୩ରେ କିଟ୍ ନହ୍ନିପରୀ ଆଞ୍ଚଳିକ ଅଡିସନ
ଭୁବନେଶ୍ୱର : କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆର ବିଂଶତମ ସଂସ୍କରଣ ପାଇଁ ଆଞ୍ଚଳିକ ଅଡିସନ୍ ଡିସେମ୍ବର ୩ ତାରିଖରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ । କରୋନା ଯୋଗୁଁ ଦୁଇବର୍ଷ ଧରି ବନ୍ଦ ଥିବା ଏହି ପ୍ରତିଯୋଗିତା ପୁନର୍ବାର ଆରମ୍ଭ ହେବାକୁ ଯାଉଥିବା ବେଳେ ପ୍ରତିେଯୋଗୀଙ୍କ ମଧ୍ୟରେ ବେଶ୍…