କିସ୍‍ର ୨୬ ଛାତ୍ରଛାତ୍ରୀ ଏସ୍‍ଏସ୍‍ବିରେ କୃତକାର୍ଯ୍ୟ

ସ୍ୱୟଂଶାସିତ ମହାବିଦ୍ୟାଳୟରେ କରିବେ ଅଧ୍ୟାପନା ଭୁବନେଶ୍ୱର: ଚଳିତବର୍ଷ କିସ୍‍ର ୨୬ ଜଣ ଛାତ୍ରଛାତ୍ରୀ ଷ୍ଟେଟ୍‍ ସିଲେକ୍‍ସନ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଅଧ୍ୟାପନା ପାଇଁ ମନୋନୀତ ହୋଇଛନ୍ତି । ଶନିବାର କିସ୍‍ ପରିସରରେ କୃତକାର୍ଯ୍ୟ ହୋଇଥିôବା ଛାତ୍ରଛାତ୍ରୀମାନେ କିଟ୍‍ ଓ କିସ୍‍…

କେନ୍ଦ୍ର ସହଯୋଗରେ ବିମାନସେବା ସତ୍ତ୍ୱେ ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନ ରହିବା କ୍ଷୋଭର ବିଷୟ- ଧର୍ମେନ୍ଦ୍ର…

 ଯାହାଙ୍କ ପ୍ରଚେଷ୍ଟାରେ ଏହି ବିମାନ ଚଳାଚଳ ହୋଇଛି ତାଙ୍କୁ ଧନ୍ୟବାଦ ଦେବା କ’ଣ ଆମର ସୌଜନ୍ୟତା ନୁହେଁ, ଏହା କ’ଣ ଆମ ଓଡ଼ିଆ ପରମ୍ପରା?  ପ୍ରଧାନମନ୍ତ୍ରୀ ବାଲିରେ ବାଲିଯାତ୍ରା କଥା କହିବା ପରେ ମଧ୍ୟ ଓଡ଼ିଶା ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆନଯିବା ଦୁଃଖର…

ମହେନ୍ଦ୍ରଗିରି ଶିଖରର ମାତା କୁନ୍ତୀ ମନ୍ଦିରରୁ ଗଜପତି ଉତ୍ସବ-୨୦୨୨ ଶୁଭାରମ୍ଭ

https://youtu.be/KnR7n9_Y9IU  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହେନ୍ଦ୍ରଗିରି ଶିଖରର ମାତା କୁନ୍ତୀ ମନ୍ଦିରରୁ ଜିଲ୍ଲାସ୍ତରୀୟ ଗଜପତି ଉତ୍ସବ-୨୦୨୨ ଶାଲ ଶୋଭାଯାତ୍ରା ଶୁଭାରମ୍ଭ ହୋଇଯାଇଛି। ଏହି ଗଜପତି ମହୋତ୍ସବ ମଶାଲ ଶୋଭାଯାତ୍ରା ମହେନ୍ଦ୍ରଗିରି ଶିଖରରୁ ବାହାରିବା ପରେ…

ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସାମୁହିକ କ୍ରୀଡା ପ୍ରତିଯୋଗିତା ଉଦଯାପନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗାରବନ୍ଧ ଗ୍ରାମ ଠାରେ ଥିବା ଶ୍ରୀଭେଙ୍କେଟେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଅଷ୍ଟମ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସାମୁହିକ କୀଡା ପ୍ରତିଯୋଗିତା -୨୦୨୨-୨୩ ଶୁକ୍ରବାର ଦିନ ଉଦଯାପିତ…

କୃଷିବିଜ୍ଞାନ କେନ୍ଦ୍ର ରେ ଯୁବନେତୃତ୍ୱ ଓ ସାମାଜିକ ଉନ୍ନତିକରଣ ପ୍ରଶିକ୍ଷଣ ଶିବିର ଉଦଯାପିତ ।।

ଜଗତସିଂହପୁର,/ସୁମନ୍ତକୁମାରଦାସ:- ନେହେରୁ ଯୁବସଂଗଠନ ଆନୁକୂଲ୍ୟରେ ତିର୍ତୋଲ ନିମକଣା ସ୍ଥିତ କୃଷିବିଜ୍ଞାନ କେନ୍ଦ୍ର ପରିସରରେ ଗତ ଜାନୁଆରୀ ୪ ତାରିଖ ଠାରୁ ଆରମ୍ଭ ହୋଇଥିବା ଯୁବନେତୃତ୍ୱ ଓ ସାମାଜିକ ଉନ୍ନତିକରଣ ପ୍ରଶିକ୍ଷଣ ଶିବିର ୬ ତାରିଖ ଦିନ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଉଦଯାପିତ…

ଗଣ୍ଠିବାତ ରୋଗୀ ଯୁଧିଷ୍ଠିର ରୋଗୀ ଯୁଧିଷ୍ଠିରଙ୍କ ଚିକିତ୍ସା ଆରମ୍ଭ, ପ୍ରଶାସନକୁ କୃତଜ୍ଞତା ଜଣାଇଲେ ପରିବାର.

 ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ନୂତନ ଜୀବନ ଅଭିମୁଖେ ଗଣ୍ଠିବାତ ରୋଗୀ ଯୁଧିଷ୍ଠିର I ଦିର୍ଘ ଦିନ ଶଯ୍ୟାଶାୟୀ ହୋଇ ମରଣ ସହ ସଂଗ୍ରାମ କରିବା ପରେ ଆଜି ପ୍ରଶାସନ ଯୁଧିଷ୍ଠିରଙ୍କୁ ନୂତନ ଜୀବନ ଦେବାକୁ ପ୍ରାୟାସ ଆରମ୍ଭ କରିଛି I ଯାହାକୁ ନେଇ ଯୁବକଙ୍କ ପରିବାର ବର୍ଗ ଓ ଗ୍ରାମର ବାସୀନ୍ଧା…

ତାଳଚେର ସାର କାରଖାନାର ଅଗ୍ରଗତି ନେଇ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

୨୦୨୪ ଅକ୍ଟୋବର ମାସ ପୂର୍ବରୁ ତାଳଚେର ସାର ସାରଖାନା ନିର୍ମାଣ ଶେଷ ହେବା :କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ ତାଳଚେର ସାର କାରଖାନା ୟୁରିଆ ଉତ୍ପାଦନରେ ଭାରତକୁ ଆତ୍ମନିର୍ଭର କରିବ - ଧର୍ମେନ୍ଦ୍ର ପ୍ରଧାନ • ୧୭,୦୦୦ କୋଟି ବିନିଯୋଗରେ ନିର୍ମାଣାଧୀନ ଦେଶର ପ୍ରଥମ କୋଲ…

ଆଜିଠାରୁ ରାଉରକେଲା-ଭୁବନେଶ୍ୱର ବିମାନ ସେବା।

ରାଉରକେଲା,(ବସନ୍ତ କୁମାର ଜେନା): ଆଜିଠାରୁ ରାଉରକେଲା ବିମାନବନ୍ଦରରୁ ଦୈନିକ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରଦିତ୍ୟ ସିନ୍ଧିଆ ଏହି ବିମାନ ସେବାକୁ ଭିଡିଓ କନ୍ ଫରନେନସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଅନୁପସ୍ଥିତ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଲା ସ୍କୁଲ ଓ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର, (ଶାସକ ପ୍ରଶାସକ) : ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶିକ୍ଷାର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି । ଶିକ୍ଷାଦାନ ପ୍ରକି୍ରୟାକୁ ଅଧିକ ବ୍ୟବସ୍ଥିତ କରିବା ସହ ସମସ୍ତ ବ୍ଲକ୍‌ ଓ ଜିଲ୍ଲାରେ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯାଉଛି । ଶିକ୍ଷା…

ଧନୁଯାତ୍ରା ର ଶେଷ ଦିନରେ ସାମ୍ବାଦିକଙ୍କୁ ପୋଲିସ ର ମାଡ଼, ଦୋଷୀ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଦିନେ ପୂର୍ବରୁ ମହାରାଜ କଂସ ଙ୍କର ଦରବାରରେ ହୋଇଥିଲେ ସମ୍ମର୍ଧିତ ବରଗଡ଼ :- ଗତକାଲି ସନ୍ଧ୍ୟା ସମୟରେ ବରଗଡ଼ ସହରରେ ଅୟୋଜିତ ହେଉଥିବା ଧନୁଯାତ୍ରା ର କଭରେଜ ପାଇଁ ଯାଉଥିବା ସାମ୍ବାଦିକ ବଦ୍ରୀ ପ୍ରସାଦ ସାହୁ ଙ୍କୁ କିଛି ପୋଲିସ କର୍ମଚାରୀ ଅମାନବୀୟ ଭାବରେ ମରଣାନ୍ତକ ଆକ୍ରମଣ କରି କ୍ଷତାକ୍ତ…