ବିଧାୟକ ଅରୁଣ ସାହୁଙ୍କ ନେତୃତ୍ୱରେ ସାକେରି ପଂଚାୟତରେ ଜନସମ୍ପର୍କ ପଦଯାତ୍ରା
ପଦଯାତ୍ରାରେ ସାମିଲ ହେଲେ ଶତାଧିକ ସମର୍ଥକ
କୋରପିଠା ପଞ୍ଚାୟତ ପଦଯାତ୍ରାର ନେତୃତ୍ୱ ନେଲେ ବ୍ଳକ ଅଧ୍ୟକ୍ଷ ଲୋକନାଥ
ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ବିଜେଡି ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କର ନିର୍ଦେଶକ୍ରମେ ଓଡଗାଁ ବିଜୁ ଜନତା ଦଳ ପକ୍ଷରୁ ସାକେରୀ…