“ବର୍ଷାଙ୍କୁ ସମାଲୋଚନା କରିବା ପାଇଁ ଅଶାଳୀନତାର ସମସ୍ତ ସୀମା ଲଂଘି ଚାଲିଛନ୍ତି ବିଜେପି ନେତା”
" ରାଜନୀତିରେ ସମାଲୋଚନା ସ୍ୱାଗତଯୋଗ୍ୟ, ପ୍ରସଙ୍ଗକୁ ନେଇ ଆରୋପ ପ୍ରତ୍ୟାରୋପ ହେଉ, ହେଲେ ଗୋଟେ ବାପଛେଉଣ୍ଡ ଝିଅର ବ୍ୟକ୍ତିଗତ କୁତ୍ସାରଟନା ବିଜେପି ନେତାଙ୍କ କି ପ୍ରକାର ହୀନ ମାନସିକତା ! ପରାଜୟ ଓ ନିଶ୍ଚିତ ପ୍ରତ୍ୟାଖ୍ୟାନର ଆଶଙ୍କାରେ ବିଜେପି ନେତାମାନେ ସେମାନଙ୍କ ସମସ୍ତ ଶାଳୀନତା ଭୁଲି…