ସୁବର୍ଣ୍ଣପୁରରେ ବିଶ୍ଵ ରେଡକ୍ରସ ଦିବସ ପାଳିତ l
ସହୃଦୟତାର ସହିତ ସମାଜର ଅସହାୟ ମାନବଙ୍କ ସେବା କରିବା ଦରକାର l
ସୁବର୍ଣ୍ଣପୁର, (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ବିଶ୍ଵ ରେଡକ୍ରସ ଦିବସ ଜିଲ୍ଲାପାଳଙ୍କ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ତଥା ଜିଲ୍ଲା ରେଡକ୍ରସ ସଂସ୍ଥାର ସଭାପତି ସୂର୍ଯ୍ୟନାରାୟଣ ଦାଶ…