ରାଜ୍ୟ ସଂଗ୍ରହାଳୟ ପରିସରରେ “ମୌଖିକ ଓ ଜନଜାତି ସାହିତ୍ୟ କେନ୍ଦ୍ର”ପ୍ରତିଷ୍ଠା ପାଇଁ ଚୁକ୍ତିନାମା…

ଏହା ଦ୍ୱାରା ଜନଜାତି ସାହିତ୍ୟର ପ୍ରଚାର, ପ୍ରସାର ତଥା ଗବେଷଣା ପାଇଁ ସୁଯୋଗ ସୃଷ୍ଟି ହେବ । ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିଷ୍ପତ୍ତି ଅନୁଯାୟୀ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପରିସରରେ କେନ୍ଦ୍ର ସାହିତ୍ୟ ଏକାଡେମୀର ଏକ "ମୌଖିକ ଓ ଜନଜାତି ସାହିତ୍ୟ କେନ୍ଦ୍ର" (…

ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦୁଇଦିନିଆ ରାଜ୍ୟସ୍ତରୀୟ ତାଲିମ କାର୍ଯ୍ୟକ୍ରମ

‘ଶିକ୍ଷାଦାନରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ’: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଭୁବନେଶ୍ୱର, :ରାଜ୍ୟର ସରକାରୀ ବିଦ୍ୟାଳୟରେ ପଢ଼ìଥିବା ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ଲାଗି ରାଜ୍ୟ ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରୁଛନ୍ତିି । ସ୍କୁଲ ଶିକ୍ଷାକ୍ଷେତ୍ରରେ…

ତିନିଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର,: ଆଜି ଓଡ଼ିଶା-ମୋ ପରିବାର ମାଧ୍ୟମରେ ବିଭିନ୍ନ ଦୁର୍ଘଟଣାରେ ନିଜର ଗୋଡ଼ ହରାଇଥିବା ତିନିଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଗୋଡ଼ ଯୋଗାଇ ଦିଆଯାଇଛି ।ଏଠାରେ ସୁଚନାଯୋଗ୍ୟ ଯେ, ଗତ ୨୦୨୦ ମସିହା ଜୁଲାଇ ମାସରେ ଏକ ସଡ଼କ ଦୁର୍ଘଟଣାରେ କଟକ ଜିଲ୍ଲା ବାଙ୍କି ଅନ୍ତର୍ଗତ ଦୁର୍ଗାପୁର ଗ୍ରାମର…

ଜେଲ୍‌ରୁ ବାହାରିଲେ ନିରଞ୍ଜନ ସେଠି; କ୍ୟାମେରାମେନ ମାନସ ହତ୍ୟାରେ ଥିଲା ସମ୍ପୃକ୍ତି

ଭଦ୍ରକ: (ସତ୍ୟବ୍ରତ ନାୟକ)ବହୁ ଚର୍ଚ୍ଚିତ ମାନସ ସ୍ବାଇଁ ହତ୍ୟା ଘଟଣା l ଜେଲରୁ ମୁକୁଳିଲେ ସୂଚନା ଲୋକସମ୍ପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ  ନିରଞ୍ଜନ ସେଠୀ l ଭଦ୍ରକ ସ୍ଵତନ୍ତ୍ର ଉପଗାରରୁ ସେ ଶୁକ୍ରବାର ମୁକ୍ତ ହୋଇଛନ୍ତି । ମାନସ ସ୍ବାଇଁ ହତ୍ୟା ଘଟଣା ରେ ସମ୍ପୃକ୍ତ ଅଭିଯୋଗ ରେ…

ବିପଦପୁର୍ଣ ଅବସ୍ଥା ରେ ଅସ୍ଥାୟୀ ପୋଲ,ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି

ଯୋଡ଼ା(ପାର୍ଥସାରଥି ଷଡ଼ଙ୍ଗୀ)- କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ରୋଇଡା ପଂଚାୟତ ଅଧୀନ କୁନ୍ଦୁରୁପାଣି ମୌଜା ରେ ଥିବା ଏକ ପୁରୁଣା ଅସ୍ଥାୟୀ ପୋଲ ବିପଦପୂର୍ଣ୍ଣ ଅବସ୍ଥା ରେ ଥିବା ଦେଖିବାକୁ ମିଳିଛି | ଉକ୍ତ ପୋଲ ଟି କୁନ୍ଦୁରୁପାଣି ଓ ଚୋରମାଲଦା ଗ୍ରାମ କୁ ସଂଯୋଗ କରୁଥିବା ବେଳେ…

ଏନ ଏ ସି ରେ ବର୍ଷା ଙ୍କର ମାରାଥନ କାର୍ଯ୍ୟକ୍ରମ

କାଉନ୍ସିଲ ମିଟିଂରେ ସ୍ୱଚ୍ଛତାକୁ ଗୁରୁତ୍ୱ ଜିଲ୍ଲା ଗଠନ ପାଇଁ ନେଲେ ଦାଇତ୍ୱ ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ନବନିର୍ବାଚିତ ବିଧାୟିକା ବର୍ଷା ରାଣୀ ସିଂ ବରିହା ଆଜି ଅନେକ ଗୁଡିଏ ସରକାରୀ ଓ ବେସରକାରୀ କାର୍ଯକ୍ରମ ରେ ଯୋଗ ଦେଇଥିଲେ । ଗତ 42 ଦିନ ଧରି…

ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଆଗଭର ହେଉନି କେନ୍ଦ୍ର: ବିଜେଡି

 ସମସ୍ତ ପ୍ରକାର ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ପୂର୍ଣ୍ଣ ପ୍ରତିଶ୍ରୁତି  ସମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ କେନ୍ଦ୍ର ନେଇପାରିବ ନିଷ୍ପତ୍ତି  ସମ୍ବେଦନଶୀଳ ପ୍ରସଙ୍ଗରେ ମିଛ ପ୍ରଚାର ନକରିବାକୁ ବିଜେଡିର ପରାମର୍ଶ ନୂଆଦିଲ୍ଲୀ: ପଶ୍ଚିମ ଓଡିଶାରେ ହାଇକୋର୍ଟ…

ସମ୍ବଲପୁରରେ ଅଭାବନୀୟ ପରିସ୍ଥିତି ପାଇଁ ରାଜ୍ୟ ସରକାର ଦାୟୀ : ସୁରେଶ ପୂଜାରୀ

 ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ନେଇ ନିଜ ଦାୟୀତ୍ୱ ତୁଲାଇ ନାହାନ୍ତି ରାଜ୍ୟ ସରକାର  ରାଜ୍ୟ ସରକାରଙ୍କ ନୀରବତା ଏବଂ ନିଷ୍ଠାର ଅଭାବ କାରଣରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି  ରାଜ୍ୟ ସରକାର ନିଜର ଭୁଲ୍ ଓ ତ୍ରୁଟିର ସମାଧାନ ନକରିଲେ ଆଗକୁ ପରିସ୍ଥିତି ଆହୁରି…

ଠିକଣା ସମୟରେ ପହଞ୍ଚି ଦୁର୍ଘଟଣା ଆହତଙ୍କୁ ଡାକ୍ତରଖାନା ପଠାଇଲେ ବିଧାୟକ ସୁଶାନ୍ତ ସିଂ

ବରଗଡ :- ସୋହେଲା ନିକଟସ୍ଥ ଲେଖାପଦର ଗ୍ରାମ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ବାଇକ ଆରୋହି ଆହତ ଅବସ୍ଥାରେ ପଡିରହିଥିଲେ । ଦୁର୍ଘଟଣା ଘଟିଥିବା ଖବର ପାଇ ଝଡ ବେଗରେ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ | ଆହତ କରାଳମାଲ ଗ୍ରାମର ମନ…

ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ରେ ବ୍ୟାପକ ଜାଲିଆତି ଓ ଦୁର୍ନୀତି ସମ୍ପର୍କ ରେ ଭିଜିଲାନ୍ସ ରେ ଅଭିଯୋଗ, ତଦନ୍ତ…

ଜଗତସିଂହପୁର / ସୁମନ୍ତକୁମାର ଦାସ: ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ବ୍ୟାପକ ଜାଲିଆତି ଓ ଦୁର୍ନୀତି ହୋଇଥିବା ନେଇ ପରୁଣା ଗ୍ରାମବାସୀଙ୍କ ପକ୍ଷରୁ ଜଗତସିଂହପୁର ଜ଼ିଲ୍ଲାପାଳ, ଜ଼ିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ତିର୍ତ୍ତୋଲ ପଂଚାୟତ ସମିତି ଅଧକ୍ଷ, ତିର୍ତ୍ତୋଲ ବିଡ଼ିଓ,…