ଦୁର୍ଘଟଣାଗସ୍ତ ଯୁବକଙ୍କୁ ଉଦ୍ଧାର କଲେ ବିୱାଇଜେଡ଼ି ସଭାପତି

ବରଗଡ଼: ଦୁର୍ଘଟଣାଗ୍ରସ୍ତ ଗୁରୁତର ଆହତ ବାଇକ ଆରୋହୀଙ୍କୁ ଉଦ୍ଧାର କଲେ ବିୱାଇଜେଡ଼ି ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ । ଆହତଙ୍କ ପରିଚୟ ମିଳିନଥିବା ବେଳେ ଘଟଣାଟି ଘଟିଛି ବରଗଡ଼ ଜିଲ୍ଲା ରେଙ୍ଗାଲପାଲି ନିର୍ମାଣାଧୀନ ବଡ଼ନାଲ ଠାରେ ।ସୂଚନା ମତେ ବଡ଼ନାଲ ନିର୍ମାଣାଧୀନ ପୋଲରେ ଜଣେ ବାଇକ୍…

ଓଡ଼ିଶା କୃଷି ଶିଳ୍ପ ନିଗମ ତରଫରୁ ରାଜ୍ୟର ଶିକ୍ଷିତ ଯୁବକ ମାନଙ୍କ ଦକ୍ଷତା ବୃଦ୍ଧି ତlଳିମ କାର୍ଯ୍ୟକ୍ରମ

ଭୁବନେଶ୍ବର(ଶାସକ ପ୍ରଶାସକ): ଓଡ଼ିଶା କୃଷି ଶିଳ୍ପ ନିଗମ ତରଫରୁ ସ୍ଥାନୀୟ କୃଷି ଭବନ ପ୍ରେକ୍ଷlଲୟରେ ରାଜ୍ୟର ଶିକ୍ଷିତ ଯୁବକ ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ କାର୍ଯ୍ୟକ୍ରମରେ ରାଜ୍ୟ କୃଷି ଶିଳ୍ପ ନିଗମର ଅଧକ୍ଷ ଶ୍ରୀ ଦେବାଶିଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ…

ତାଳପତ୍ର ପୋଥି ରିଡିଜିଟାଇଜେସନ କଥା ରାଜ୍ୟସଭାରେ ଉଠାଇଲେ ସାଂସଦ ସୁଲତା

https://youtu.be/2mxwMeyne1I ଐତିହ୍ୟ ମୁଦ୍ରାଗୁଡିକର ସଂରକ୍ଷଣ ପାଇଁ କଲେ ଦାବି ନୂଆଦିଲ୍ଲୀ : ଓଡିଶା ରାଜ୍ୟ ସଂଗ୍ରହାଳୟରେ ତାଳପତ୍ର ପୋଥି ରିଡିଜିଟାଇଜେସନ କଥା ରାଜ୍ୟସଭାରେ ଉଠାଇବା ସହ ପୁରାତନ ଐତିହ୍ୟ ମୁଦ୍ରାଗୁଡିକର ସଂରକ୍ଷଣ ପାଇଁ ଦାବି କରିଛନ୍ତି ବିଜେଡି ସାଂସଦ ସୁଲତା ଦେଓ |…

ଜଣେ ହତ୍ୟାକାରୀର ଆତ୍ମହତ୍ୟାକୁ ନେଇ ବିଜେପି ହୀନ ରାଜନୀତି କରୁଛି: ବିଜେଡି

 ଜଣେ ଅବସରପ୍ରାପ୍ତ ଜିଲ୍ଲା ଜଜ୍‌ଙ୍କ ତଦାରଖରେ ମାମଲାର ତଦନ୍ତ ହୋଇଛି  ଗୋବିନ୍ଦର ଆତ୍ମହତ୍ୟାକୁ ନେଇ ବିଜେପି ନେତାମାନେ ଲୁହ ଗଡ଼ାଉଛନ୍ତି କାହିଁକି ?  ନ୍ୟାୟପାଳିକା ଉପରେ ବିଜେପିର ଆସ୍ଥା ନାହିଁ କି ?  ମମିତାଙ୍କ ହତ୍ୟାକାରୀକୁ ସମର୍ଥନ କରି ତାଙ୍କ…

୧୯ଟି ସହରରେ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ସାଢେ ପାଞ୍ଚ ଲକ୍ଷ ଲୋକ ୨୪ ଘଣ୍ଟିଆ ସ୍ବଚ୍ଛ ପାଣି ପାଇଲେ ପ୍ରତି ପରିବାରକୁ ଭଲ ପିଇବା ପାଣି ଯୋଗାଇବା ମୋର ସ୍ବପ୍ନ ଓ ମୋ ସରକାରର ପ୍ରାଥମିକତା – ମୁଖ୍ୟମନ୍ତ୍ରୀ ବୁନ୍ଦାଏ ବି ପାଣି ନଷ୍ଟ ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ ସମସ୍ତଙ୍କ ମୁହଁରେ ହସ, ପାଣି ପାଇଁ…

ଅଚିହ୍ନା ଶବକୁ ଶେଷ ସମ୍ମାନ ଦେଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର : ପ୍ରତ୍ୟେକ ମଣିଷର ଇଚ୍ଛାଥାଏ ଯେ, ମୃତ୍ୟୁପରେ ତାଙ୍କ ଶବକୁ ସମ୍ମାନର ସହ ସତ୍କାର କରାଯିବ ବୋଲି । ହେଲେ ଯଦି ସେହି ମଣିଷର ମୃତ୍ୟୁ ପରେ ତାଙ୍କ ଶବକୁ ଶେଷ ସମ୍ମାନ ଦେବାପାଇଁ ପାଖରେ ତାଙ୍କ ପ୍ରିୟଜନ ଉପସ୍ଥିତ ନଥାନ୍ତି ତେବେ ଏହି ଅଚିହ୍ନା ଶବର ଶେଷକୃତ୍ୟ ସମ୍ପନ୍ନରେ…

ତୁରନ୍ତ କମ୍ପାନୀ କରନ୍ତୁ ନଚେତ ୧୭ ବର୍ଷ ଧରି ମାଡ଼ି ବସିଥିବା କମ୍ପାନୀ କର୍ତ୍ତୃପକ୍ଷ ଆମ ଜାଗାକୁ କ୍ଷତିପୂରଣ ସହ ଜମି…

ନଚେତ ହଜାର ହଜାର ବିସ୍ଥାପିତ ଜମିହରା, ବାସହରା ଗ୍ରାମବାସୀ ରାଜଧାନୀ ଆସି ଜୋରଦାର ଆନ୍ଦୋଳନ କରିବେ  "କୋଡ଼ିଙ୍ଗାମାଳି ବକ୍ସାଇଟି ଖଣି ପାଇଁ ସରକାର ଆଦିତ୍ୟ ଆଲୁମିନା ସହ ଏମଓୟୁ କଲେ କାମ ଆରମ୍ଭ ହେବ" ଭୁବନେଶ୍ୱର: ସଚିବାଳୟଠାରେ ଆଦିତ୍ୟ ଆଲୁମିନା ହିଣ୍ଡାଲକୋ ପ୍ରସ୍ତାବିତ କରାଖାନା ପାଇଁ…

ଶିକରପାଇ ରେଳ ଷ୍ଟେସନରେ ହୀରଖଣ୍ଡ ଟ୍ରେନ ରହଣି ପାଇଁ ରେଳବାଇ ଜେନେରାଲ ମ୍ୟାନେଜରଙ୍କୁ ଲିଖିତ ଅଭିଯୋଗ ପତ୍ର ଦେଲେ…

କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ// ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତରେ ଥିବା ମଣ୍ଡଳସ୍ତରୀୟ ବିଜେପି କର୍ମୀ ଆଜି ରେଳବାଇ ଜେନେରାଲ ମ୍ୟାନେଜର ଆର ଏନ ଶୁଙ୍କରଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଆଜି ଖ ଜୋନ ର ବିଜେପି ଦଳର ଯୁବ ମୋର୍ଚ୍ଚାର ସଭାପତି…

ପୋଡ଼ାପାଡି ଠାରେ ଶିଳ୍ପଦ୍ୟୋଗୀ ସଚେତନତା ଶିବିର

କାଶୀପୁର /ପୋଡାପାଡ଼ି ରୁ ବୈକୁଣ୍ଠ ଦୁରିଆ: ରାୟଗଡା ସ୍ଥିତ ଆଞ୍ଚଳିକ ଶିଳ୍ପ କେନ୍ଦ୍ର ତରଫରୁ କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ପୋଡ଼ାପାଡି ଗ୍ରାମ ପଞ୍ଚାୟତ ରାଜୀବ ଗାନ୍ଧି ସେବା କେନ୍ଦ୍ରସଭା ଗୃହରେ ଏକ ଉଦ୍ୟୋଗ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି |ସ୍ଥାନୀୟ ଶିଳ୍ପ ବିକାଶ…

ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ।

କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ// ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ  ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା, ସମ୍ମାନୀୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ…