ପ୍ରଥମେ ବିଜେପି ଓ ଏବେ କଂଗ୍ରେସ ହରାଇଲା ଦୁଇ ବଡ଼ ନେତାଙ୍କୁ

ବିଜେଡିର ସାମିଲ ହେଲେ ଚମ୍ପକେଶ୍ୱର ପୁରୋହିତ ବରଗଡ :- ଉପନିର୍ବାଚନ ର ପ୍ରଚାର ମୈଦାନ କୁ ପ୍ରଚାର ପାଇଁ ଯିବା ପୂର୍ବରୁ ବିଜୁ ଜନତା ଦଳ ନିଜର ଶକ୍ତି ବଢ଼େଇବାରେ ଲାଗିଛି । ମୁଖ୍ୟତଃ ପଦ୍ମପୁର ସହର ଓ ଏହାର ଆଖପାଖ ଅଞ୍ଚଳର ବହୁ ବିରୋଧୀ ଦଳର କର୍ମୀ ଓ ନେତା ଇତି ମଧ୍ୟରେ ବିଜୁ ଜନତା ଦଳରେ…

ଆସନ୍ତା ଦୁଇ ଦିନ ପାଇଁ ପାଇକମାଲ ବନ୍ଦ

ଚାଲୁରହିବ ଅତ୍ୟାବଶ୍ୟକୀୟ ଯୋଗାଣ ଓ ଗାଡି ଚଳାଚଳ ବରଗଡ :- ଆଜି ସକାଳ ରୁ ପାଇକମାଲ ରେ ଆରମ୍ଭ ହୋଇଥିବା ଗଣଧାରଣା ସ୍ଥଳରେ ଆନ୍ଦୋଳନ କାରୀ ମାନଙ୍କର ନିଷ୍ପତ୍ତି ମୁତାବକ ଆସନ୍ତା କାଲି ଅର୍ଥାତ 17 ଓ 18 ତାରିଖ ପାଇକମାଲ ଅଂଚଳର ସମସ୍ତ ଦୋକାନ, ବଜାର , ହୋଟେଲ, ଲଜ , ପନିପରିବା ମାର୍କେଟ…

ନିର୍ବାଚନ ମୈଦାନ କୁ ଓଲ୍ହାଇଲେ ବର୍ଷା ସିଂ ବରିହା

https://youtu.be/xnakUZvmLKs ଚାଷୀ ଭାଇ ମାନଙ୍କ ଡରରେ କେନ୍ଦ୍ର ସରକାର ବୀମା ଟଙ୍କା ପ୍ରଦାନ କରିଛି :- ସୁଶାନ୍ତ ସିଂ ମୁଁ କୁଆଡେ ଯିବି ନାହିଁ , ଏଇଠି ରହି ଆପଣଙ୍କ ସେବା କରିବି :- ବର୍ଷା ବରଗଡ :- ବରଗଡ଼ ଜିଲ୍ଲା , ପଦ୍ମପୁର ନିର୍ବାଚନ ମଣ୍ଡଳୀର , ପାଇକମାଲ ଯୋନ 3 ରେ ଆଜି…

ଉପନିର୍ବାଚନ ପାଇଁ ପ୍ରଶାସନିକ ପ୍ରସ୍ତୁତି

ବରଗଡ :-ପଦ୍ମପୁର ଉପନିର୍ବାଚନ କୁ ନିର୍ବାଚନ କମିଶନଙ୍କ ଗାଇଡ଼ଲାଇନ ମୁତାବକ ସୁଚାରୁ ରୂପରେ ସମ୍ପନ୍ନ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି କ୍ରମରେ ଆଜି ଛତିଶଗଡ଼ର ମହାସମୁନ୍ଦ ଓ ସାରଙ୍ଗଗଡ଼ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସହ…

ପାଇକମାଳ ଯୋନ 2ରେ ବିଜେଡିର ମାରାଥନ ପ୍ରଚାର ଶୁଭାରମ୍ଭ

ବିଜେପି ର ମିଥ୍ୟା ପ୍ରତିଶ୍ରୁତି ଓ ଦରଦାମ ବୃଦ୍ଧି ଉପରେ ବର୍ଷିଲେ ନେତୃ ମଣ୍ଡଳୀ ପାଇକମାଳ  :- ପଦ୍ମପୁର ଉପ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ପ୍ରଥମ କରି ବିଜେଡି ପକ୍ଷରୁ ପ୍ରଚାର ଅଭିଯାନ ଆରମ୍ଭ ହୋଇଯାଇଛି । ପାଇକମାଳ ଜୋନ-2 ର ସାଲେପାଲି ଠାରେ ବିଜେଡି ର ଅନୁଷ୍ଠିତ…

ରାଜ୍ୟ ସରକାର ଓ ବୀମା କମ୍ପାନୀଙ୍କୁ ଦାୟୀ କଲେ ଧର୍ମେନ୍ଦ୍ର

"ସେମାନଙ୍କ ଦ୍ୱାରା ତ୍ରୁଟିପୂର୍ଣ୍ଣ ଫସଲ ଅମଳ ପରୀକ୍ଷା ଓ ବୀମାରାଶି ତଥା ହିତାଧିକାରୀଙ୍କ ତଥ୍ୟ ଦିଆଯାଇଛି " ଏହି ସବୁ ସମସ୍ୟାର ସମାଧାନ ପାଇଁ ଓଡ଼ିଶା ସରକାରଙ୍କୁ ଜଣାଇବା ନେଇ ପ୍ରତିଶ୍ରୁତି ଦେଲେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ନୂଆଦିଲ୍ଲୀ – କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ…

ସାମ୍ବାଦିକ ସମ୍ମଳିନୀ ବିଜେପିର ଚାଷୀ ବିରୋଧି ନୀତିକୁ ପଦାରେ ପକାଇଲା: ବିଜେଡି

  ଚାଷୀଙ୍କ ଇନପୁଟ୍‍ ସବସିଡିକୁ ବିରୋଧ ବିଜେପିକୁ ମହଙ୍ଗା ହେବ  ପଦମପୁରର ଚାଷୀମାନେ ଏହାର ଉଚିତ୍‍ ଜବାବ ଦେବେ ଭୁବନେଶ୍ୱର: ଆଜି ବିଜେପିର ସାମ୍ବାଦିକ ସମ୍ମିଳନୀ ପୁଣିଥରେ ଓଡିଶା ବିଜେପିର ଚାଷୀ ବିରୋଧୀ ମନୋଭାବକୁ ପଦାରେ ପକାଇଛି । ଚାଷୀମାନେ ଏହାର ଉଚିତ୍‍ ଜବାବ ଦେବେ…

ବରଗଡ ଜିଲ୍ଲାକୁ କେତେ ଟଙ୍କା ଇନ୍ପୁଟ୍ ସବସିଡି ଦିଆଯିବ, ମୁଖ୍ୟମନ୍ତ୍ରୀ ତଥ୍ୟ ରଖନ୍ତୁ: ପୃଥ୍ୱୀରାଜ

ଭୁବନେଶ୍ୱର,:ବରଗଡ ଜିଲ୍ଲାରେ ମରୁଡି ହୋଇଥିବା ନେଇ ଥିବା ଚିଠି ଉପରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦିଅନ୍ତୁ ଓ ବରଗଡ଼ ଜିଲ୍ଲା ପାଇଁ ଇନପୁଟ୍ ସବସିଡି କେତେ ଦିଆଯିବ, ସେହି ସବିଶେଷ ତଥ୍ୟର ଉତର ମୁଖ୍ୟମନ୍ତ୍ରୀ ରଖନ୍ତୁ ବୋଲି ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ…

ସୋଆ ଏସ୍‌ଏଚ୍‌ଏମ୍‌ରେ ମହିଳାଙ୍କ ନିମନ୍ତେ ରନ୍ଧନ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର: ମହିଳାମାନେ ନିଜେ ସ୍ୱାବଲମ୍ବୀ ହୁଅନ୍ତୁ ଯାହା ଦ୍ୱାରା ଯେକୌଣସି ପ୍ରତିକୁଳ ପରିସ୍ଥିତି ରେ ମଧ୍ୟ ସେମାନେ ଅସହାୟ ହୋଇପଡିବେ ନାହିଁ । ପ୍ରତ୍ୟେକ ମହିଳା ଙ୍କ ନିକଟରେ ରନ୍ଧନ ର କଳା ରହିଛି । ଶ୍ରଦ୍ଧା , ଭକ୍ତି ଓ ନିଷ୍ଠା ର ସହ କାର୍ଯ୍ୟ କଲେ ସେମାନେ ସଫଳ ହୋଇପାରିବେ ବୋଲି…

ଉପନିର୍ବାଚନ ପୂର୍ବରୁ ବିଜେଡି ର ପ୍ରସ୍ତୁତି ବିରାଟ ଜନସଭା

ରାଜ୍ୟ ସରକାରଙ୍କ ବିକାଶ କୁ ନେଇ ଲୋକଙ୍କ ପାଖକୁ ଯିବୁ :- ବିଜେଡି ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ହେବାକୁ ଯାଉଛି ଉପନିର୍ବାଚନ । ଆସନ୍ତା କାଲି ନାମାଙ୍କନ ଦାଖଲ କରିବାର ଶେଷ ତାରିଖ । ମତଦାନ ଦିନ ଯେତିକି ପାଖେଇ ଆସୁଛି , କେବେ ଉପନିର୍ବାଚନ ର ସମ୍ମୁଖୀନ…