ବେଆଇନ ଧଳାପଥର ଚାଲାଣ ଅଭିଯୋଗ ରେ ଛଅ ଗିରଫ।
ସାରସକଣା/ବନ ବିହାରି ମହାପାତ୍ର: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ରେ ବେଆଇନ ଭାବେ ଧଳାପଥର ଚାଲାଣ ଅଭିଯୋଗ ହୋଇଆସୁଥିଲା କିନ୍ତୁ ପ୍ରଶାସନ ନିଘୋଡ଼ ନିଦରେ ଶୋଇଥିଲା କିନ୍ତୁ ହଠାତ୍ କୋୖଣସିସୂତ୍ରରୁ ସୂଚନା ପାଇ ଝାରପୋଖରିଆ ପୋଲିସ ଚଢ଼ାଉ କରି ପାକ୍ ଟିଆ ରାସ୍ତା ଦେଇ ଝାରପୋଖରିଆ ଆସୁଥିବା…