ବୀମା କମ୍ପାନୀମାନେ ଓଡ଼ିଶା ଚାଷୀଙ୍କୁ ଶୋଷଣ କଲାବେଳେ କେନ୍ଦ୍ର ସରକାର ନୀରବଦ୍ରଷ୍ଟା ସାଜିବା ଦୁର୍ଭାଗ୍ୟଜନକ: ବିଜେଡ଼ି
ପ୍ରଧାନମନ୍ତ୍ରୀ ଫସଲ ବୀମାରୁ ଲାଭ ଗୋଟାଉଛନ୍ତି, କିନ୍ତୁ ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀଙ୍କୁ ମିଳୁନି ବୀମା ରାଶି ।
ବୀମା କମ୍ପାନୀଗୁଡ଼ିକ ଉପରେ ୫୦୦ କୋଟିରୁ ଅଧିକ ଟଙ୍କାର ବୀମା ରାଶି ବକେୟା ପଡ଼ିଛି ।
ପ୍ରତିବାଦରେ ୩୧ରେ ରାଜ୍ୟର ସମସ୍ତ ଜିଲ୍ଲା ତଥା ରାଜଧାନୀର ରାଜଭବନ…