଲା ସଙ୍ଘ ପକ୍ଷରୁ ସ୍ଥାନୀୟ ସର୍କିଟ ହାଉସ ଠାରେ ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ଜିଲା ସଭାପତି ବିଭୁତି ପ୍ରସାଦ ପଣ୍ଡା ରାଜ୍ୟ ସଂଘଠନରେ ସମ୍ପାଦକ ପଦରେ ମନୋନୀତ ହେବା ପରେ ଜିଲା ସଭାପତି ଭାବେ…