ସୁବର୍ଣ୍ଣପୁର ଇତିହାସ ବିନା ଓଡ଼ିଶା ଇତିହାସ ପୂର୍ଣ୍ଣାଙ୍ଗ ହୋଇ ପାରିବ ନାହିଁ

ବୀରମହାରାଜପୁର କଲେଜ ଇତିହାସ ବିଭାଗର ଆଲୋଚନାଚକ୍ର ବୀରମହାରାଜପୁର, (ବିନୋଦ ପାଣ୍ଡେ): ପ୍ରାଚୀନ ସୁବର୍ଣ୍ଣପୁର ଦକ୍ଷିଣ କୋଶଳ ସାମ୍ରାଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ବିଶେଷ ଭାବରେ ପରିଗଣିତ ହେଉଥିଲା । ଏଠାରେ ଭଞ୍ଜ, ସୋମବଂଶୀ, ଗଙ୍ଗ, ତେଲଗୁ ଚୋଡ, କଳାଚୁରୀ, ଚୌହାନ ପ୍ରଭୃତି ରାଜବଂଶ…

ହନୁମାନ୍ ମନ୍ଦିର ପ୍ରତିଷ୍ଠା ସହ ବିଗ୍ରହ ସ୍ଥାପନ ଓ ସୁନ୍ଦରାକାଣ୍ଡ

ବୀରମହାରାଜପୁର/ବିନୋଦ ପାଣ୍ଡେ: ସୁବର୍ଣ୍ଣପୁର୍ ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ତେଲିପାଲି ରାମ ମନ୍ଦିର ପରିସର ରେ ହନୁମାନ୍ ମନ୍ଦିର ପ୍ରତିଷ୍ଠା ସହ ନୂତନ ବିଗ୍ରହ ସ୍ଥାପନ ଓ ସୁନ୍ଦରାକାଣ୍ଡ ପରାୟଣ ଅନୁଷ୍ଠିତ ହୋଇଥିଲା l ଶ୍ରୀଯୁକ୍ତ କାର୍ତ୍ତିକ ପାଢ଼ୀ ଓ ଆଲ୍ଲାଦିନୀ ପାଢ଼ୀ,ଆଶୁତୋଷ…

ହକି ବିଶ୍ୱକପ ପାଇଁ ଜିଲ୍ଲାରେ ଆରମ୍ଭ ହିଲା କ୍ରୀଡା ଉତ୍ସବ।। ଦିଲ୍ଲୀପ ତିର୍କୀଙ୍କ ଜନ୍ମମାଟି ସଉନାମୁରା ରୁ ଶୁଭାରମ୍ଭ।

ସୁନ୍ଦରଗଡ଼/ରାଉରକେଲା(ବସନ୍ତ କୁମାର ଜେନା) : ୨୦୨୩ ଜାନୁଆରି ୧୩ରୁ ୨୯ ରାଉରକେଲା ଓ ଭୁବନେଶ୍ବର ଠାରେ ଆରମ୍ଭ ହେବ ପୁରୁଷ ହକି ବିଶ୍ବକପ୍‌। ଏଥିପାଇଁ ହକିର ଅନ୍ତୁଡ଼ିଶାଳ ସୁନ୍ଦରଗଡ଼ର ଗାଁ ଠାରୁ ସହର ଯାଏ ଲାଗି ରହିଛି ଉତ୍କଣ୍ଠା। ହକି ବିଶ୍ବକପକୁ ଅଧିକ ସ୍ମରଣୀୟ ଓ ଉତ୍ସବ ମୁଖର କରିବା ପାଇଁ…

ଜଗତସିଂହପୁରଠାରେ ୬୦ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ

ଜଗତସିଂହପୁର,/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ରିଜର୍ଭ ପୋଲିସ ଲାଇନ ପ୍ୟାରେଡ ଗ୍ରାଉଣ୍ଡ, ପୁନଙ୍ଗଠାରେ ୬୦ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଖିଳେଶ୍ଵର ସିଂହ କହିଲେ…

ଡ଼ିସେମ୍ବର 11 ରେ “ବିଜେବି ଫ୍ରେଣ୍ଡସ”ର ବନ୍ଧୁ ମିଳନ

ବିଜେବି କଲେଜ ପୁରାତନ ଛାତ୍ର ସଂଘ "ବିଜେବି ଫ୍ରେଣ୍ଡ୍ ସ " ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଭୁବନେଶ୍ୱର : ବିଜେବି କଲେଜ ପୁରାତନ ଛାତ୍ର ସଂଘ "ବିଜେବି ଫ୍ରେଣ୍ଡସ " ର ବନ୍ଧୁ ମିଳନ ଆସନ୍ତା ମାସ ଡିସେମ୍ବର 11 ତାରିଖ ଦିନ ଆୟୋଜିତ ହେବାକୁ ଯାଉଛି | ଏ ନେଇ ମଙ୍ଗଳବାର ବିଜେବି ଫ୍ରେଣ୍ଡସ…

ଓଡ଼ିଶାରେ ଶିଶୁ ଅପପୁଷ୍ଟି ଓ ଗେଡାପଣ ଦୂର ଅଭିଯାନ ପାଇଁ ପୃଷ୍ଠଭୂମି ପ୍ରସ୍ତୁତ – ମୁଖ୍ୟ ଶାସନ ସଚିବ

ଶିଶୁ ଅପପୁଷ୍ଟି ଓ ଗେଡାପଣ ଜାତୀୟ ଆଲୋଚନା ଚକ୍ର ଭୁବନେଶ୍ୱର,:ଓଡ଼ିଶାରେ ଶିଶୁ ଅପପୁଷ୍ଟି ଓ ଗେଡାପଣ କମାଯାଇ ପାରିବ ଏବଂ ଏଥି ପାଇଁ ପୂର୍ଣ୍ଣ କ୍ଷେତ୍ର ପ୍ରସ୍ତୁତ କରାଯାଉଛି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି । ଆଜି ହୋଟେଲ ମେ ଫେୟାରଠାରେ ଅନୁଷ୍ଠିତ…

ପୂର୍ବତନ ଛାତ୍ର ତଥା ଦମନ୍ ଚଳଚ୍ଚିତ୍ରର ଅଭିନେତା ଦୀପନ୍ୱିତ ଦାସମହାପାତ୍ରଙ୍କୁ ସୋଆ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ବର୍ତମାନ ଚଳଚ୍ଚିତ୍ର ଜଗତରେ ଚହଳ ପକାଇଥିବା ଓଡ଼ିଆ ଚଳଚ୍ଚିତ୍ର “ଦମନ୍‌”ର ସହଅଭିନେତା ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପୂର୍ବତନ ଛାତ୍ର ଦୀପନ୍ୱିତ ଦାଶମହାପାତ୍ରଙ୍କୁ ସାମାଜିକ ବାର୍ତା ପ୍ରଦାନ କରୁଥିବା ଏହି ଚଳଚ୍ଚିତ୍ରରେ ତାଙ୍କର ନିଖୁଣ ଅଭିନୟ ପାଇଁ ବିଶ୍ୱବିଦ୍ୟାଳୟ…

ଭୁବନେଶ୍ୱର ମହାନଗର ନିଗମସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ

ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ବୃଦ୍ଧି ପାଇଁ ଶିକ୍ଷକଶିକ୍ଷୟିତ୍ରୀମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଭୁବନେଶ୍ୱର (ଶାସକ ପ୍ରଶାସକ) :ବିଜ୍ଞାନ ହେଉଛି ବ୍ରହ୍ମ । ବିଜ୍ଞାନ ଯୋଗୁଁମନୁଷ୍ୟର ଜୀବନଯାପନ ସହଜ ହୋଇଛି ।ଛାତ୍ରଛାତ୍ରୀମାନେ ବିଜ୍ଞାନ ଶିକ୍ଷା କରି ବୈଜ୍ଞାନିକ…

ଇସ୍ପାତ ସହରର ଗୋଟିଏ ପାଖ ଚମକୁଥିବା ବେଳେ ଅନ୍ୟ ପାଖଟି ଫିକା ପଡିଛି

ପ୍ରଶାସନର ଆଡ ନଜରରେ ଦକ୍ଷିଣ ରାଉରକେଲା ଓ ଏହାର ସନ୍ତାପିତ ଅଧିବାସୀ ରାଉରକେଲା(ବସନ୍ତ କୁମାର ଜେନା ): ଆସନ୍ତା ଜାନୁଆରୀ ମାସରେ ହକି ବିଶ୍ବକପକୁ ନେଇ ରାଉରକେଲା ଇସ୍ପାତ ସହର ଏବେ ନବବଧୂ ପରି ସଜେଇ ହେଉଛି। ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ ନିର୍ମାଣ ସହ ସହରର ଆନୁସଙ୍ଗିକ ବ୍ୟବସ୍ଥା ଯଥା -…

ଡ଼ଃ.ବି.ଆର.ଆମ୍ବେଦକରଙ୍କ ଶ୍ରାଦ୍ଧବାର୍ଷିକ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜିଲ୍ଲା ଦଳିତ ବିକାଶ ପକ୍ଷରୁ ୬୬ତମ ବି.ଆର.ଆମ୍ବେଦକରଙ୍କ ଶ୍ରାଦ୍ଧବାର୍ଷିକ ପାଳିତ l ଭାରତ ସମ୍ବିଧାନ ପ୍ରଣୟତା ଭାରତ ରତ୍ନ ବାବା ସାହେବ ବି.ଆର. ଆମ୍ବେଦକରଙ୍କ ୬୬ ତମ ଶ୍ରାଦ୍ଧବାର୍ଷିକ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଦଳିତ ବିକାଶ ପରିଷଦର…