ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି

ପିଚ୍ଛିଲା ଭାବେ ଜାନୁଆରୀ ୨୦୨୨ରୁ ଲାଗୁ ହେବ ଭୁବନେଶ୍ବର,: ରାଜ୍ୟ ସରକରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧…

ଆରପାରିରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ

ଭୁବନେଶ୍ୱର: ନିର୍ଭୀକ ରାଜନେତା, ବିଧାନସଭାରେ ବିରୋଧୀ ଦଳ ଉପନେତା ତଥା ବରିଷ୍ଠ ବିଧାୟକ ଶ୍ରୀ ବିଷ୍ଣୁ ସେଠୀଙ୍କ ଦେହାନ୍ତ ଘଟିଛି | କିଡନୀ ରୋଗରେ ପୀଡ଼ିତ ହେବା ପରେ ସେ  ଗତ ଏକ ମାସ ଧରି ଭୁବନେଶ୍ୱରର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ରେ ଚିକିତ୍ସିତ…

କିଡ଼ନୀ ରୋଗୀ ଙ୍କୁ ସହାୟତାର ହାତ ବଢାଇଲେ ବିଧାୟକ ପ୍ରତାପ ଜେନା l

(ନିଶ୍ଚିନ୍ତକୋଇଲି -ଦେବେନ୍ଦ୍ର ଷଡ଼ଙ୍ଗୀ)- କୀଡନି ରୋଗୀ ଶିବପ୍ରସାଦ ବାରିକ ଙ୍କୁ ପୂର୍ବତନ ମନ୍ତ୍ତୀ ତଥା ବିଧାୟକ ପ୍ରତାପ ଜେନା ଙ୍କ ନିର୍ଦେଶ କ୍ରମେ ସହାୟତା ପ୍ରଦାନ କରାଯାଇଛି l ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ବାଲିଆପଦା ଗ୍ରାମ ପଞ୍ଚାୟତ ର ଶିବପ୍ରସାଦ ବାରିକ ଙ୍କର କିଡନୀ ଖରାପ ଖବର…

ହାଟର ସ୍ଥିତି ତଦାରଖ କଲେ ବିଡ଼ିଓ;ରକ୍ଷଣାରକ୍ଷଣ ଅଭାବରୁ ମଡେଲ ହାଟ ନର୍କ କୁଣ୍ଡରେ ପରିଣତ;କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ନିଶ୍ଚିନ୍ତକୋଇଲି-କଟକ ଜିଲ୍ଲାର ସର୍ବ ବୃହତ ନିଶ୍ଚିନ୍ତକୋଇଲି ଆଦର୍ଶ ମଡେଲ ହାଟ ର ରକ୍ଷଣାବେକ୍ଷଣ ଦାୟିତ୍ୱ ନିଶ୍ଚିନ୍ତକୋଇଲି ଗ୍ରାମ ପଂଚାୟତ ଅଧିନରେ ରହିଛି । କିନ୍ତୁ ଗ୍ରାମପଂଚାୟତର କ ର୍ବ୍ୟରେ ଚରମ ଅବହେଳା ସର୍ବୋପରି ରକ୍ଷଣାବେକ୍ଷଣ ଅଭାବରୁ ମଡେ଼ଲ ହାଟ ପରିବେଶ ଦିନକୁ ଦିନ ନର୍କ…

ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ପ୍ରୟାସ ; ଅପପ୍ରଚାରକୁ ବୁଦ୍ଧିଜୀବୀ ମହଲରେ ଦୃଢ ନିନ୍ଦା

ନିଶ୍ଚିନ୍ତକୋଇଲି: ଆଜିର ସମାଜରେ କିଛି ଲୋକ ଅଛନ୍ତି ଯେଉଁମାନେ ଯେକୌଣସି ଉନ୍ନତିମୂଳକ କାର୍ଯ୍ୟ ହେଉ ନାଁ କାହିଁକି ସେଥିରେ ଯୋଜନାବଦ୍ଧ ଭାବେ ନିଜର ହୀନ ସ୍ୱାର୍ଥ ହାସଲ ପାଇଁ ବିଭିନ୍ନ ପ୍ରକାର ଅପପ୍ରଚାର କରି ବାଧା ସୃଷ୍ଟି କରିବାକୁ ଚକ୍ରାନ୍ତ କରିଥାନ୍ତି । ଯାହାର ଏକ ନଗ୍ନ ନମୁନା…

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର :ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଆଜି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପରିସରରେ ପାଳିତ ହୋଇଯାଇଛିା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଶୁଭ ଉଦ୍ଘାଟନ କରିଥିଲୋ ଏହି ଅବସରରେ…

ଇଛାଶକ୍ତି ଥିଲେ ସାଧନର ଅଭାବ ନାହିଁ

ଗ୍ରାମାଞ୍ଚଳରେ ଶିକ୍ଷା ବ୍ୟବସ୍ଥାର ସୁଧାର ପାଇଁ ପ୍ରୟାସରତ ଦିବସ ବୈତାଳି କ୍ଲଷ୍ଟରରେ ଇକୋ କ୍ଲବ ପୁନର୍ଗଠନ ସହ ପରିଚୟ ପତ୍ର ପ୍ରଦାନ ବରଗଡ଼ :- ଅଧିକାଂଶ ଅଂଚଳରେ ସରକାରୀ ସ୍କୁଲ ରେ ପାଠ ପଢ଼ୁଥିବା ଛୁଆ ମାନଙ୍କର ଶିକ୍ଷାର ମାନ ଦେଖିଲେ ସ୍ପଷ୍ଟ ଭାବରେ ଜଣା ପଡି ଯାଉଥିଲା…

ନୂତନ ରାଜ୍ୟ ଜଳ ନୀତି ସଂପର୍କିତ ବୈଠକ ଅନୁଷ୍ଠିତ

ଭୁବନେଶ୍ୱରତା - ରାଜ୍ୟରେ ନୂତନ ଜଳ ନୀତି ପ୍ରଣୟନ ସଂପର୍କିତ ଅନ୍ତଃ ବିଭାଗୀୟ ବୈଠକ ଶନିବାର ରାଜ୍ୟ ଜଳସଂପଦ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଯୋଗଦେଇ ଆଗାମୀ ଦିନରେ ପ୍ରଣୟନ ତଥା…

ବାଲୁଗାଁ- ବାଣପୁର ବାଇପାସ ଓଭର ବ୍ରିଜ ଉପରେ ଗାଡି ଦୁର୍ଘଟଣା: ଡ୍ରାଇଭର ଗୁରୁତର !!!

ଚିଲିକା/ଖୋର୍ଦ୍ଧା :- (ସେକ୍ କୌଶର): ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାଲୁଗାଁ- ବାଣପୁର ବାଇପାସ ଓଭର ବ୍ରିଜ ଉପରେ ଘଟି ଯାଇଛି ଏକ ସଡ଼କ ଦୁର୍ଘଟଣା । ସୂଚନା ମୁତାବକ ଆଜି ସକାଳେ ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ୪୦୭ ମିନିଟ୍ରକ ବାଲୁଗାଁ- ବାଣପୁର ବାଇପାସ…

ଭାରତ ଯୋଡ଼ୋ- ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର - ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଭାରତ ଯୋଡ଼ୋ- ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ହୋଇଥିଲା । ଏହି ପ୍ରସ୍ତୁତି ବୈଠକରେ ପୂର୍ବତନ ପିସିସି ସଭାପତି, ଏଆଇସିସି କର୍ମକର୍ତା, ପୂର୍ବତନ ଏଆଇସିସି…