ବିଜୁ ଜନତା ଦଳର ପୁନର୍ଗଠିତ ବିଶାଳ ଯୁବ ବାହିନୀ

ରାଜ୍ୟ କମିଟିରେ ସଭାପତିଙ୍କୁ ଛାଡି ୧୫୯ ସଦସ୍ୟ ଏହା ସହିତ ନିଯୁକ୍ତ ହେଲେ ୩୫ ସାଙ୍ଗଠନିକ ଜିଲ୍ଲା ସଭାପତି ଭୁବନେଶ୍ୱର: ବିଜୁ ଯୁବ ଜନତା ଦଳର ପୁନର୍ଗଠନ କରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ । ସଭାପତିଙ୍କୁ ଛାଡି ନବଗଠିତ କମିଟିରେ ଅଛନ୍ତି ୧୫୯ ସଦସ୍ୟ | ଏହି କମିଟିରେ…

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାର ଶ୍ରୀ କୃଷ୍ଣ ଏକାଡେମୀରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ନାମରେ ଏକ କାର୍ଯ୍ୟକ୍ରମ ସଭା ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରମରେ ଭିନ୍ନକ୍ଷମମାନଙ୍କର ମାଗଣା ପରୀକ୍ଷା ଓ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା l ମାଗଣା…

ଜଗତସିଂହପୁର ଜିଲ୍ଲାର ବନ୍ୟାଞ୍ଚଳରେ ପ୍ରାଣୀସମ୍ପଦ ବିଭାଗର ପଦକ୍ଷେପ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାର ବନ୍ୟାଞ୍ଚଳରେ ପ୍ରାଣୀସମ୍ପଦ ବିଭାଗର ଉଲେଖ୍ୟନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାରେ ୭ ଗୋଟି ବ୍ଲକ୍ ର ୩୨ ଟି ଗ୍ରାମପଞ୍ଚାୟତ ର ୮୧ ଟି ଗ୍ରାମରେ ୧୭୭୬୦ ଟି ଗାଈ , ମଇଁଷି ଓ ୯,୩୦୬ ଟି ଛେଳି ,ମେଣ୍ଢା ବନ୍ୟା ପ୍ରପୀଡ଼ିତ…

ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ

ଜଗତସିଂହପୁର,/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟାଞ୍ଚଳରେ ରିଲିଫ୍ ଓ ଉର୍ଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି l ଆଜି ଜିଲ୍ଲାପାଳ ଅପରାହ୍ନରେ କୁଜଙ୍ଗ ବ୍ଲକର ଜିଲ୍ଲାନାସୀ, ଜୟଶଙ୍ଖପୁର, ତେନ୍ତୁଳିଆ, ବରିହାଡ଼ିଆ ଅଞ୍ଚଳଗ୍ରସ୍ତ କରି ବନ୍ୟା ପ୍ରପୀଡ଼ିତ ଜନ…

ଲୋକଙ୍କ ନିକଟତର ହୁଅ, ସମସ୍ୟା ସମାଧାନ କର – ଅରୁଣ

ଓଡ଼ଗାଁ ପଞ୍ଚାୟତ ସମିତିର ୨ୟ ବୈଠକ ଅନୁଷ୍ଠିତ ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର) : ଜନ ପ୍ରତିନିଧି କ୍ଷମତାକୁ ଧରି ବସିନଯାଇ ଲୋକଙ୍କ ନିକଟକୁ ଯାଇ ସେବା ଯୋଗାଇ ଦିଅ ବୋଲି ଶୁକ୍ରବାର ଦିନ ଓଡ଼ଗାଁ ପଞ୍ଚାୟତ ସମିତିର ୨ୟ ସାଧାରଣ ବୈଠକରେ ଯୋଗଦେଇ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ…

ବଜ୍ରପାତରେ ଜଣେ ମୃତ : ତିନି ଜଣ ଗୁରୁତର l

( ମାହାଙ୍ଗା - ଦେବେନ୍ଦ୍ର ଷଡ଼ଙ୍ଗୀ ) - ମାହାଙ୍ଗା ଥାନା ନାହାଙ୍ଗ ଗ୍ରାମ ପଞ୍ଚାୟତ ବାଲିପଡ଼ା ଗାଁ ରେ ବଜ୍ରପାତରେ ଜଣେ ୧୬ ବର୍ଷ ର ବାଳକ ର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି l ଅବସ୍ଥା ଗୁରୁତର ହେବାରୁ 3ଜଣଙ୍କୁ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତରିତ କରା…

ଅଗଷ୍ଟ ୨୧ ରୁ ବନ୍ୟା ପ୍ରଭାବିତ ଅଂଚଳ ଗସ୍ତ କରିବ ପିସିସି କ୍ଷୟକ୍ଷତି ଆକଳନନକାରୀ ଦଳ

ଭୁବନେଶ୍ୱର - ସଂପ୍ରତି ରାଜ୍ୟରେ ବନ୍ୟା ପରିସ୍ଥିତି ଉଗ୍ରରୂପ ଧାରଣ କରିଥିବା ବେଳେ ବହୁ ସ୍ଥାନରେ ନଦୀମାନଙ୍କରେ ଘାଇ ସୃଷ୍ଟି ହୋଇ ହଜାର ହଜାର ଜନସାଧାରଣ, ଗୃହପାଳିତ ପଶୁ ବିପନ୍ନ ଅବସ୍ଥାରେ ରହିଛନ୍ତି । ସେହିପରି ହଜାର ହଜାର ଏକର ଚାଷଜମି, ପନିପରିବା ଫସଲ କ୍ଷତିଗ୍ରସ୍ତ ହୋଇଛି । ଲୋକମାନେ…

କୃଷକଙ୍କ ପ୍ରତି ସରକାରଙ୍କ ଅବିଚାରକୁ ବରଦାସ୍ତ କରାଯିବ ନାହିଁ – ଶରତ ପଟ୍ଟନାୟକ

ପ୍ରଦେଶ କିଷାନ କଂଗ୍ରେସର ରାଜ୍ୟସ୍ତରୀୟ କିଷାନ ଚିନ୍ତନ ଶିବିର ବିଜେଡ଼ି ଓ ବିଜେପି ସରକାରର ଚାଷୀମାରଣ ନୀତି ବିରୋଧରେ ଆନ୍ଦୋଳନ ଡାକରା ଭୁବନେଶ୍ୱର - କେନ୍ଦ୍ରର ବିଜେପି ଏବଂ ରାଜ୍ୟର ବିଜେଡ଼ି ଶାସନ କାଳରେ ଚାଷୀ ସବୁଠାରୁ କ୍ଷତିଗ୍ରସ୍ତ ଓ ଚାଷ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ । ଗୋଟିଏ ପଟେ ଉଭୟ…

ଗୁଜୁରାଟରୁ ଗଞ୍ଜାମ ଫେରିଲା ପାର୍ଥିବଶରୀର, ଯାତାୟାତ ସହାୟତା ଯୋଗାଇ ଦେଲା ଓଡ଼ିଶା ମୋ ପରିବାର

ଭୁବନେଶ୍ୱର : ଅର୍ଥ ଅଭାବରୁ ହୋଇ ପାରୁନଥିଲା ଅସ୍ତ୍ରୋପଚାର, ଓଡ଼ିଶା ମୋ ପରିବାର ସହାୟତାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଅସ୍ତ୍ରୋପଚାର ସଫଳ ହୋଇଥିଲା କିନ୍ତୁ ଭାଗ୍ୟର ବିଡ଼ମ୍ବନା, ସବୁ ଚେଷ୍ଟା ସତ୍ତ୍ଵେ ରାମ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । ପର ମୁହୂର୍ତ୍ତରେ ପାର୍ଥିବଶରୀର…

ଆଇଆଇଟି ଖଡ଼ଗପୁର ପକ୍ଷରୁ ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରାଙ୍କୁ “ୟଙ୍ଗ ଆଲୁମିନି ଆଚିଭର ଆୱାର୍ଡ”

ଭୁବନେଶ୍ୱର: ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଆଜି ଆଇଆଇଟି ଖଡ଼ଗପୁର ପକ୍ଷରୁ "ୟଙ୍ଗ ଆଲୁମିନି ଆଚିଭର ଆୱାର୍ଡ"ରେ ସମ୍ମାନିତ ହୋଇଛନ୍ତି I ଆଇଆଇଟି ଇନଷ୍ଟିଚ୍ୟୁଟର 72 ତମ ପ୍ରତିଷ୍ଠା ଦିବସ ଅବସରରେ ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ଏହି…