କେନ୍ଦୁପତ୍ର ହିତାଧିକାରୀ ଦ୍ବିତୀୟ ପର୍ଯ୍ୟାୟରେ ୧୧୧ କୋଟି ଟଙ୍କା ସହୟତା ପାଇବେ, ଉପକୃତ ହେବେ ୮ ଲକ୍ଷରୁ ଅଧିକ…

୨୦୨୨ ଫସଲ ବର୍ଷରେ ସର୍ବକାଳୀନ ରେକର୍ଡ ପରିମାଣର ସହାୟତା – ୧୯୪ କୋଟି ଭୁବନେଶ୍ୱର: କେନ୍ଦୁପତ୍ର ହିତାଧିକାରୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦ୍ବିତୀୟ ପର୍ଯ୍ୟାୟରେ ୧୧୧ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି । ୨୦୨୨ ଫସଲ ବର୍ଷ ପାଇଁ ଏହି ସହାୟତା ମିଳିବ। ପୂର୍ବରୁ…

ବଣାଇଁ ବାରିକ ସମାଜ ତରଫରୁ ଲକ୍ଷ୍ମୀ ନୃସିଂହ ଜୟନ୍ତୀ ଓ ବାର୍ଷିକ ଉତ୍ସବ ପାଳନ।

ସୁନ୍ଦରଗଡ଼ /ବଣେଇ (ବସନ୍ତ କୁମାର ଜେନା):- ବଣାଇଁ ସ୍ଥିତ ସମନ୍ବିତ ଆଦିବାସୀ ଉନ୍ନୟନ ପରିଷଦ ସଭା ଗୃହ ଠାରେ ଆଜି ବଣାଇ ନିଖିଳ ଉତ୍କଳ ବାରିକ ସମିତି ପକ୍ଷରୁ ମହାସମାରୋହରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ଚତୁର୍ଦ୍ଦଶୀ ଏବଂ ବାର୍ଷିକ ଉତ୍ସବ ପାଳନ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ ମହିଳା…

ତୃତୀୟ ପ୍ରର୍ଯ୍ୟାୟରେ ୮୦ ବିଦ୍ୟାଳୟ ଲୋକାର୍ପିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ତୃତୀୟ ପ୍ରର୍ଯ୍ୟାୟରେ ୮୦ ଗୋଟି ''୫ -ଟି '' ହାଇସ୍କୁଲ ଉଦଘାଟିତ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଏହି ରୂପାନ୍ତରିତ ସ୍କୁଲ୍ ଗୁଡ଼ିକର ଉଦଘାଟନ କରିଛନ୍ତି।…

ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କ ଦୁଇଦିନିଆ କର୍ମଶାଳା ତଥା ପ୍ରଶିକ୍ଷଣ ଶିବିର ଉଦଯାପିତ

ଜିଲ୍ଲାସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭାଗୀୟ ବିବିଧ କାର୍ଯ୍ୟକ୍ରମ ନେଇ ଆଲୋଚନା ଭୁବନେଶ୍ୱର:ଭୁବନେଶ୍ୱର ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କ ଦୁଇଦିନିଆ କର୍ମଶାଳା ତଥା ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛିା ଏହି କର୍ମଶାଳାରେ…

ବାସୁଦେବପୁର 5T ଲୋକାର୍ପଣକୁ ନେଇ ସାଧାରଣରେ ପ୍ରଶ୍ନବାଚୀ

କାମ ସରିନି , ଗୁଆ ଗଡିଆ ପଞ୍ଚାୟତର ଦୁଇ ବିଦ୍ୟାଳୟ ଲୋକାର୍ପିତ ବାସୁଦେବପୁର - ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା 124 ଟି ସ୍କୁଲ ର ଲୋକାର୍ପଣ କରାଯାଇଛି। ଏହି କ୍ରମ ରେ ବାସୁଦେବପୁର ବ୍ଳକ ର ବିଭିନ୍ନ ସ୍କୁଲ ରେ ମଧ୍ୟ ଲୋକାର୍ପଣ କରାଯାଉଥିବା ର ଦେଖାଦେଇଛି।…

ଝାରସୁଗୁଡା ନିର୍ବାଚନ ମୈଦାନରେ ଓହ୍ଲାଇଲେ “ରିଂକିୟା କେ ପାପା”

ଟଙ୍କଧରଙ୍କ ପାଇଁ ପ୍ରଚାର କଲେ ବିଜେପି ସାଂସଦ ତଥା ପ୍ରସିଦ୍ଧ ଭୋଜପୁରୀ ଅଭିନେତା ମନୋଜ ତିୱାରୀ ଝାରସୁଗୁଡା / ଭୁବନେଶ୍ୱର : “ବହୁତ ହେଲା ଅପରାଧ, ବହୁତ ହେଲା ଭ୍ରଷ୍ଟାଚାର; ଏଥର ଟଙ୍କଧର” । ଏକ ସୁରକ୍ଷିତ, ସୁସ୍ଥ, ଶିକ୍ଷିତ, ସମୃଦ୍ଧ ଝାରସୁଗୁଡା ଗଢି ତୋଳିବା ପାଇଁ ବିଜେପି ପ୍ରାର୍ଥୀ…

ମାଲକାନଗିରି ଚିତ୍ରକୋଣ୍ଡା ଟ୍ରାକ୍ଟର ଦୁର୍ଘଟଣାରେ ଚାରି ମୃତ : ମୁଖ୍ୟମନ୍ତ୍ରୀଙ୍କ ଶୋକ

ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ତିନି ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣା ଭୁବନେଶ୍ବର(ଶାସକ ପ୍ରଶାସକ) ; ଗତକାଲି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ଏକ ଟ୍ରାକ୍ଟର ଦୁର୍ଘଟଣାରେ ଚାରିଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ…

ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର କଳିଙ୍ଗ ପକ୍ଷରୁ ରୋଟାରୀ କଳିଙ୍ଗ ସମ୍ମାନ-୨୦୨୩

ଭୁବନେଶ୍ୱର: ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର କଳିଙ୍ଗ ପକ୍ଷରୁ “ରୋଟାରୀ କଳିଙ୍ଗ ସମ୍ମାନ-୨୦୨୩” ପାଳନ କରାଯାଇଛି । ମୁଖ୍ୟ ଅତିଥି ଭାବେ ଓଡିଶା ଲୋକସେବା ଆୟୋଗ ଅଧ୍ୟକ୍ଷ, ଆଇପିଏସ୍‌(ଅବସର ପ୍ରାପ୍ତ) ଡ. ସତ୍ୟଜିତ୍ ମହାନ୍ତି ଏବଂ ସମ୍ମାନିତ ଅତିଥି ଭାବେ ରୋଟାରୀ ଜିଲ୍ଲା…

ବିଧାୟିକାଙ୍କ ଆକ୍ରମଣ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

ବିଜେଡିର ନିମ୍ନଗାମୀ ଲୋକପ୍ରିୟତାକୁ ହିଂସାଦ୍ୱାରା ରୋକାଯାଇ ପାରିବ ନାହିଁ: ସତ୍ୟବ୍ରତ ପଣ୍ଡା  ରାଜ୍ୟରେ ଆଦିବାସୀ ମହିଳା ବିଧାୟିକା ଥାନା ପରିସରରେ ବି ସୁରକ୍ଷିତ ନୁହନ୍ତି  ଝାରସୁଗୁଡାର ଉପନିର୍ବାଚନ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ପାଇଁ ଆଇନଶୃଙ୍ଖଳା ସ୍ଥିତିକୁ ସଜଡାଯାଉ…

ଝାରସୁଗୁଡ଼ା ନିକ୍ତିମାଲରେ ବିଜେପିର ହିଂସା: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ଦେଲା ବିଜେଡି

 ଗାଁ ଲୋକଙ୍କୁ ବିଜେପି ପ୍ରାର୍ଥୀ ଟଙ୍କଧର  ଓ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ଧମକଚମକ ଓ ଗାଳିଗୁଲଜ  ବିଜେଡ଼ି କର୍ମୀଙ୍କୁ ଠେଙ୍ଗାରେ ଆକ୍ରମଣ କଲେ, ଟେକା ପଥର ଫିଙ୍ଗିଲେ ବିଜେପି କର୍ମୀ  ଦୋଷୀ ବିଜେପି ନେତା ଓ କର୍ମୀଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ଦାବି…