Sign in
Sign in
Recover your password.
A password will be e-mailed to you.
Author
SPNEWS 59426 posts 0 comments
ବିଜୁବାବୁଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଦାବି
ମହାତ୍ମା ଗାନ୍ଧୀ ଜୟନ୍ତୀ କମିଟି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ସମାବେଶ।
ରାଉରକେଲା (ବସନ୍ତ କୁମାର ଜେନା):- ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ କରାଯିବାକୁ ଦାବି ଜୋର ଧରିଛି। ଏହି ଦାବିରେ ଶନିବାର ଦିନ ମହାତ୍ମା ଗାନ୍ଧୀ ଜୟନ୍ତୀ କମିଟି ଏବଂ ସ୍ବୟଂ ସହାୟକ…
ମୋ ସ୍ବେଛାସେବୀ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ !
ବାସୁଦେବପୁର: ଧୈର୍ଯ୍ୟ ଏକାଗ୍ରତା ଓ ସାହାସ ହିଁ ସଫଳତା ର ମୂଳ ମନ୍ତ୍ର। ଯାହାର ମନୋବଳ ଯେତେ ମଜବୁତ୍ ସେ ସେତେ ଆଗକୁ ଯାଇପାରିବ।ନିଜର ଇଛାଶକ୍ତି ଆଗରେ ଅସାଧ୍ୟ କାର୍ଯ୍ୟ ବି ସାଧନ କରିହୁଏ। ଗୋଟିଏ ଦିବ୍ୟାଙ୍ଗ ଭଉଣୀ ବର୍ତ୍ତମାନ ନିଜର ଇଛା ଶକ୍ତି ଓ ଆଗ୍ରହ ବଳରେ ଏପରି ଏକ କାମ କରିଛନ୍ତି…
ରତ୍ନଗର୍ଭା ଅଞ୍ଚଳରେ ଦାରିଦ୍ର୍ୟର ବିକଳ ଚିତ୍ର
ଜୀବନ ବଞ୍ଚାଇବାକୁ ପ୍ରତି ମୁହୂର୍ତ୍ତରେ ସଂଘର୍ଷ
ଯୋଡା, (ପାର୍ଥ ସାରଥି ଷଡ଼ଙ୍ଗୀ) :ଆମ ରାଜ୍ୟ ଓଡିଶାର କେନ୍ଦୁଝର ଜିଲ୍ଲା ଯୋଡା ଅଞ୍ଚଳ ରତ୍ନଗର୍ଭା ଭାବେ ରାଜ୍ୟ ସମେତ ଦେଶ ତଥା ବିଶ୍ୱରେ ଏକ ପରିଚୟ ସୃଷ୍ଟି କରିଛି । ଦୀପ ତଳ ଅନ୍ଧାର ସଦୃଶ୍ୟ ଯୋଡା ଅଞ୍ଚଳର ବାସ୍ତବ ଚିତ୍ର ଆଖିରେ ନଦେଖିଲେ…
ପୁର୍ବତନ ସମିତି ସଭ୍ୟଙ୍କ ଜିପକୁ ଜାଳିଦେଲେ ଦୁର୍ବୁତ୍ତ |
ମାରଣାସ୍ତ୍ର ଦେଖାଇ ହତ୍ୟା ଧମକ ଦେଇଥିବା ଅଭିଯୋଗ।
ଗୋଟିଏ ବାଇକରେ ୩ ଦୁର୍ବୁତ୍ତ ଆସିଥିବା ସୁଚନା।
କାମାକ୍ଷାନଗର: - ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କୋଟଗରା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଙ୍କ ଜିପ କୁ ଜାଳିଦେଲେ ଦୁର୍ବୁତ୍ତ |ଗତ ବିଳମ୍ବିତ ରାତି ରେ ଏହି ଜିପ ଜାଳି ଦେଇଛନ୍ତି…
“ରେଳବାଇ ଏବଂ ଜଙ୍ଗଲ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ଘଟିଛି ହାତୀ ମୃତ୍ୟୁ”
ଜରପଡା ନିକଟରେ ଏକ ହାତୀ ମୃତ୍ୟୁ ବିଷୟରେ ପୂର୍ବତଟ ରେଳପଥର ମତ |
ଭୁବନେଶ୍ୱର : ଗତ ଏପ୍ରିଲ 6 ତାରିଖ ରାତିରେ ଅନୁଗୁଳ-ସମ୍ବଲପୁର ରେଳ ସେକ୍ସନରେ ଏକ ଦୁଃଖଦ ଘଟଣା ଘଟିଥିଲା, ଯେଉଁଠାରେ ବୋଇଣ୍ଡା ଏବଂ ଜରପଡା ଷ୍ଟେସନ ମଧ୍ୟରେ ଟ୍ରେନ ଦୁର୍ଘଟଣା ହେତୁ ଏକ ହାତୀ ପ୍ରାଣ ହରାଇଥିଲା | କିଛି…
ପଦ୍ମପୁର ଉପଖଣ୍ତ ସାମ୍ବାଦିକ ସଂଘର ସାଧାରଣ ସଭା ଓ କର୍ମକର୍ତ୍ତା ଚୟନ
ବରଗଡ:- ପଦ୍ମପୁର ଉପ ଖଣ୍ତ ସାମ୍ବାଦିକ ସଂଘର ସାଧାରଣ ସଭା ନୃସିଂହନାଥ ବିନ୍ଧ୍ୟବାସିନୀ ଯାତ୍ରୀ ନିବାସରେ ଅନୁଷ୍ଠିତ ହୋଇଥିଲା । କରୋନା କଟକଣା ଓ ଅନ୍ୟାନ୍ୟ ଅସୁବିଧା ଯୋଗୁଁ ଦୀର୍ଘଦିନ ସାମ୍ବାଦିକମାନେ ଏକତ୍ରୀତ ହୋଇ ପାରି ନ ଥିଲେ।ପାଇକମାଳ ସାମ୍ବାଦିକମାନଙ୍କ ଆୟୋଜନ କ୍ରମେ ପୂର୍ବତନ…
ଓଡିଶା ଧନୀ, ବିଜେଡି ବି ଧନୀ, କିନ୍ତୁ ଓଡିଆ ପୁଅ ଦାଦନ : ଡ.ଲେଖାଶ୍ରୀ
ବିଜେଡି ସରକାରର ୨୩ ବର୍ଷର ଅପାରଗତା ହେଉଛି “ଦାଦନ ସମସ୍ୟା“ ଦାଦନଙ୍କ ସୁରକ୍ଷାକୁ ନେଇ ରାଜ୍ୟ ସରକାର ଆଦୈା ଚିନ୍ତିତ ନୁହନ୍ତି କେଉଁ ରାଜ୍ୟରେ କେତେ ଓଡିଆ ଦାଦନ ଖଟୁଛନ୍ତି, ତାର ଏକ ଶ୍ୱେତପତ୍ର ଜାରୀ କରନ୍ତୁ ରାଜ୍ୟ ସରକାର
ଭୁବନେଶ୍ୱର: ଖଣିଜ ଓ ପ୍ରାକୃତିକ ସଂପଦ ଭରପୁର ରାଜ୍ୟ ଓଡିଶା…
“ଲୋକ ବୁଝିଲେଣି, ପଇସା କାମ ଦବନି…”
ପାଣ୍ଡେ ଟିକଟ ପାଇଲେ ଆମେ ଜିତି ବି ଯିବୁ
https://youtu.be/OSxENoQHIDE
ସାମ୍ବାଦିକ ଭବନରେ ରକ୍ତଦାନ ଶିବିର ଆୟୋଜିତ
ନୟାଗଡ଼,୯/୪: ନୟାଗଡ଼ ସାମ୍ବାଦିକ ଭବନ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସାମ୍ବାଦିକ ସଂଘ ପକ୍ଷରୁ ଆଜି ଆୟୋଜିତ ହୋଇଯାଇଛି । ନୟାଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ଓ ଆରକ୍ଷୀ ଅଧୀକ୍ଷକ ଅଲେଖ ଚନ୍ଦ୍ର ପହି ଆନୁଷ୍ଠାନିକ ଭାବେ ଏହି ରକ୍ତଦାନ ଶିବିରକୁ ଉଦଘାଟନ…