ବିରୋଧୀଙ୍କ ବନ୍ଧରେ ଘଳିଆ, ଏଥର କଂଗ୍ରେସ
ଉପନିର୍ବାଚନ ପୂର୍ବରୁ ବିଜେଡ଼ି ରେ ବିଜେଡି ମୁହାଁ ବିରୋଧୀ ନେତା ଓ କର୍ମୀ
ବରଗଡ :- ଉପନିର୍ବାଚନ ପୂର୍ବରୁ ପଦ୍ମପୁର ବିଜୁ ଜନତା ଦଳର ଅଫିସ ଚଳଚଞ୍ଚଳ ହୋଇ ପଡିଛି । ବିଜୁ ଜନତା ଦଳରେ ଯୋଗ ଦେବା ପାଇଁ ଆସୁଥିବା ବିରୋଧୀ ଦଳର ନେତା ଓ କର୍ମୀ ଙ୍କର ଉତ୍ସାହ ଓ ବିରୋଧୀ ଦଳ ର ଅନେକ ନେତା…