ଅନ୍‌ଲାଇନ୍ ଶିକ୍ଷା ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏନ୍‌ଏସ୍‌ଏସ୍‌ର ଦାୟିତ୍ୱ ରହିଛି : ଶ୍ରୀ ସେଠୀ

ଭୁବନେଶ୍ୱର,: ସମାଜ ସେବା ସହିତ ଗ୍ରାମାଂଚଳରେ ଅନ୍‌ଲାଇନ୍ ଶିକ୍ଷା ଗ୍ରହଣ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ନ୍ୟାସ୍‌ନାଲ୍ ସର୍ଭିସ୍ ସ୍କିମ୍ (ଏନ୍‌ଏସ୍‌ଏସ୍‌) ନିଜକୁ ସାମିଲ କରିବା ଉଚିତ୍ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ…

ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ କଲ୍ୟାଣସିଂହପୁର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ।

ପ୍ରଦୀପ ଦଲାଇ ଙ୍କ ରିପୋର୍ଟ//ବିଶ୍ବର ଲୋକପ୍ରିୟ ନେତା ତଥା ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଉପଲକ୍ଷେ ସାରା ଭାରତରେ ସେପ୍ଟେମ୍ବର ୧୭ ତାରିଖ ଠାରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସେବା ପକ୍ଷ ପାଳନ ହେବା ଅବସରରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ର…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଳନ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଅଛି l ଏହି ଅଭିଯୋଗର ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀ ଜନସାଧାରଣଙ୍କ ବିଭିନ୍ନ…

ସିମାନ୍ତବର୍ତୀ ଅଞ୍ଚଳରେ ଚାଲିଛି ଜୁଆ ଖେଳ,ପୋଲିସର ପାରିବା ପଣିଆ ଉପରେ ଉଠୁଛି ପ୍ରଶ୍ନ ।

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଞ୍ଚଲରେ ଯୁଆ ଖେଳର ( ଘୁଡଘୁଡୁ ପଟି ) ଏକ ଭିଡ଼ିଓ ଏବେ ଭାଇରଲ ହେବାରେ ଲାଗିଛି । ଏହି ଅଞ୍ଚଳରେ ଛତିଶଗଡ଼ କୁ ଲାଗି ରହିଛି ତେଣୁ ଏହି ଥାନା ଅଞ୍ଚଳରେ ଯୁଆ ଖେଳାଇବା ପାଇଁ ଛତିଶଗଡ଼ ଅଞ୍ଚଲର ଲୋକ ଏଠାକୁ ଆସି ଯୁଆ ଖେଳାଉଛନ୍ତି ଏବଂ…

ଭୁବନେଶ୍ୱର ବ୍ଲକରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜନଶୁଣାଣି

ଭୁବନେଶ୍ୱର: ଭୁବନେଶ୍ୱର ବ୍ଲକରେ ଆଜି ପୂର୍ବାହ୍ଣରେ ବ୍ଲକସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀଭୁବନେଶ୍ୱର ବ୍କକ ଗସ୍ତ କରି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବ୍କକର ବିଭନ୍ନ ଅଂଚଳରୁ ଆସିଥିବା…

ସର୍ବ ଭାରତୀୟ ଜେଲ୍ ମିଟ୍ କ୍ରୀଡ଼ା, ପ୍ରତିଯୋଗିତାରେ ଶୁଭଲିପ୍ସାଙ୍କୁ ଡ଼ବଲ ସ୍ୱର୍ଣ୍ଣ

ଭୁବନେଶ୍ୱର: ଗୁଜୁରାଟ, ଅହମ୍ମଦାବାଦସ୍ଥିତ ଏକ ଏରେନା ଷ୍ଟାଡ଼ିୟମରେ ଚାଲିଥିବା ସର୍ବଭାରତୀୟ ଜେଲ୍ ଆଥଲେଟିକ ମିଟରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଶୁଭଲିପ୍ସା ମହାନ୍ତି ଉଭୟ ୧୦୦ ମିଟର ଦୌଡ଼ ଓ ଲମ୍ବାଡ଼ିଆଁରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଶୁଭଲିପ୍ସାଙ୍କର ଏହି ସଫଳତା ପାଇଁ ବିଭିନ୍ନ…

ତେନ୍ତଳିଖୁଣ୍ଟି ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର

ନବରଙ୍ଗପୁର/ଅଶୋକ ସାହୁ:ତେନତୁଳିଖୁଣ୍ଟି ପ୍ଞ୍ଚାୟତ ସମିତି କାର୍ଯ୍ୟାଳୟର ସଭା ଗୃହରେ ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୪୫ ଜଣଙ୍କର ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିଲା, ସେଥି ମଧ୍ୟରୁ ୦୯ ଗୋଟି ଗୋଷ୍ଠୀ ଗତ ହୋଇଥିବା…

ଲଣ୍ଡନରେ ଭାରତୀୟଙ୍କ ଉପରେ ଆକ୍ରମଣ : ଉଦବେଗ ପ୍ରକାଶ ସହ କାର୍ଯ୍ୟାନୁଷ୍ଠାନ ଦାବି କଲା ଭାରତ

ଲଣ୍ଡନ : ଲଣ୍ଡନର ଲିସେଷ୍ଟରରେ ଭାରତୀୟ ସମ୍ପ୍ରଦାୟ ବିରୁଦ୍ଧରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛି ଭାରତ | ଲଣ୍ଡନସ୍ଥିତ ଭାରତର ହାଇ କମିଶନ ଏ ଘଟଣାର ନିନ୍ଦା କରିବା ସହ ଏହି ଆକ୍ରମଣରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି।  ଏହାସହିତ…

‘ଆପ୍‍ ହୈ ସଚ୍ଚେ ବିଶ୍ୱକର୍ମା’ ସମ୍ବର୍ଦ୍ଧନା ଅସରରେ ଡାଲମିଆ ଭାରତ ସମଗ୍ର ପୂର୍ବାଞ୍ଚଳର ୧୨୩ ଜଣ ପ୍ରବୀଣ ଠିକାଦାରଙ୍କୁ…

ଓଡ଼ିଶାରେ କମ୍ପାନୀର ବାର୍ଷିକ ବିଶ୍ୱକର୍ମା ପୂଜା ପାଳନ ସମୟରେ ନିର୍ମାଣର ୩୫ ଜଣ ବୀରଙ୍କୁ ସମ୍ମାନିତ କରାଯାଇଥିଲା, ଏହାଦ୍ୱାରା ଅଞ୍ଚଳର ଠିକାଦାର ବର୍ଗଙ୍କ ମଧ୍ୟରେ ପ୍ରମୁଖତାକୁ ସୁନିଶ୍ଚିତ କରାଯାଇଛି ଭୁବନେଶ୍ୱର: ଦେଶର ଅନ୍ୟତମ ଅଗ୍ରଣୀ ସିମେଣ୍ଟ ଉତ୍ପାଦନକାରୀ କମ୍ପାନୀ ଡାଲମିଆ ଭାରତ…

ପାଣ୍ଡିଆନଙ୍କ କଟକ ଗସ୍ତ: କଟକ ବଡ ଡାକ୍ତରଖାନା ଓ ତାଳଦଣ୍ଡା କେନାଲ ରୂପାନ୍ତରଣ କାମ ସମୀକ୍ଷା

ଡିସେମ୍ବର ୨୦୨୩ ସୁଦ୍ଧା ବଡ ଡାକ୍ତରଖାନାର କ୍ଲିନିକାଲ ବ୍ଲକ ୧ ଓ ୪ ର କାମ ଶେଷ କରିବାକୁ ନିର୍ଦ୍ଦେଶ ତାଳଦଣ୍ଡା କେନାଲ ସୌନ୍ଦର୍ଯ୍ୟକରଣ ସହିତ ସଂଗ୍ରହାଳୟ ଓ ପ୍ରଦର୍ଶନୀସ୍ଥଳର ବିକାଶ କରାଯିବ ଅରବାନ ହାଟ କାମ ଡିସେମ୍ବର ୨୦୨୨ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ…