ସି ଏମ ଟ୍ରଫି ଆନ୍ତଃଜିଲ୍ଳା କବାଡି ଓ ଭଳିବଲ୍ ଖେଳିବା ପାଇଁ ବୌଦ୍ଧ ଏବଂ ବ୍ରହ୍ମପୁର ଗସ୍ତ କାଲେ ୪୬ ଖେଳାଳି ।
୧୪ ବର୍ଷ ରୁ କମ ବାଳକ ଖେଳାଳି ୨୨ ଓ ବାଳିକା ଖେଳାଳି ୨୪ ଙ୍କ ଗସ୍ତ ।
ମାଲକାନଗିରି ତା ୦୪/୦୬ , ୧୪ ବର୍ଷରୁ କମ ସି.ଏମ ଟ୍ରଫି ଜୋନ ସ୍ତରୀୟ ଆନ୍ତଃ ଜିଲ୍ଲା ଭଲିବଲ ଓ କବାଡି ଚମ୍ପିୟନସିପ -୨୦୨୬ ପାଇଁ ଆଜି ମାଲକାନଗିରି ଜିଲ୍ଲାରୁ ଉଭୟ ବାଳକ ଓ ବାଳିକା ବର୍ଗର ମୋଟ ୪୬ ଜଣ କ୍ରୀଡ଼ାବିତ…