ଗ୍ୟାସ ଟାଙ୍କି ଫାଟି ଅଙ୍ଗନୱାଡି ଗୃହରେ ଲାଗିଲା ନିଆଁ : ଅଳ୍ପକେ ବର୍ତ୍ତିଲେ ଅଙ୍ଗନୱାଡି ଦିଦି ଓ କୋମଳମତି ଛାତ୍ର…
(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ) ସରକାର ଛାତ୍ର ଛାତ୍ରୀ ଙ୍କୁ ଉତ୍ତମ ଶିକ୍ଷା ଯୋଗାଇବା ପାଇଁ ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି l କୋମଳମତି ଶିଶୁଟିଏ ବିଦ୍ୟାଳୟ କୁ ଯିବା ପୂର୍ବ ରୁ ପ୍ରଥମେ ସରକାରୀ ଯୋଜନା ଅନୁଯାୟୀ ଅଙ୍ଗନୱାଡି କେନ୍ଦ୍ରକୁ ଯାଇଥାଏ l କିନ୍ତୁ ସେହି ଅଙ୍ଗନୱାଡି କେନ୍ଦ୍ର…