ବାପା ଓ ପୁଅକୁ ଆଜୀବନ କାରାଦଣ୍ଡ ଆଦେଶ ସୁଣାଇଲେ ଉମରକୋଟ ଅତିରିକ୍ତ ଜିଲ୍ଲା ଦୌରାଜଜ।
ଉମରକୋଟ-୦୮-୦୫-୨୩-ଏକ ହତ୍ୟା ଘଟଣାରେ ଆଜି ଉମରକୋଟ ଅତିରିକ୍ତ ଜିଲ୍ଲା ଦୌରାଜଜ ଗିରିଜା ପ୍ରସାଦ ମହାପାତ୍ର ୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି।ଘଟଣାଟି ଘଟିଥିଲା 13/3/2016 ତାରିଖ ଦିନ ନବରଙ୍ଗପୁର ଜିଲା କୁନ୍ଦେଇ ଥାନା ଅନ୍ତର୍ଗତ ତରେଇଡିହି ଗ୍ରାମ ଠାରେ। ସକାଳ ପ୍ରାୟ…