ସହାୟତାର ହାତ ବଡାଇଲେ ବ୍ରହ୍ମପୁର ବିଧାୟକ ଓ ରାୟଗଡା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ର ଉପଦେଷ୍ଟା ସୁଧୀର କୁମାର ଦାସ ।
ପ୍ରଦୀପ ଦଲାଇ ଙ୍କ ରିପୋର୍ଟ/ ସହାୟତାର ହାତ ବଡାଇଲେ ମାନ୍ୟବର ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଓ ରାୟଗଡା ର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର କୁମାର ଦାସ ।ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଗ୍ରାମର ଲମ୍ବତା ସାହିର ବାସିନ୍ଦା ମନୋରଞ୍ଜନ ଲମ୍ବତା ଙ୍କ କିଛି ଦିନ ହେବ ଦେହ…