ଉତ୍କଳ ଆଲୁମିନାର ସିଏସ୍‍ଆର ପ୍ରକଳ୍ପସମୂହକୁ ଫିକି, ସିଏସ୍‍ଆର ଟାଇମ୍ସ ଏବଂ ୟୁବିଏସ୍‍ ଫୋରମ୍‍ ପୁରସ୍କାର

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ : ରାୟଗଡ଼ା ଓ କଳାହାଣ୍ଡିର ଆଦିବାସୀ ଅଧ୍ୟୁଷିତ ଆଭ୍ୟନ୍ତରୀଣ ଅଞ୍ଚଳରେ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ୧୦୦ ପ୍ରତିଶତ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ବିବିଧ ସାମାଜିକ ବିକାଶ…

ଷ୍ଟେଟ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ଓଡିଶା ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ଶାଖାର ମିଳିତ ସହଯୋଗରେ ଆଲୋଚନା ଚକ୍ର ଓ…

(ମାହାଙ୍ଗା -ଦେବେନ୍ଦ୍ର ଷଢ଼ଙ୍ଗୀ) - ଷ୍ଟେଟ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ଓଡିଶା ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ଶାଖାର ମିଳିତ ସହଯୋଗରେ ହୋଟେଲ ଚଣ୍ଡିଆ ପ୍ୟାଲେସ ପରିସରରେ ଏକ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ସାମ୍ବାଦିକ ସଂଘ ସମ୍ପାଦକ ଶିବାଶିଷ ମହାନ୍ତି ଏହି…

ରାମପାଲି ଜବର ଦଖଲ ଉଚ୍ଛେଦ ପ୍ରତିବାଦରେ ସମ୍ପୃକ୍ତ ପରିବାର ପକ୍ଷରୁ ଉପଜିଲ୍ଲାପାଳ ଅଫିସ ଘେରାଉ

ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ ) -ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ୱାର୍ଡରେ ଆଜିକୁ ଦୀର୍ଘ ବର୍ଷ ହେବ ବହୁ ପରିବାର ସରକାରୀ ଜାଗାକୁ ଜବରଦଖଲ କରି ରହି ଆସୁଛନ୍ତି । ପ୍ରକାଶ ଥାଉକି,ଉକ୍ତ ପରିବାରକୁ ଥଇଥାନ ନକରି ୭ଦିନ ମଧ୍ୟରେ ଘର ନ ଛାଡ଼ିଲେ ଜେସିବି ବୁଲିବ ବୋଲି ଏନଏସି…

ବଲାଙ୍ଗିର ଠାରେ ଶିଶୁ ଯତ୍ନ ଅନୁଷ୍ଠାନ ର ଜିଲ୍ଲା ସ୍ତରୀୟ କ୍ରୀଡା ଉତ୍ସବ ” ଉତ୍ସାହ “-୨୦୨୨ ଅନୁଷ୍ଠିତ ।

ବଲାଙ୍ଗିର/ନିରୋଜ ମିଶ୍ର:  ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ,ବଲାଙ୍ଗିର ଆନୁକୁଲ୍ୟରେ ସ୍ଥାନୀୟ ରାଜେନ୍ଦ୍ର ନାରାୟଣ ସିଂହଦେଓ କ୍ରୀଡା କମ୍ପ୍ଲେକ୍ସ ଠାରେ ଆଜି ଜିଲ୍ଲା ର ୫ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ର ଜିଲ୍ଲା ସ୍ତରୀୟ କ୍ରୀଡା ଉତ୍ସବ ” ଉତ୍ସାହ “-୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡା…

ଅଲିମ୍ପିକ୍‌ ମୂଲ୍ୟବୋଧ ସମ୍ପର୍କିତ ଶିକ୍ଷା କାର୍ଯ୍ୟକ୍ରମର ସମୀକ୍ଷା କଲେ ଅଭିନବ ବିନ୍ଦ୍ରା ଓ ରାଜ୍ୟ ପ୍ରକଳ୍ପ…

ଭୁବନେଶ୍ୱର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଚଳିତ ବର୍ଷ ଭୁବନେଶ୍ୱର ଓ ରାଉରକେଲାର ୯୦ଟି ବିଦ୍ୟାଳୟରେ ଅଲିମ୍ପିକ୍‌ ମୂଲ୍ୟବୋଧ ସମ୍ପର୍କିତ ଶିକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଅଛି । ଏହି ଅବସରରେ ଗତ ତା୧୩.୧୨.୨୦୨୨ରିଖ ମଙ୍ଗଳବାର ଦିନ ବିଶିଷ୍ଟ…

ଏନ ଏ ସି ପରିଦର୍ଶନ କଲେ ବିଧାୟିକା:ନିଷ୍ଠା ର ସହିତ ଜନସେବା କରିବାକୁ କର୍ମଚାରୀ ମାନଙ୍କୁ ନିର୍ଦେଶ

ବରଗଡ :- ପଦ୍ମପୁର ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧ୍ୟାୟିକା ବର୍ଷା ରାଣୀ ସିଂ ବରିହା ଆଜି ପଦ୍ମପୁର ଏନ ଏ ସି ଅଫିସ କୁ ପହଞ୍ଚିଥିଲେ । ସର୍ବପ୍ରଥମେ ଅଫିସର କାର୍ଯନିର୍ବାହୀ ଅଧିକାରୀ ଙ୍କର ସମେତ ସମସ୍ତ କର୍ମଚାରି ମାନେ ମାନ୍ୟବର ବିଧାୟିକା ଙ୍କୁ ସ୍ୱାଗତ କରିଥିଲେ । ଏହାପରେ…

ପ୍ରସନ୍ନ ଦେବଙ୍କ ଦର୍ଶନ କଲେ ବିଧାୟକ ବିଷ୍ଣୁବ୍ରତ : ଉଜ୍ଜଳ ଆଲୋକୀକରଣର କଲେ ଉଦ୍ଘାଟନ

ବାସୁଦେବପୁର/ପ୍ରତାପ ପାଢ଼ୀ - ବାସୁଦେବପୁର ର ସର୍ବ ପୁରାତନ ମନ୍ଦିର ପ୍ରସନ୍ନ ଦେବ  ମନ୍ଦିର ର ବିଧାୟକ ଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠି ରୁ  ଉଜ୍ଜଳ ଆଲୋକୀକରଣର ଶୁଭ ଉଦଘାଟନ କଲେ ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ଓ ପୌର ଅଧ୍ୟକ୍ଷା ନିବେଦିତା ବେହେରା, ଉପାଧ୍ୟକ୍ଷ ଉତ୍ତମ ବାରିକ୍ ଓ ସ୍ଥାନୀୟ…

ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଅଗ୍ନିବିପନ୍ନ ପରିବାରକୁ ସହାୟତା ପ୍ରଦାନ

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ)-ନିଶ୍ଚିନ୍ତକୋଇଲି ବ୍ଲକ ସୁକରପଡ଼ା ଗ୍ରାମର ଚିତରଂଜନ ବାରିକଙ୍କ ଏକ ବଖରା ଗୃହ ସମେତ ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତି ଭସ୍ମୀଭୂତ ହୋଇଯାଇଥିଲା । ସ୍ଥାନୀୟ ଗ୍ରାମବାସୀ ନିଆଁକୁ ଲିଭାଇବା ନିମନ୍ତେ ଅକ୍ଲାନ୍ତ ଉଦ୍ୟମ କରିଥିଲେ ମଧ୍ୟ ଲିଭାଇ ପାରିନଥିଲେ ।…

ଶ୍ୟାମ ଷ୍ଟିଲ୍‍ ପ୍ରଚଳନ କରୁଛି ଜି ହଜୁର୍‍; ସମସ୍ତ ନିର୍ମାଣ ସାମଗ୍ରୀ ସଂଗ୍ରହ ନିମନ୍ତେ ଏକ ବି୨ବି ବଜାରସ୍ଥଳ

ଭୁବନେଶ୍ୱର: ପ୍ରାଇମେରୀ ଟିଏମ୍‍ଟି ବାର୍‍ର ଅନ୍ୟତମ ଅଗ୍ରଣୀ ଉତ୍ପାଦନକାରୀ ତଥା ବିନିର୍ମାଣକାରୀ ଶ୍ୟାମ ଷ୍ଟିଲ୍‍ ସମସ୍ତ ନିର୍ମାଣ ସାମଗ୍ରୀ ନିମନ୍ତେ ଏକ ନୂଆ ଯୁଗର ବି୨ବି ବଜାରସ୍ଥଳ ‘ଜିହଜୁର୍‍’ ପ୍ରଚଳନ ସମ୍ପର୍କରେ ଘୋଷଣା କରିଛି । ସମସ୍ତ ପ୍ରକାର ନିର୍ମାଣ ସାମଗ୍ରୀ ଏବଂ ସେବା ଗୋଟିଏ…

ମାଁ ବିନ୍ଧ୍ୟବାସିନୀ ଓ ନୃସିଂହନାଥ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ବର୍ଷା

ନବନିର୍ବାଚିତ ବିଧାୟିକାଙ୍କୁ ଭବ୍ୟ ସ୍ୱାଗତ ବୟୋଜ୍ୟେଷ୍ଠ ସଂଗ୍ରାମୀ ନେତା ସ୍ବର୍ଗତ ଗୋର୍ଷା ରଣାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କଲେ ବିଧାୟିକା ବରଗଡ :- ପଦ୍ମପୁର ଉପନିର୍ବାଚନ ରେ ବିଜୟ ଲାଭ କରିବା ପରେ ବିଧିବଦ୍ଧ ଭାବରେ ବିଧାନସଭା ରେ ଶପଥ ଗ୍ରହଣ କରିବା ପରେ ନବନିର୍ବାଚିତ ବିଧାୟିକା…