ଟିପିସିଓଡିଏଲ୍ ପକ୍ଷରୁ ନଭେମ୍ବରରେ ଗୁଣାତ୍ମକ ମାସ ପାଳନ

ଭୁବନେଶ୍ୱର: ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ଆୟୋଜିତ ଏକ ଆଭ୍ୟନ୍ତରୀଣ କାର୍ଯ୍ୟକ୍ରମରେ ନଭେମ୍ବର ୨୦୨୨ ମାସକୁ ଗୁଣାତ୍ମକ ମାସ ଭାବରେ ପାଳନ କରାଯିବା ପାଇଁ ଘୋଷଣା କରାଯାଇଛି । ଚଳିତ ବର୍ଷ ଗୁଣାତ୍ମକ ମାସର ବିଷୟବସ୍ତୁ ହେଉଛି “ଗୁଣାତ୍ମକ…

ବିଦ୍ୟାଳୟସ୍ତରୀୟ ଡ୍ରାମା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ପ୍ରଫୁଲ୍ଲ ପାଠାଗାର ସଭାଗୃହ ପରିସରରେ ଜନାର୍ଦନ ଆଚାର୍ଯ୍ୟ ମେମୋରିଆଲ ଟ୍ରଷ୍ଟ ଓ ପାଠାଗାରର ମିଳିତ ଉଦ୍ୟମରେ ଆସନ୍ତା ତା-୧୩.୧୧.୨୦୨୨ରିଖରେ ହେବାକୁ ଥିବା ବିଦ୍ୟାଳୟସ୍ତରୀୟ ଡ୍ରାମା ପ୍ରତିଯୋଗିତା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ…

5ଟି ବିଦ୍ୟାଳୟ ଗସ୍ତ କରି ଭିତ୍ତିଭୂମିର ବିକାଶ ପାଇଁ ଆଲୋଚନା କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ାଇଲେ…

ମାହାଙ୍ଗା/ଦେବେନ୍ଦ୍ର ଷଡ଼ଙ୍ଗୀ: ସବୁବେଳେ ସବୁ ସମୟରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଉନ୍ନତି କଥା ଚିନ୍ତା କରିଆସୁଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ, ନିର୍ମଳ, ଶାସନରେ ଅନୁପ୍ରାଣିତ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ କଥା କହୁଛୁ l…

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୨

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୨ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି l ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ରାଜଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ…

ପାର୍ସାଲୀ ନିୟମଗିରି ପର୍ବତରେ ଲାଗିଲା 4G JIO ଟାୱାର ଉଦଘାଟନ କଲେ ସାଂସଦ ସପ୍ତଗିରି

ପ୍ରଦୀପ ଦଲାଇ ଙ୍କ ରିପୋର୍ଟ/ ରାୟଗଡା ଜ଼ିଲ୍ଲା କଲ୍ୟାଣସିଙ୍ଗପୁର ବ୍ଲକର ପାର୍ସାଲୀ ନିୟମଗିରି ପର୍ବତରେ ଲାଗିଲା 4G JIO ଟାୱାର ଶୁଭଉଦଘାଟନ କଲେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା ।ବହୁ ବର୍ଷ ପରେ ନିୟମଗିରି ପାହାଡିଆ ଡ଼ଙ୍ଗରିଆ ଅଧିବାସୀ ମାନଙ୍କ ପୁରୁଣା ସ୍ବପ୍ନ ସାକାର କଲେ…

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ପିଜିଆଇ ରିପୋର୍ଟ ୨୦୨୦-୨୧ : ଶ୍ରେଷ୍ଠ ୧୦ରାଜ୍ୟ ମଧ୍ୟରେ ଓଡ଼ିଶା

ଶିକ୍ଷା କ୍ଷେତ୍ରରେ ଓଡ଼ିଶା ଆଣିଛି ବୈପ୍ଳବିକ ପରିବର୍ତ୍ତନ ଭୁବନେଶ୍ୱର, :କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧିନସ୍ଥ ବିଦ୍ୟାଳୟ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପର୍ଫମାନ୍ସ ଗ୍ରେଡିଂ ଇନଡେକ୍ସ(ପିଜିଆଇ) ୨୦୨୦-୨୧ ରିପୋର୍ଟରେ ଶ୍ରେଷ୍ଠ ୧୦ ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା । ଗୁଣାତ୍ମକ ଶିକ୍ଷା,…

ଗ୍ରାମାଞ୍ଚଳ ଉଦ୍ୟୋଗୀଙ୍କୁ ଉତ୍ସାହିତ କରୁଛି ୟୁଏଆଇଏଲ୍‍ର ‘ପ୍ରୋଜେକ୍ଟ ଉଦ୍ୟମୀ’

ଭୁବନେଶ୍ୱର/ଟିକିରି(ବୈକୁଣ୍ଠ ଦୁରିଆ ): ରାୟଗଡା ଜିଲ୍ଲା ସୁରୁଗଞ୍ଜ ଗ୍ରାମର ଶ୍ରୀ ସୁରେଶ ନାଏକ କିଛିବର୍ଷ ପୂର୍ବରୁ ନିଜର ଜୀବନ ନିର୍ବାହ ଓ ପରିବାରର ମୌଳିକ ଆବଶ୍ୟକତା ପୂରଣ ନିମନ୍ତେ କେରଳରେ ଜଣେ ପ୍ରବାସୀ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । କିନ୍ତୁ ସମ୍ପ୍ରତି ସେ ଜଣେ ସୁଖୀ ମଣିଷ ଯିଏ…

ବହୁଭାଷୀ ଶିକ୍ଷକମାନଙ୍କ ଦରମା ବୃଦ୍ଧି

ଭୁବନେଶ୍ୱର, :ରାଜ୍ୟ ସରକାର ବହୁଭାଷୀ ଶିକ୍ଷକମାନଙ୍କୁ ଉତ୍ସାହିତ କରିବା ପାଇଁ ସେମାନଙ୍କର ମାସିକ ପାରିଶ୍ରମିକ ୩୨୦୦ ଟଙ୍କାରୁ ୫୩୭୯ ଟଙ୍କାକୁ ବୃଦ୍ଧି କରିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ମାସିକ ୩୨୦୦ ଟଙ୍କାରେ ବହୁଭାଷୀ ଶିକ୍ଷକମାନେ ଅସୁବିଧାରେ ଚଳୁଥିବା ଏବଂ ସେମାନେ ନିଜର ଦାୟିତ୍ୱକୁ…

ପାଞ୍ଚ ଦଫା ଦାବି ନେଇ ଆଜି ପାଇକମାଲ ବନ୍ଦ

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ରେ ଆଜି ପାଇକମାଲ ଓ ଆଖପାଖ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ଦାବୀକୁ ନେଇ ଆଜି ପାଇକମାଲ ବଣିକ ସଙ୍ଘ ଓ ନାଗରିକ କମିଟି ତରଫରୁ ସକାଳ ଛଅ ଘଣ୍ଟା ସମୟରୁ ବନ୍ଦ ପାଳନ କରାଯାଇଛି । ଏହି ବନ୍ଦ ରେ ଗାଡି ଚଳାଚଳ ଓ ଅତ୍ୟାବଶ୍ୟକୀୟ ସେବା କୁ ବାଦ ଦିଅ ଯାଇଥିବା ବେଳେ…