୪ରେ‘ପରବାସୀ କୁଟୁମ୍ ଓ ଉତାଲଗଡର’ର ନୂଆଁଖାଇ ଭେଟ୍
ବିଭିନ୍ନ କ୍ଷେତ୍ରରୁ ସମ୍ବର୍ଦ୍ଧିତ ହେବେ ୭ ପ୍ରତିଭା
ପଦ୍ମପୁର()-ସାହିତ୍ୟ ସଂସ୍କୃତିପ୍ରେମୀ ମାନେ ସାମାଜିକ ଗଣମାଧ୍ୟମରେ ଏକତ୍ରିତ ହୋଇ ପରବାସୀ କୁଟୁମ ଓ ଉତାଲଗଡ ନାଟ୍ୟ ସଂସଦର ମିଳିତ ଆୟୋଜନରେ ଆଗାମୀ ୪ସେପ୍ଟେମ୍ବର ରବିବାର ଦିନ ନୂଆଁଖାଇ ଭେଟଘାଟ ଚଳିତ ବର୍ଷ ବିଜେପୁର ବ୍ଳକର ତାଳପଦର…