ଜିଲ୍ଳା ସାମ୍ବାଦିକ ସଂଘ ତରଫରୁ କୁଷ୍ଠାଶ୍ରମରେ ନୁଆଖାଇ ଭେଟଘାଟ: ସମ୍ବର୍ଦ୍ଧିତ ହେଲେ ହାସ୍ୟ ଲେଖକ

ମେଲଛାମୁଣ୍ଡା(ମନୋଜ ଭୋଇ)- ଜିଲ୍ଳା ସମ୍ବାଦିକ ସଂଘ ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମଣ୍ଡାପଡାସ୍ଥିତ କୁଷ୍ଠାଶ୍ରମ ଅନ୍ତେବାସୀଙ୍କ ସହ ବାର୍ଷିକ ଉତ୍ସବ ଏବଂ ନୂଆଖାଇ ବେଟ ପାଳିତ ହୋଇଯାଇଛି । ସଂଘର ସଭାପତୀ ନାସିର ଖାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବରଗଡ ବିଧାୟକ ଦେବେଶ…

ସ୍ୱର୍ଗତ ବିଧାୟକଙ୍କ ଉଦେଶ୍ୟରେ ଶ୍ରଦ୍ଧାଜଂଳି ସଭା

ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡାସ୍ଥିତ ବଜାର ପ୍ରାଙ୍ଗଣରେ ଗୁରୁବାର ସଂଧ୍ୟାରେ ପଦ୍ମପୁର ବିଧାୟକ ସ୍ୱର୍ଗତ ବଜୟ ରଂଜନ ସିଂ ବରିହାଙ୍କ ଅମର ଆତ୍ମାର ସତଗତି ନିମନ୍ତେ ପଲସାପାଲି, ଜ୍ଞାନ, ଟାଳ ଓ ମେଲଛାମୁଣ୍ଡା ପଂଚାୟତର ସମସ୍ତ ବିଜେଡି କର୍ମିଙ୍କୁ ନେଇ ଏକ ଶ୍ରଦ୍ଧାଜଂଳି ସଭା ଅନୁଷ୍ଠିତ…

ଗଣକବି ଙ୍କ ଜୟନ୍ତୀ ସମାରୋହର ୫ମ ସନ୍ଧ୍ୟା ରେ ହଜାର ହଜାର ସଂଖ୍ୟାରେ ଜନସମାଗମ

ବୈଷ୍ଣବ ପାଣିଙ୍କ ସାହିତ୍ୟକୁ ଇଂରାଜୀ ଭାଷାରେ ଅନୁବାଦ ପାଇଁ ପ୍ରତାପ ଜେନାଙ୍କ ଉଦ୍ୟମ ପ୍ରଶଂସନୀୟ l ଶାସକ ପ୍ରଶାସକ (ମାହାଙ୍ଗା ଦେବେନ୍ଦ୍ର ଷଢଙ୍ଗୀ)- ଗଣକବି ଙ୍କ ଜୟନ୍ତୀ ସମାରୋହର ୫ମ ସନ୍ଧ୍ୟା ରେ ହଜାର ହଜାର ସଂଖ୍ୟାରେ ଜନସମାଗମ ଦେଖିବାକୁ ମିଳିଥିଲା l ଓଡ଼ିଆ ଗୀତିନାଟ୍ୟ ଜଗତର…

ଦୁବାଇରେ ଆୟୋଜିତ ଜାଇଟେକ୍ସ ଗ୍ଲୋବାଲ ଇଭେଂଟରେ ଭାଗ ନେଲେ ଓଡ଼ିଶାର ୨୦ଟି ଷ୍ଟାର୍ଟଅପ୍‌

ଷ୍ଟାର୍ଟଅପ୍ ଓଡ଼ିଶା ହେଉଛି ଜାଇଟେକ୍ସ ଗ୍ଲୋବାଲ ୨୦୨୨ର ପାର୍ଟିସିପେଟିଙ୍ଗ ପାର୍ଟନର ଭୁବନେଶ୍ୱର: ଷ୍ଟାର୍ଟଅପ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡଃ ଓମକାର ରାୟଙ୍କ ନେତୃତ୍ୱରେ ଓଡ଼ିଶାର ୨୦ଟି ଟେକ୍ ଷ୍ଟାର୍ଟଅପଙ୍କର ଏକ ପ୍ରତିନିଧି ଦଳ ବିଶ୍ୱର ପ୍ରତିଷ୍ଠିତ ଟେକ୍ ଓ ଷ୍ଟାର୍ଟଅପ ଇଭେଂଟ,…

“ଉଷାକୋଠୀ” ପର୍ବ ଉଦଯାପିତ : ଶେଷ ଦୁଇ ଦିନରେ ଦୁଇଟି ନାଟକ ମଞ୍ଚସ୍ଥ

https://youtu.be/8UL7pLoWUKk ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ବାପୁଜୀ ପେଣ୍ଠ ଗାଁ ରେ ପ୍ରତି ପାଞ୍ଚ ବର୍ଷରେ ଥରେ ହେଉଥିବା ବହୁ ପୂରାତନ "ଉଷାକୋଠୀ" ପର୍ବ ଉଦଯାପିତ ହୋଇଯାଇଛି। ଦଶହରା ଦିନ ଠାରୁ ଆରମ୍ଭ ହେଇଥିବା ଏହି ପର୍ବ ଗୁରୁବାର ଭୋର…

ତୃତୀୟ ଦିବସରେ ଗଜପତି ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ତୃତୀୟ ଦିବସରେ ଗଜପତି ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ୧୭ ବର୍ଷରୁ କମ୍ ବୟସର ବାଳକ ବାଳିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଗଜପତି ଷ୍ଟାଡିୟମ୍ ପାରଳାଖେମୁଣ୍ଡି ପରିସରରେ ଚାଲୁରହିଛି। ଦ୍ୱିତୀୟ ଦିବସର ପ୍ରଥମ ପ୍ରଯ୍ୟାୟରେ ଆର. ଉଦୟଗିରି ଓ ନୂଆଗଡ…

ଆନ୍ତର୍ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅନ୍ତର୍ଗତ ନେହେରୁ ଯୁବ କେନ୍ଦ୍ର ତରଫରୁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳିତ…

‘୫-ଟି’ ଉପକ୍ରମର କାର୍ଯ୍ୟାନ୍ୱୟନରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନେ ଅଗ୍ରଣୀ ଭୂମିକା ନିର୍ବାହ କରନ୍ତୁ ।…

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନଙ୍କୁ ହିସାବ ରକ୍ଷଣ ଓ ବିତ୍ତୀୟ ପରିଚାଳନା ପ୍ରଶିକ୍ଷଣ ଭୁବନେଶ୍ୱର : ଅଧୁନା ବୈଷୟିକ ବିଜ୍ଞାନର ଦ୍ରୁତ ପରିବର୍ତ୍ତନ ଘଟୁଛି l ସେହି ଅନୁସାରେ ଆଇନ୍, ନିୟମ କାନୁନ୍ ଏବଂ କାରବାରରେ ପରିବର୍ତ୍ତନ କରାଯାଉଛି l ରାଜ୍ୟ ସରକାର ଏବେ‘୫-ଟି’ ଉପକ୍ରମ…

ଜୟ ଓଡ଼ିଶା ଶକ୍ତି ଓ ଗଜଲକ୍ଷ୍ମୀ ସାଂସ୍କୃତିକ ସଂଘ ଗଜଲକ୍ଷ୍ମୀ ପୂଜା: ଚତୁର୍ଥ ସନ୍ଧ୍ୟାରେ ଆଳତୀରେ ସାମିଲ ହେଲେ…

ଭୁବନେଶ୍ୱର :ଧରାବତରଣ କରିଛନ୍ତି ଧନଦାତ୍ରୀ ମା' ଗଜଲକ୍ଷ୍ମୀ। ମା'ଙ୍କ ଆବାହନ ପାଇଁ ଉତ୍ସବମୁଖର ହୋଇଉଠିଛି ପୂରପଲ୍ଲୀ। ବିଭିନ୍ନ ପୀଠ ଓ ମଣ୍ଡପରେ ରୀତିନୀତି ଅନୁଯାୟୀ ମା'ଙ୍କ ପୂଜାର୍ଚ୍ଚନା ଆରମ୍ଭ‌ ହୋଇଛି । ଚଳିତ ବର୍ଷ ମଧ୍ୟ, ୟୁନିଟ ୩ ଠାରେ ଜୟ ଓଡ଼ିଶା ଶକ୍ତି ଓ ଗଜଲକ୍ଷ୍ମୀ…

ବଂଚିବାର ନୂଆ ରାହା ପାଇଲେ ଦିବ୍ୟାଙ୍ଗ ଅଖିଳ, ସାହା ହେଲା ଓଡିଶା ମୋ ପରିବାର

ଭୁବନେଶ୍ୱର : ଦିବ୍ୟାଙ୍ଗ ଅଖିଳଙ୍କ ଜୀବନରେ ଘୋଟି ଆସିଥିବା ଅନ୍ଧକାରକୁ ଦୂର କଲା ଓଡ଼ିଶା-ମୋ ପରିବାର । ଜୀବନ ଜିଇବା ଦୁର୍ବିସହ ହୋଇପଡ଼ିଥିଲା ତାଙ୍କର, ତାଙ୍କ ଜୀବନକୁ ସହଜ କରିବା ପାଇଁ ଆଶାର ଆଲୋକ ସାଜି ଓଡ଼ିଶା-ମୋ ପରିବାର ଯୋଗାଇଦେଲା “କୃତ୍ରିମ ଅଙ୍ଗ” |କେନ୍ଦ୍ରାପଡ଼ା ଜିଲ୍ଲା ନୂଆପଡ଼ା…