ଓଡ଼ିଶାରେ ପ୍ରଥମ: ସମ୍ ହସ୍ପିଟାଲ୍‌ରେ ରୋବୋଟ ସାହାଯ୍ୟରେ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ସମ୍ପାଦିତ

ଭୁବନେଶ୍ୱର, : ଓଡ଼ିଶାରେ ପ୍ରଥମ ଥର ପାଇଁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ଶନିବାର ରୋବୋଟ ସାହାଯ୍ୟରେ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର କରାଯାଇଛି । ରୋବୋଟିକ୍ ପ୍ରକ୍ରିୟାରେ ଏଭଳି ଅସ୍ତ୍ରୋପଚାର ଖୁବ୍ ଉନ୍ନତମାନର ହୋଇଥିବା ବେଳେ ଅଧିକ ସଫଳତା…

ପୋଲିସ ଏଏସଆଇଙ୍କ ଗୁଳିମାଡରେ ପ୍ରାଣ ହରାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ମୁଖ୍ୟମନ୍ତ୍ରୀଙ୍କ ସହ ବିଭିନ୍ନ ମହଲରୁ ଶୋକ ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ଆଖି ବୁଜିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ୬୧ ବର୍ଷ ବୟସରେ ଏଏସଆଇ ଗୋପାଳ ଦାସଙ୍କ ଗୁଳି ମାଡ଼ ନେଇଛି ତାଙ୍କ ଜୀବନ | ଆଉ ଶ୍ରୀ ଦାସଙ୍କ ଏପରି ଅସ୍ୱାଭାବିକ ହତ୍ୟା ସୃଷ୍ଟି କରିଯାଇଛି ଅନେକ ପ୍ରଶ୍ନବାଚୀ |…

ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ : ସେମିଫାଇନାଲରେ ସମ୍ବଲପୁର

ବୀରମହାରାଜପୁର,( ବିନୋଦ ପାଣ୍ଡେ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ପ୍ଳୋଟିଙ୍ଗ୍ କ୍ଳବ ଆନୁକୁଲ୍ୟରେ ଦିଦ୍ବିବସିୟା ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ମନ୍ତ୍ରୀ ତଥା ବୀରମହାରାଜପୁର ବିଧାୟକ ପଦ୍ମନାଭ…

ମୁଖ୍ୟଶାସନ ସଚିବଙ୍କ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆସନ୍ତା ୩ ମାସରେ ସମ୍ପର୍ଣ୍ଣ ହେବ:ଶ୍ରୀ ମହାପାତ୍ର ପୁରୀ (ଅନିମେଶ ପଟ୍ଟନାୟକ): ମୁଖ୍ୟଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ପୁରୀ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ରୀୟ ପରିଦର୍ଶନ କରିବା ସହ ସମୀକ୍ଷା ମଧ୍ୟ କରିଛନ୍ତି ।…

ତୁମ୍ଭାଅଣ୍ଡେଇ ସାହିର ସରସ୍ବତୀ ବୁଡ ମେଳଣ ଅନୁଷ୍ଠିତ

  ଜଗତସିଂହପୁର/ସୁମନ୍ତକୁମାରଦାସ: ବାରମାସରେ ତେର ଯାତ୍ରାର ସମାହାର ରେ ଓଡ଼ିଆ ପରମ୍ପରା l କେତେ କଣ ଯାନୀ ଯାତ୍ରାକୁ ଜଗତସିଂହପୁର ଜିଲ୍ଲା ର ପଂଚାୟତ ବାସୀ ଉପଭୋଗ କରିଥାନ୍ତି l ଏମିତି ଏକ ଯାତ୍ରା ମଧ୍ୟରୁ ସରସ୍ବତୀ ବୁଡ ନାମରେ ପରିଚିତ ଏକ ଯାତ୍ରା ଜଗତସିଂହପୁର ଜିଲ୍ଲାର ତୁମ୍ଭାଅଣ୍ଡେଇ…

ଗଛ କଟା କୁ ନେଇ ଏବେ ବିବାଦ ଘେରରେ ଡ଼ଙ୍ଗରା ସରପଞ୍ଚ: ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ ଦେଲେ ଗ୍ରାମବାସୀ.

ନବରଙ୍ଗପୁର/ଅଶୋକ ସାହୁ:ଗଛ କଟା କୁ ନେଇ ଏବେ ବିବାଦ ଘେରରେ ଡ଼ଙ୍ଗରା ସରପଞ୍ଚ |ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ ଦେଲେ ଗ୍ରାମବାସୀ |ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଡ଼ଙ୍ଗରା ଗ୍ରାମ ପଂଚାୟତ ଠାରେ. ଅଞ୍ଚଳବାସୀ ସରପଞ୍ଚ ଙ୍କ ମନମୁଖୀ…

ମହିଳା ସ୍ନାତକ ମହାବିଦ୍ୟାଳୟରେ ଭୋଟର ସଂକଳ୍ପ ପତ୍ର ପାଠ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ମହାବିଦ୍ୟାଳୟ ପରିସରରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼.ରୀନା ସାହୁ ଅଧ୍ୟକ୍ଷତା କରି ଉପସ୍ଥିତ ଥିବା ଛାତ୍ରୀ…

‘ଡ୍ରିଙ୍କ୍ ଫ୍ରମ ଟ୍ୟାପ ’କୁ ନୋବେଲ ବିଜେତାଙ୍କ ପ୍ରଶଂସା

ଟ୍ୟାପରୁ ସିଧାସଳଖ ପାଣି ପିଇଲେ, ଜଳସାଥୀଙ୍କ ସହ ଆଲୋଚନା କଲେ ଭୁବନେଶ୍ବର:: ରାଜ୍ୟ ସରକାରଙ୍କ ‘ ଡ୍ରିଙ୍କ ଫ୍ରମ ଟ୍ୟାପ’କୁ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ୨୦୧୯ ନୋବେଲ ବିଜେତା ମାଇକେଲ କ୍ରେମର୍ ପ୍ରଶଂସା କରିଛନ୍ତି । ଓଡ଼ିଶାର ଏହି ଯୋଜନାରେ ଲୋକମାନଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ମିଳୁଛି…

କେସିଙ୍ଗାରେ ଭାରତର ସର୍ବବୃହତ୍ ଫ୍ୟାସନ ଡେଷ୍ଟିନେସନ ଟ୍ରେଣ୍ଡ୍‌ସର ଶୁଭାରମ୍ଭ

ଭବାନୀପାଟଣା / ଭୁବନେଶ୍ୱର: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲ୍‌ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହରରେ ତାହାର ନୂଆ ଷ୍ଟୋରର ଶୁଭାରମ୍ଭ କରିଛି ।  ଟ୍ରେଣ୍ଡ୍‌ସ ବାସ୍ତବରେ…

ରିଲାଏନ୍ସ ଜିଓ ଓଡ଼ିଶାରେ ଏକ ନମ୍ବର ସ୍ଥିତିକୁ ସୁଦୃଢ଼ କରି ନଭେମ୍ବରରେ ଯୋଡ଼ିଲା ସର୍ବାଧିକ ସଂଖ୍ୟକ ମୋବାଇଲ୍ ଓ…

ଭୁବନେଶ୍ୱର: ଓଡ଼ିଶାରେ ନିଜର ଏକ ନମ୍ବର ସ୍ଥିତିକୁ ଆହୁରି ସୁଦୃଢ଼ କରି ରିଲାଏନ୍ସ ଜିଓ ୨୦୨୨ ନଭେମ୍ବର ମାସରେ ସର୍ବାଧିକ ସଂଖ୍ୟକ ମୋବାଇଲ୍ ଗ୍ରାହକ ସମେତ ସର୍ବାଧିକ ଫିକ୍ସଡ୍‌-ଲାଇନ୍ ଗ୍ରାହକ ଯୋଡ଼ିଥିବା ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍…