ପଦ୍ମପୁର ସରସ୍ବତୀ ବିଦ୍ୟା ମନ୍ଦିରରେ ପରିବେଶ ସଚେତନତା କାର୍ଯ୍ୟକ୍ରମ ।
ପଦ୍ମପୁର : ବରଗଡ ଜିଲ୍ଲା ପଦ୍ମପୁର ବ୍ଳକ୍ ଅନ୍ତର୍ଗତ ସରସ୍ବତୀ ବିଦ୍ୟା ମନ୍ଦିର ପଦ୍ମପୁର ଠାରେ ଏକ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସରସ୍ବତୀ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୂଖ୍ୟ ଅତିଥି ଭାବରେ ଡ ଭକ୍ତପୁରଣ…