ବିଜ୍ଞାନ ଓ ଗଣିତ ଶିକ୍ଷକ ଅଭାବକୁ ନେଇ ଏମ୍. ଗଣ୍ଡପାଲି ସ୍କୁଲରେ ତାଲାପକାଇଳେ ଗ୍ରାମବାସୀ
ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ୧୯୫୯ ମସିହାରେ ପ୍ରତିଷ୍ଠିତ ଏମ୍. ଗଣ୍ଡପାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୁଇ ମାସ ଧରି ବିଜ୍ଞାନ ଓ ଗଣିତ ଶିକ୍ଷକ ନଥିବାରୁ ପାଠପଢ଼ା ସମ୍ପୂର୍ଣ୍ଣ ବ୍ୟାହତ ହୋଇପଡ଼ିଛି l ବିଦ୍ୟାଳୟରେ ୧୦୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ!-->!-->!-->…