ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟିରେ ଟିଏମ୍‌ଆର୍‌ଇ-୨୦୨୨

ଭୁବନେଶ୍ୱର - ଇଣ୍ଡିଆନ୍ ରେୟାର୍ ଆର୍ଥସ୍ ଲିମିଟେଡ୍ ଦ୍ୱାରା ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟିଠାରେ ‘ଥିମ୍ ମିଟିଙ୍ଗ୍ ଫର୍ ରେୟାର୍ ଆର୍ଥସ୍ (ଟିଏମ୍‌ଆର୍‌ଇ-୨୦୨୨) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟିର ନିର୍ଦ୍ଦେଶକ ପ୍ରଫେସର୍ ସୁଦ୍ଧାସତ୍ୱ…

ମୁଡଲିଫ୍ଟ ଫ୍ୟାଶନ ତରଫରୁ ପ୍ରତିଯୋଗିତା

ଲୀଳାନ୍ଦ୍ରୀ -ମିସେସ୍ ଭୁବନେଶ୍ୱର ଏବଂ ଶିଶୁ-ବାଳକ ବିଭାଗରେ ଆହିଲ୍- ମିଷ୍ଟର ଭୁବନେଶ୍ୱର ଭୁବନେଶ୍ୱର: ମୁଡଲିଫ୍ଟ ଫ୍ୟାସନ ତରଫରୁ ଆୟୋଜିତ ମିଷ୍ଟର, ମିସେସ୍, ମିସ୍, ଶିଶୁ ଓ ଚାଲିବା ଆରମ୍ଭ କରିଥିବା ଛୋଟ ଶିଶୁ (ଟୋଡଲର୍ସ) ଙ୍କୁ ନେଇବିଭିନ୍ନ ବିଭାଗରେଆୟୋଜିତ ଫ୍ୟାସନ ପ୍ରତିଯୋଗିତାର…

ବଣାଇଁ ବ୍ଲକ୍ କ୍ରୀଡା ପ୍ରତିଯୋଗିତା

ସୁନ୍ଦରଗଡ଼ /ବଣାଇଁ/କରେଇପୁଟ(ବସନ୍ତ କୁମାର ଜେନା):ତା ୧୭-୧୨-୨୦୨୨ରିଖ : ବଣାଇଁ ବ୍ଲକ୍ ସ୍ତରୀୟ ବିବିଧ କ୍ରୀଡା ପ୍ରତିଯୋଗିତାର ଆଜି ଥିଲା ଦ୍ଵିତୀୟ ଦିବସ। ଖେଳର ମୁଖ୍ୟ ଆକର୍ଷଣ ଥିଲା ଖୋ ଖୋ ଓ ଆଥଲେଟିକ୍ ପ୍ରତିଯୋଗିତା। ବିଧିବଦ୍ଧଭାବେ କାର୍ଯ୍ୟକ୍ରମର ଉଦଘାଟନୀ ଶୁଭାରମ୍ଭ ହୋଇଥିଲା ଠିକ୍…

କାଠ ଗଣ୍ଠି ସହ ପିକଅପ ଜବତ

ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ଝାରବନ୍ଧ ବନ ବିଭାଗ ଚଢ଼ଉ କରି ପିକଅପ ସହିତ ଲକ୍ଷ୍ୟାଧିକ ଟଙ୍କା ର କାଠଗଣ୍ଠି ଜବତ କରିଛି ଡ଼ଭା ପଞ୍ଚାୟତ ହରଡ଼ାଟାଲ ଠାରେ କେନ୍ଦୁ କାଠଗଣ୍ଠି ଚୋରା ଚାଲାଣ କରାଯାଉଥିବା ନେଇ ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ ଝାରବନ୍ଧ ବନପାଳ ଗିରିରାଜ କୁମ୍ଭାର ଙ୍କ…

2024ନିର୍ବାଚନ ପୂର୍ବରୁ ଟିକିରି ରେ ବିଜୁ ଜନତା ଦଳ ପକ୍ଷରୁ ବିଶାଳ କର୍ମୀ ସମ୍ମିଳନୀ

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରିଠାରେ ବିଜେଡିର ଏକ ପଦଯାତ୍ରା ଅନୁଷ୍ଠିତ ହୋଇଛି । କାଶୀପୁର ବ୍ଲକର ୨୪ଟା ପଞ୍ଚାୟତର ୧୦ ହଜାର ଲୋକ ଏଥିରେ ସାମିଲ ହୋଇଥିଲେ । ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓଙ୍କ ନେତୃତ୍ୱରେ ଏହି ସମାବେଶ ଓ ପଦଯାତ୍ରା…

‘ମୋ ସ୍କୁଲ୍‌ ଅଭିଯାନ’କୁ ବ୍ୟାପକ କରିବାକୁ ଆହ୍ୱାନ

 ଭୁବନେଶ୍ୱର, :ଭୁବନେଶ୍ୱରସ୍ଥ କୃଷି ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍‌ ଶିକ୍ଷା ଅଧିକାରୀମାନଙ୍କ ଦ୍ୱିତୀୟ ଦିନ ତାଲିମ ଶିବିରରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶ୍ରାମତୀ ଆଶ୍ୱଥୀ ଏସ୍‌. ଶିକ୍ଷାଦାନ ପ୍ରକ୍ରିୟାକୁ ଅଧିକ ବ୍ୟବସ୍ଥିତ କରିବାକୁ…

ଓଡ଼ଗାଁ ଏନଏସି ଓ ପଞ୍ଚାୟତ ସ୍ତରୀୟ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ନୟାଗଡ଼ ବିଧାୟକ

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁ ଶନିବାର ଦିନ ଓଡ଼ଗାଁ ଗସ୍ତରେ ଆସି ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ବ୍ଳକର ବିଭିନ୍ନ ପଞ୍ଚାୟତରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ ।ପନ୍ତିଖାରୀ ଗ୍ରାମପଞ୍ଚାୟତର କୈବଲ୍ୟପୁର, ମଶାବାରୀ, ପନ୍ତିଖାରୀ…

ମଣ୍ଡଳ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ୨୦୨୨-୨୩ ଶିକ୍ଷାବର୍ଷର ମଣ୍ଡଳ ସ୍ତରୀୟ ବିଜ୍ଞାନମେଳା କୁରାଳ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ମେଳାକୁ ମୁଖ୍ୟଅତିଥି ଭାବେ ୪ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ଚିନ୍ମୟୀ ଦାସ ଯୋଗଦେଇ ଉଦଘାଟନ କରିଥିଲେ। ଗୋଷ୍ଠୀ ଶିକ୍ଷା…

ସର୍ବଭାରତୀୟ ଓଡ଼ଗାଁ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ

୨ୟ ସେମିଫାଇନାଲରେ ସାଇହାଲ ସୁନାବେଡାକୁ ୩-୦ ଗୋଲରେ ପରାସ୍ତ କରି ଜଗା ୟୁନାଇଟେଡ ଭୁବନେଶ୍ୱର ଫାଇନାଲରେ ପ୍ରବେଶ। ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଶନିବାର ଦିନ ସ୍ଥାନୀୟ ମିନିଷ୍ଟାଡିୟମଠାରେ ଚାଲିଥିବା ୪ର୍ଥ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଷଷ୍ଠ ଦିବସ ୨ୟ ସେମିଫାଇନାଲରେ…

ମଶା ଉତ୍ପାତରୁ କେବେ ମିଳିବ ମୁକ୍ତି, ଜବାବ ଦିଅନ୍ତୁ ବିଏମସି କର୍ତ୍ତୃପକ୍ଷ- କଂଗ୍ରେସ

ଭୁବନେଶ୍ୱର: ମଶାର ପ୍ରାଦୁର୍ଭାବରେ ରାଜଧାନୀ ବାସି ହନ୍ତସନ୍ତ ହେଉଥିବା ବେଳେ ରାଜଧାନୀରେ ମଶା ଉତ୍ପାତ ସଂକ୍ରାନ୍ତରେ ଭୁବନେଶ୍ୱର ମହାନଗରନିଗମ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା । ମଶା ନିୟନ୍ତ୍ରଣ…